Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଦ୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଜିଲ୍ଲା!-->…
Read More...
Read More...
ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ୍ ଶିବିର
କଣ୍ଟାମାଳ : ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳରେ ସଂକୁଳସ୍ତରୀୟ ତିନିଦିନିଆ ଯୁବ ରେଡକ୍ରସ୍ ଶିବିରର ଆରମ୍ଭ ହୋଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ଚାରି କଲେଜର ୨୫ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । କଂଟାମାଳ କଲେଜ(+୨ ଏବଂ +୩), ପଲସାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଲସାଗୋରା!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା
ସୁବର୍ଣ୍ଣପୁର:ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ମାଧ୍ୟମରେ ପ୍ରାପ୍ତ ହୋଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଦାରିତ ସୂଚୀ ଅନୁସାରେ ଯୋଗ୍ୟ ତା.01/01/22 ସୁଦ୍ଧା 18 ବର୍ଷ ବୟସ ରୁ ଉର୍ଦ୍ଧ୍ୱ ସାବାଳକ ନାଗରିକ ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ / ବାଦ / ସଂଶୋଧନ!-->…
Read More...
Read More...
ବିଜେଡି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଓ ଧାରଣା
ଦେବଗଡ: ସୋମବାର ଦେବଗଡ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରନ୍ଧନ ଗ୍ୟାସର ଦରବୃଦ୍ଧି, ପେଟ୍ରୋଲିଅମ ସାମଗ୍ରୀର ଦରବୃଦ୍ଧି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦରବୃଦ୍ଧି!-->…
Read More...
Read More...
କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ସହ ୨୦୧୩ ଚୁକ୍ତି ଭିତ୍ତିକ ନିୟମରେ ସାମିଲ ପାଇଁ ଦାବୀ
କଣ୍ଟାମାଳ,୧/୧୧ - ଓଡିଶା କନିଷ୍ଠ ଶିକ୍ଷକ ସଂଘ କଣ୍ଟାମାଳ ବ୍ଲକର ସମସ୍ତ ଶିକ୍ଷକ ଏକତ୍ର ହୋଇ ସୋମବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଅଧିକାରୀ କଣ୍ଟାମାଳ ଙ୍କୁ ପୃଥକ ପୃଥକ ଭାବେ ୨ଟି ଦାବି ପତ୍ର ଓଡିଶା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଶ୍ରମ!-->…
Read More...
Read More...
ମହିଳା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା
ଫୁଲବାଣୀ:ରନ୍ଧନ ଗ୍ୟାସ ଖାଇବା ତେଲ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର୍ନିେଦ୍ଦଶ କ୍ରମେ ଆଜି କନ୍ଧମାଳ ମହିଳା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେଡି ମହିଳା!-->…
Read More...
Read More...
ବେଲଗାମ ଦରବୃଦ୍ଧିକୁ ନେଇ କଣ୍ଟାମାଳରେ ତାତିଲେ ମହିଳା ନେତ୍ରୀ
କଣ୍ଟାମାଳ,୧/୧୧ - ଦରବୃଦ୍ଧିକୁ ନେଇ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳଠାରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ସଭାନେତ୍ରୀ ମମତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ, ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ଆଳୁ, ପିଆଜର ଅହେତୁକ!-->…
Read More...
Read More...
ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ପ୍ରତିବାଦ ସଭା
କଣ୍ଟାବାଞ୍ଜି :କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ନୀତି, ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳର ରାଜ୍ୟ ବ୍ୟାପୀ ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିବାଦ ସଭା ସ୍ଥାନୀୟ ଇନ୍ଦିରା ଛକରେ ଆୟୋଜନ ହୋଇଛି । ଡିଜେଲ, ପେଟ୍ରୋଲ ଦର ଅହେତୁକ ବୃଦ୍ଧି ଯୋଗୁ ଦୈନିକ!-->…
Read More...
Read More...
ପାଟଣାଗଡ : ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ପାଟଣାଗଡ : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଋଣ ହୁଙ୍କାର ଦେଇଛି ବିଜେଡି । ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନିୟ ବିଜୁ ଜନତା ଦଳ କାର୍ଯ୍ୟଳୟଠାରୁ ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଳରୁ ଆରମ୍ଭ!-->…
Read More...
Read More...
ତୈଳ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ ପ୍ରତିବାଦ
ପାରଳାଖେମୁଣ୍ଡି : ତୈଳ ଓ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଲା ଗଜପତି ବିଜୁ ଜନତା ଦଳ ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ଗୋଶାଣି ବ୍ଳକ ସମ୍ମୁଖରେ ବିଜେଡି ମହିଳା ଉପ ସଭାପତି ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିବାଦ ସଭା!-->…
Read More...
Read More...