Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲ୍ୟବିବାହ ରୋକିଲା ଚାଇଲ୍ଡ ଲାଇନ
ଫୁଲବାଣୀ: ସୋମବାର ଦିନ ସିଏମ୍ପିଓ ତଥା ସମ୍ମନ୍ୱିତ ଶିଶୁବିକାଶ ଅଧିକାରିଣୀ ଫିରିଙ୍ଗିଆ ହରପ୍ରିୟା ମେହେରଙ୍କ ନେତୃତ୍ୱରେ ସୁପରଭାଇଜର ବୈଜୟନ୍ତି ମଲ୍ଲିକ, ଚାଇଲ୍ଡଲାଇନ୍ ଟିମ୍ ସସ୍ମିତା କରଣ ଓ ଚିକୁନ କୁମାର ପ୍ରଧାନଙ୍କ ସହଯୋଗରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅନ୍ତର୍ଗତ ରତଙ୍ଗ ଗ୍ରାମରେ!-->…
Read More...
Read More...
ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ଶିବିର
କେନ୍ଦୁଝର : ସଦର ବ୍ଳକ ଅନ୍ତର୍ଗତ ରାଇକଳା ପଞ୍ଚାୟତର କରଞ୍ଜିଆପଡ଼ା ଏବଂ ପଳାଶ ପଙ୍ଗାପଞ୍ଚାୟତ ନୂଆପଡାଠାରେ ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ସମ୍ବନ୍ଧିତ ଦୁଇଟି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାନୀୟ କୃଷକମାନଙ୍କୁ ମୃତ୍ତିିକା ପରୀକ୍ଷାର ଉପାଦେୟତା କ'ଣ ସେ ସମ୍ବନ୍ଧରେ ବ୍ଳକ!-->…
Read More...
Read More...
ଦାରିଙ୍ଗବାଡିରେ ଘନ କୁହୁଡ଼ି, ଯାତାୟତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି: ତିନିଦିନର ବ୍ୟବଧାନ ପରେ ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଶୀତ ଲେଉଟିଛି । ଗତକାଲି ଦାରିଙ୍ଗବାଡିର ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ଆଜି ତାହା ୧୩.୫ଡିଗ୍ରୀକୁ ଖସି ଆସିଛି । ଏଥି ସହିତ ଆଜି ଦାରିଙ୍ଗବାଡି ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେଇଛି । କୁହୁଡ଼ି ଯୋଗୁଁ ଗମନାଗମନରେ!-->…
Read More...
Read More...
ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି
ପାଟଣାଗଡ: ବଲାଙ୍ଗୀର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଦ୍ଧାହାର, ବେରୋଜଗାର, ଦାଦନ ଶ୍ରମିକ ସଂଖ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଶାନ କୃଷକ ସଙ୍ଗଠନର ନେତୃତ୍ୱରେ!-->…
Read More...
Read More...
ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ତେଲବନ୍ଧ ଘାଟରୁ ୨୫ ଗୋଟି କଳସ ନେଇ ପୂଜା କାର୍ଯ୍ୟ କରିଥିଲେ ପୂଜକ!-->…
Read More...
Read More...
ତହସିଲଦାରଙ୍କ ତିନିଜଣ ବାପା !
ଭୁବନେଶ୍ୱର: ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘର ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ପ୍ରଥମେ ରାମ ଚନ୍ଦ୍ରଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହପରେ ତାଙ୍କ ସରକାରୀ ବାସଭବନରୁ ୫୦ହଜାର ଟଙ୍କା ଜବତ ହୋଇଥିଲା । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ!-->…
Read More...
Read More...
ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ ।କୁଚିଣ୍ଡାର ସରସ୍ୱତୀ ଭୋଇ ଜିଲ୍ଲାର ପ୍ରଥମ!-->…
Read More...
Read More...
ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର
ପୁରୀ : ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନିମାପଡା କାର୍ଯ୍ୟାଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରିଥିଲା । ଏହି ସମୟରେ ତହସିଲଦାର ରାମ ଚନ୍ଦ୍ର ଜେନାଙ୍କ ଠାରୁ!-->…
Read More...
Read More...
ଧସୁଛି ପାହାଡ, ଖସୁଛି ଟନ୍ ଓଜନର ପଥର
ଦଶପଲ୍ଲା : - ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ପାଲଟିଯାଇଛି ଅସୁରକ୍ଷିତ ରାଜପଥ । ଏହି ଜାତୀୟ ରାଜପଥଟି ନୟାଗଡ଼ ଜିଲ୍ଲାର ମଧ୍ୟସ୍ଥଳରେ ବିଜିପୁର ଠାରୁ ନୟାଗଡ଼, ଦଶପଲ୍ଲା,ବାଣୀଗୋଛା ଦେଇ କାମିଟିପଂଗା!-->…
Read More...
Read More...