Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡିରୁ ସଞ୍ଜୀବ ସାହୁଙ୍କ ଇସ୍ତଫା
ଆଠମଲ୍ଲିକ : ଆଠମଲ୍ଲିକର ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କୁ ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ ମିଳିନଥିଲେ । ତାଙ୍କ ସ୍ଥାନରେ ରମେଶ ସାଏଙ୍କୁ ଆଠମଲ୍ଲିକ!-->…
Read More...
Read More...
କୋଟିପତି ଫାଣ୍ଡି ଅଧିକାରୀଙ୍କ ସମ୍ପତ୍ତି ଜବତ କଲା ଭିଜିଲାନ୍ସ
ଢେ଼ଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ ଫାଣ୍ଡିି ଅଧିକାରୀ ସବଇନ୍ସପେକ୍ଟର ସମରେନ୍ଦ୍ର ସାମଲଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ବିଭାଗର ୮ଟି ଟିମର ପ୍ରାୟ ୩୫ ଜଣ କର୍ମଚାରୀ ଏକାଧିକ!-->…
Read More...
Read More...
ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ ଉଦଯାପିତ
ବୌଦ୍ଧ : ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ଶମ୍ଭୁଗିରୀଙ୍କ!-->…
Read More...
Read More...
ସମର୍ପିତ ପକ୍ଷରୁ ନିଆରା ଦୀପାବଳୀ କାର୍ଯ୍ୟକ୍ରମ ବାଣ ନୁହେଁ ହସ ଫୁଟେଇବା ପାଳିତ
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଧରି ବାଣ ନୁହେଁ ହସ ଫୁଟେଇବା କାର୍ଯ୍ୟକ୍ରମ ପାଳନ କରାଯାଇ ଆସୁଛି।ଏଇ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ ଗବେଷଣା କେନ୍ଦ୍ର!-->…
Read More...
Read More...
ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା
ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି । ସିଂହଦ୍ୱାର ଓ ଏହାର ଚତୁଃପାର୍ଶ୍ୱରେ ଜନ ସମାଗମ ଉପରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ଆସନ୍ତାକାଲି ପ୍ରାତଃ ୪ ଘଟିକା ସମୟରୁ ମଧ୍ୟରାତ୍ର!-->…
Read More...
Read More...
ଘେରାବନ୍ଦୀରୁ ମୁକୁଳିଲେ ମନ୍ତ୍ରୀ ଟୁକୁନି ସାହୁ
କୁଚିଣ୍ଡା : ଦୀର୍ଘ ୫ ଘଣ୍ଟା ପରେ ଘେରାବନ୍ଦୀରୁ ମୁକୁଳିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡା ପୁଲିସର ହସ୍ତ କ୍ଷେପ ପରେ ଏହା ସମ୍ଭବ ହୋଇପାରିଛି । ଘଟଣାସ୍ଥଳରୁ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡିଛି । କୁଚିଣ୍ଡା ପୂର୍ତ୍ତ!-->…
Read More...
Read More...
ବିପୁଳ ପରିମାଣର ବାଣ ଜବତ
କଟକ: କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ।
ଏହାସହ ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ!-->!-->!-->…
Read More...
Read More...
ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡ ତରଫରୁ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ
ବୌଦ୍ଧ,୩ା୧୧: ବୌଦ୍ଧଜିଲ୍ଲା ସ୍କାଉଟ ଓ ଗାଇଡସ ତରଫରୁ ଆଜି ସକାଳ ୭ଟାରେ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧସହରସ୍ଥିତ ଟାଉନହଲ ସମ୍ମୁଖରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପ୍ରେମ ଶଙ୍କର ପଟ୍ଟନାୟକ ଓ ପ୍ରହ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଛକ!-->…
Read More...
Read More...
ସୁସ୍ଥ ଅଛନ୍ତି ପିସିସି ସଭାପତି
ଭୁବନେଶ୍ୱର : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଅସୁସ୍ଥତା କାରଣରୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଭଲ ଖବର ସାମ୍ନାକୁ ଆସିଛି । ସେ ଏବେ ସୁସ୍ଥ ଥିବା ଆପୋଲୋ ଡାକ୍ତର ପ୍ରକାଶ କରିଛନ୍ତି । ପିସିସି ସଭାପତି ଶ୍ରୀ!-->…
Read More...
Read More...
ଯୁବକକୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ନୂଆ ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକକୁ ଦିନ ଦ୍ୱିପହରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବେଲଗୁଣ୍ଠା ଅଂଚଳର ସରୋଜ ପାତ୍ର । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ!-->…
Read More...
Read More...