Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ରାସ୍ତା ଅବରୋଧ
ଫୁଲବାଣୀ:ଶୀତ ଋତୁ ଆରମ୍ଭ ଯୋଗୁଁ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ । କନ୍ଧମାଳ ଜିଲ୍ଲା ପର୍ବତ ପାହାଡ ଘେରା ଘାଟି ରାସ୍ତା ସୌନ୍ଦର୍ଯ୍ୟରେ ଭରି ରହିଛି । ସେହିପରି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳି ସୁନ୍ଦର ଜଳ ପ୍ରପାତ ମାନ ରହିଛି । ଏହି ଜଳ ପ୍ରପାତ ଗୁଡ଼ିକ ଦେଖିବା ଏବଂ!-->…
Read More...
Read More...
ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ୧କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ବୌଦ୍ଧ,୧୦/୧୧- ଆଜି ସକାଳ ପ୍ରାୟ ୮ଟା ସମୟରେ ବୌଦ୍ଧ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧବ୍ଲକ ସରଣ୍ଡାଛକ ନିକଟରେ ଏକ ଟାଟା ଏସିଇ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଅନଗୁଳ ଜିଲ୍ଳା ବଇଣ୍ଡା!-->…
Read More...
Read More...
ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ , ଅନାହାର ,ଅର୍ଦ୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । କ୍ରମାଗତ ଭାବରେ ମରୁଡି, ଫସଲହାନୀ ଯୋଗୁଁ ଚାଷୀଙ୍କ!-->…
Read More...
Read More...
କୃଷକ ସାମଗ୍ରୀ ରପ୍ତାନୀ ପାଇଁ ସଚେତନତା କର୍ମଶାଳା
ଫୁଲବାଣୀ : ସ୍ୱାଧିନତାର ୭୫ତମ ବର୍ଷ ଅବସରରେ-ଜାତୀୟସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆପେଡା ସହାୟତା ଓ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ସହଯୋଗରେ ସ୍ଥାନୀୟ ସମନ୍ନୀତ ସଭାଗୃହରେ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଶତାଧିକ ଚାଷୀଙ୍କୁ!-->…
Read More...
Read More...
ବିଭିନ୍ନ ଦାବିନେଇ ନାଗରିକ କମିଟିର ଗଣଧାରଣା ଓ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୦/୧୧:- ବୌଦ୍ଧ ନାଗରିକ କମିଟି ତରଫରୁ ୩ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆଯୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ଏନଏସି କୁ ମ୍ୟୁନିସିପାଲିଟିରେ ପରିଣତ କରିବା ଏବଂ ୨୦୧୯ ଜାନୁଆରୀରେ!-->…
Read More...
Read More...
ପ୍ରଶାସନ ଶୁଣିଲାନି, ଗ୍ରାମର ଯୁବକମାନେ କେନାଲ ସଫା କଲେ
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛି ସାରଙ୍ଗଧରପୁର ଓ ଆର୍. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳକୁ ଡ୍ୟାମ ପାଣିର ସତ ସପନ । ଏହି ଅଞ୍ଚଳକୁ ପାଣି ଆସିବା ପାଇଁ କେନାଲ!-->…
Read More...
Read More...
ଦିନ ଦ୍ୱିପ୍ରହରରେ ଯୁବକଙ୍କ ଗଳାକାଟି ଲୁଟିନେଲେ ସୁନା ଚେନ
ପୁରୀ : ବ୍ରହ୍ମଗିରି ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରାଜ । ବ୍ରହ୍ମଗିରି ବ୍ଲକ କାଠୁଆରେଡି ଛକଠାରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦିନ ଦ୍ୱିପ୍ରହରରେ ଚେନ୍ ଲୁଟି ତାଙ୍କ ଗଳା କାଟିଦେଇଥିବା ଦେଖିବାକୁ ମିଳିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଥାନା କାଠୁଆରେଡି!-->…
Read More...
Read More...
୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସମ୍ବଲପୁର ଚମ୍ପିୟାନ
ବୌଦ୍ଧ/ଜହ୍ନ ।ପଙ୍କ,୧୦/୧୧: ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ବୁରକଟା ଗଦବସା ପଡ଼ିଆରେ ସୋମବାର ଠାରୁ ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ଫୁଲବାଣୀ ଓ ସମ୍ବଲପୁର ମଧ୍ୟରେ ତିନି ଫର୍ମାଟରେ ଫାଇନାଲ!-->…
Read More...
Read More...
ବାଲିଗୁଡ଼ାରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ବାଲିଗୁଡ଼ା,୧୦/୧୧: ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ପରିସରରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ମୁଖ୍ୟଅତିଥି ଭାବେ!-->…
Read More...
Read More...
ପୁରୀ: ବୋମାମାଡ଼ ଘଟଣାରେ ୧୦ ଜଣ ଗିରଫ
ପୁରୀ,୧୦/୧୧- ବ୍ରହ୍ମଗିରି ଥାନା ନାଥପୁର ଭୋଇସାହିରେ ଘଟିଥିବା ଗୋଷ୍ଠୀସଂଘର୍ଷ ଓ ବୋମାମାଡ଼ ଘଟଣାରେ ୧୦ ଜଣକୁ ଗିରଫ କରିଛି ପୁରୀ ପୋଲିସ । ଘଟଣାର ତଦନ୍ତ ଜାରିରହିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାଲାଗି ସୂଚନା ଦେଇଛନ୍ତି ପୁରୀ ଏସ୍ପି କେ ବିଶାଲ!-->…
Read More...
Read More...