Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ପୁରୀ- ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ତଥା ରିଲାଏନ୍ସ ଜିଓର ଚେୟାରମ୍ୟାନ ଆକାଶ ଅମ୍ବାନୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କ ଦର୍ଶନ ଲାଭ କରିଥିଲେ।ମହାପ୍ରଭୁଙ୍କ!-->…
Read More...
Read More...
ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ମାଆକୁ ମାରିଲା ପୁଅ
ପୁରୀ; ପୁରୀ ସଦର ସମଙ୍ଗରା ଗ୍ରାମରେ ବିଭତ୍ସ କାଣ୍ଡ। ପୁଅର ଫାଉଡ଼ା ଚୋଟ ରେ ମାଆ ମୃତ । ମୃତକ ହେଉଛନ୍ତି ସମଂଗରା ମଶାଣି ଉପର ନିକଟର କନକ ପ୍ରଧାନ(୫୫)। ଘଟଣା ରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ପୁଅ ପିଙ୍କୁ ପ୍ରଧାନ (୩୦)କୁ ଗିରଫ କରିଛି। ସୂଚନା ଅନୁଯାୟୀ ଆଜି ସକାଳେ ପିଂକୁ!-->…
Read More...
Read More...
ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ; ଜଣେ ମୃତ, ୭ ଗୁରୁତର
ପାରଳାଖେମୁଣ୍ଡି- ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଗୁରୁତର ଅସୁସ୍ଥ ହୋଇ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଥିବା ପରୀକ୍ଷାର୍ଥୀ ମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
Read More...
Read More...
ଅବସର ନେବାକୁ ଇଚ୍ଛା ନଥିଲା…
ନୂଆଦିଲ୍ଲୀ: ଜେମ୍ସ ଆଣ୍ଡରସନ ୪୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ। ଆଣ୍ଡରସନ ଯେତେବେଳେ ତାଙ୍କ ୨୧ ବର୍ଷର କ୍ୟାରିଅର ଶେଷ କରିଥିଲେ, ସେତେବେଳେ ସାରା ବିଶ୍ୱ ତାଙ୍କୁ ସଲାମ କରୁଥିବାର ଦେଖାଯାଇଥିଲା। କିନ୍ତୁ ଆଣ୍ଡରସନ ଆଦୌ ଅବସର ନେବାକୁ ଚାହୁଁ ନ ଥିଲେ। ନିକଟରେ ସେ ଏନେଇ!-->…
Read More...
Read More...
ଯାତ୍ରା ମାଲିକାଣୀ ହେଲେ ରାଣୀ ପଣ୍ଡା
ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ଯାତ୍ରା ଅନୁଷ୍ଠାନ ‘ସ୍ବର୍ଣ୍ଣ ମନ୍ଦିର’ର ନୂଆ ମାଲିକାଣୀ ହୋଇଛନ୍ତି ଜଣାଶୁଣା ଅଭିନେତ୍ରୀ ରାଣୀ ପଣ୍ଡା। ଏହି ଖବର ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ସ୍ବର୍ଣ୍ଣ ମନ୍ଦିରର ଶୁଭ ମହୁରତ ଅବସରରେ ରାଣୀ ପଣ୍ଡାଙ୍କୁ ଏହି ଦାୟିତ୍ୱ!-->…
Read More...
Read More...
ସ୍ମାର୍ଟ ତାଲିମ ମାଧ୍ୟମରେ ସ୍ମାର୍ଟ ହେବେ ଅଙ୍ଗନବାଡି କର୍ମୀ
ଭୁବନେଶ୍ଵର:ଆଜି ଲୋକସେବା ଭବନସ୍ଥିତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କର କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗର ନୂତନ ୱେବସାଇଟର ଢାଞ୍ଚା!-->…
Read More...
Read More...
ଶ୍ରୀଜୀଉଙ୍କ ବନକ ଲାଗି ନୀତି ସଂପନ୍ନ
ପୁରୀ: ବୁଧବାର ସନ୍ଧ୍ୟାରେ ଶ୍ରୀଜୀଉ ମାନଂକ ବନକ ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ମହାପ୍ରଭୁଙ୍କ ବନକଲାଗି କରାଯାଇଥିଲା। ଦତ୍ତ ମହାପାତ୍ର ସେବକ ମାନେ ହିଙ୍ଗୁଳ,ହରିତାଳ,ଦୀପ କଳା ଆଦି ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶ୍ରୀଙ୍ଗ।ର!-->…
Read More...
Read More...
କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି!-->…
Read More...
Read More...
ଟନେଲ ଭୁଶୁଡିବା ଘଟଣା,ବୌଦ୍ଧ ଜିଲ୍ଲା ବିଜେପି ସଭାପତି କଲେ ସ୍ଥିତି ଅନୁଧ୍ୟାନ
ହରଭଙ୍ଗା :.ପୂର୍ବତଟ ରେଳ ବିଭାଗର ସର୍ବବୃହତ ଟନେଲ ଭୁଶୁଡିବା ଘଟଣା l ଖବର ପ୍ରସାରଣ ପରେ ରାତି ରାତି ଜେସିବି ଲଗାଇ ମାଟି ଭୁଶୁଡି ଥିବା ସ୍ଥାନ ପୋତିଲା ଠିକାସଂସ୍ଥା । ଗତକାଲି ଟନେଲରେ ସୃଷ୍ଟି ହୋଇଥିଲା ୫ ଫୁଟ ଗୋଲେଇ ଏବଂ ୩୦ ଫୁଟ ଗଭୀରର ଆଉ ଏକ ଗର୍ତ୍ତ କୁ ପୋତିଛି କାର୍ଯ୍ୟରତ ଠିକା!-->…
Read More...
Read More...
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଭେଟି ସମ୍ବଲପୁର ନୀଳଡୁଙ୍ଗୁରିରେ ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ପ୍ରତିଷ୍ଠା କରିବା ପାଇଁ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ!-->…
Read More...
Read More...