Browsing Category

ରାଜ୍ୟ

ବିପୁଳ ପରିମାଣର ବାଣ ଜବତ

କଟକ: କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହାସହ ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ
Read More...

ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡ ତରଫରୁ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ

ବୌଦ୍ଧ,୩ା୧୧: ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡସ ତରଫରୁ ଆଜି ସକାଳ ୭ଟାରେ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧସହରସ୍ଥିତ ଟାଉନହଲ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରେମ ଶଙ୍କର ପଟ୍ଟନାୟକ ଓ ପ୍ରହ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଛକ
Read More...

ସୁସ୍ଥ ଅଛନ୍ତି ପିସିସି ସଭାପତି

ଭୁବନେଶ୍ୱର : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଅସୁସ୍ଥତା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଭଲ ଖବର ସାମ୍ନାକୁ ଆସିଛି । ସେ ଏବେ ସୁସ୍ଥ ଥିବା ଆପୋଲୋ ଡାକ୍ତର ପ୍ରକାଶ କରିଛନ୍ତି । ପିସିସି ସଭାପତି ଶ୍ରୀ
Read More...

ଯୁବକକୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ନୂଆ ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକକୁ ଦିନ ଦ୍ୱିପହରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବେଲଗୁଣ୍ଠା ଅଂଚଳର ସରୋଜ ପାତ୍ର । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ
Read More...

ସ୍କୁଲ ଖୋଲିବା ନେଇ ବଡ କଥା କହିଲେ ଗଣ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା ପାଇଁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବ୍ୟାଘାତ ହୋଇଥିବାବେଳେ କେବେ ସ୍କୁଲ ଖୋଲିବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଇତିମଧ୍ୟରେ ଅଷ୍ଟମ, ନବମ, ଦଶମ ପିଲାଙ୍କର ସ୍କୁଲ ପାଠପଢ଼ା ଚାଲିଥିବାବେଳେ ଅନ୍ୟ ଶ୍ରେଣୀର ପିଲାମାନେ ଏବେବି ଅନଲାଇନ କ୍ଲାସ କରୁଛନ୍ତି  ।
Read More...

ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର : ମୃତ୍ତିକା ସଂରକ୍ଷଣ ଉନ୍ନୟନ ବିଭାଗ ଓ ଜଳଛାୟା ପ୍ରକଳ୍ପ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ଆସି କୋଷଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେ ପ୍ରଥମେ ପାପଡ଼ାହାଣ୍ଡି
Read More...

ବ୍ୟାଟିଂ କୋଚ ପଦ ପାଇଁ ଆବେଦନ କଲେ ବିକ୍ରମ, ଏନସିଏ ମୁଖ୍ୟ ହୋଇପାରନ୍ତି ଲକ୍ଷ୍ମଣ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ ପୁଣି ଥରେ ଦଳରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ବ୍ୟାଟିଂ କୋଚ୍‌ ପଦ ପାଇଁ ଗତକାଲି ଆବେଦନ କରିଛନ୍ତି । ବିକ୍ରମ କହିଛନ୍ତି ଯେ ଯଦି ତାଙ୍କୁ ପୁନର୍ବାର ସୁଯୋଗ ମିଳେ ତେବେ ସେ ନିଶ୍ଚିତ ଭାବେ ଟିମ୍‌ ଇଣ୍ଡିଆ
Read More...

ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସ୍କ୍ରାପ୍‌ ବିକ୍ରି ଘଟଣା, ତିନି ମାସ ପରେ ସହକାରୀ ଯନ୍ତ୍ରୀଙ୍କୁ ବଦଳି

ଘୁ.ଉଦୟଗିରି,୩/୧୧- କଳିଙ୍ଗା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସ୍କ୍ରାପ୍‌ ବିକ୍ରି ଘଟଣା-ଘଟଣାର ତିନିମାସ ପରେ ସହକାରୀ ଯନ୍ତ୍ରୀଙ୍କୁ ବଦଳି ହୋଇଛି । କାହା ଛତ୍ରଛାୟାରେ ଏହି ଯନ୍ତ୍ରୀ, କାହା ଚାପରେ ଚାପି ହୋଇଗଲା ଏତେବଡ ଦୁର୍ନୀତି ? ସରକାରୀ ଅଧିକାରୀ
Read More...

ମନ୍ତ୍ରୀଙ୍କୁ ଡାକବଙ୍ଗଳାରେ ତାଲା ପକେଇଦେଲେ କଂଗ୍ରେସ ଓ ବିଜେପି କର୍ମୀ

ସମ୍ବଲପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବିଜେଡି କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ୍‌ ଉପସ୍ଥିତରେ ଯୁବ କଂଗ୍ରେସ ନେତା ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ
Read More...

ଗାନ୍ଧିପୀଠରେ କଂଗ୍ରେସ ପକ୍ଷରୁ ଆମରଣ ଅନଶନ

ପୁରୀ : ପୁରୀଜିଲ୍ଲା ଡେଲାଙ୍ଗ ବେରବୋଇ ଗାନ୍ଧିପୀଠ ପୀଠରେ କଂଗ୍ରେସ ପକ୍ଷରୁ ଆମରଣ ଅନଶନ ସତ୍ୟାଗ୍ରହ । ଗତ ୨୦୧୫ ମସିହାରୁ ଏକ କୋଟି ଦଶ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ଗାନ୍ଧିପୀଠର ବିକାଶ ଏପର୍ଯ୍ୟନ୍ତ କାହିଁକି ହୋଇପାରିନି ଏବଂ ପିପିଲି-ଡେଲାଙ୍ଗରେ ଖାଲି ପଡ଼ିଥିବା ଡାକ୍ତର ପଦବୀ
Read More...