Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ମୃତିରେ ସହିଦ୍, ନୟାଗଡ଼ରେ ପାଳିତ ହେଲା ୬୨ ତମ ସହିଦ୍ ସ୍ମୃତି ଦିବସ
ଦଶପଲ୍ଲା : ନୟାଗଡ ପିଟିଏସ୍ ପଡିଆଠାରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବୀର ପୁଲିସ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ,ବଳିଦାନ ଓ ବଳିଷ୍ଠ ଅବଦାନର ସ୍ମୃତି ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳିତ ହୋଇଆସୁଛି । ଏହି ଅବସରରେ!-->…
Read More...
Read More...
ମା ମାହେଶ୍ୱରୀଙ୍କ ଷୋ’ଳ ପୂଜା ଉଦଯାପିତ
ବୌଦ୍ଧ,୨୧/୧୦- ସର୍ବ ପୁରାତନନ ପୀଠ ମା ମାହେଶ୍ୱରୀ ମନ୍ଦିର ବାମଣ୍ଡା ଠାରେ କୁମାର ପୂର୍ଣ୍ଣିମାରେ ଷୋ’ଳ ପୂଜାର ଉଦଯାପନୀ ଉତ୍ସବ ଜାକଜକମରେ କୋଭିଡ କଟକଣାରେ ପାଳିତ ହୋଇଯାଇଛି । ଅଶ୍ୱିନ ପୂର୍ଣ୍ଣିମାରେ ପ୍ରତ୍ୟେକବର୍ଷ ଡୁମାଳ ସମାଜ ଭାଇ ମାନଙ୍କ ଦ୍ୱାରା ମା ମାହେଶ୍ୱରୀଙ୍କ ଛତ୍ରଯାତ୍ରା!-->…
Read More...
Read More...
ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲେ ଅଭିଯୁକ୍ତ !
ଭୁବନେଶ୍ୱର:ମମିତା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କୁ ମାରି ପୋଡିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ବୋଲି ଜଣାପଡିଛି । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିବା ତଦନ୍ତ କରୁଥିବା!-->…
Read More...
Read More...
ହାଇକୋର୍ଟରେ ପହଞ୍ଚିଲା ମମିତା ହତ୍ୟା ମାମଲା
କଟକ: ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି ।ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା : ନୟାଗଡ଼ର ପୂର୍ବତନ ବିଧାୟକ ତଥା ସମାଜସେବୀ ସ୍ୱର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ବଂଶୀଧର ସ୍ମୃତି କମିଟି ଇଟାମାଟି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ଃ. ରଙ୍ଗନାଥ ବେହେରା ସଭାପତିତ୍ୱ କରିଥିଲେ । ଇଟାମାଟି ବଂଶୀଧର ମହାବିଦ୍ୟାଳୟ ପରିସର!-->…
Read More...
Read More...
ମଙ୍ଗଳମୟୀ ମା ମଙ୍କଳାଙ୍କ ପୀଠରେ ଝାମୁଯାତ୍ରା
ଦଶପଲ୍ଲା : ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଦଶପଲ୍ଲାର ପଟ୍ଟାମାଳ ଗ୍ରାମରେ ମା ' ମଙ୍ଗଳାଙ୍କ ପୀଠରେ କଳସ ଧାରୀ ଓ ମାନସିକ କଳସ ଧାରୀମାନଙ୍କୁ ନେଇ ଝାମୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳାଙ୍କ ପୀଠସ୍ଥଳୀରେ ଶ୍ୱତ୍ରୀୟ ବ୍ରାହ୍ମଣ ଦ୍ୱାରା ମା’ଙ୍କୁ ଆବାହନ ପୂର୍ବକ!-->…
Read More...
Read More...
ଇତିହାସ ରଚିଲା ଭାରତ, ୧୦୦ କୋଟିରେ ପହଞ୍ଚିଲା ଟିକାକରଣ
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ । ସ୍ଥାପନ କଲା ନୂଆ ମାଇଲଖୁଣ୍ଟ । କରୋନା ମହାମାରୀକୁ ହରାଇବାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ମାତ୍ର ୯ ମାସ ପୂର୍ବେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଆଜି ୧୦୦ କୋଟିର ମ୍ୟାଜିକ ନମ୍ବର ପାର୍ କରିଛି । ଭାରତ ଆଜି ୧ ବିଲିୟନ କିମ୍ବା ୧୦୦ କୋଟି ଡୋଜ ପୂରଣ!-->…
Read More...
Read More...
ବୃଦ୍ଧ ଦମ୍ପତିଙ୍କୁ ହତ୍ୟା
ବୀରମିତ୍ରପୁର: ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏପରି ଜଘନ୍ୟ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତ ଅଧିନସ୍ଥ ଭଦ୍ରାଟୋଲୀ ବସ୍ତିରେ ଗତକାଲି!-->…
Read More...
Read More...
କାର୍ତ୍ତିକ ବ୍ରତ ଆରମ୍ଭ,ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ
ପୁରୀ : ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ହିନ୍ଦୁ ଧର୍ମର ସବୁଠୁ ପୂଣ୍ୟ ମାସ । ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା । ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ । ସକାଳୁ ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ଆଜିଠାରୁ ଏକ ମାସ ଧରି!-->…
Read More...
Read More...
ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀରେ ଏଆଇୱାଏଫ ପକ୍ଷରୁ ବୌଦ୍ଧଠାରେ ବିକ୍ଷୋଭ ଓ…
ବୌଦ୍ଧ,୨୦/୧୦- ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅନ୍ତର୍ଗତ ମହାଲିଙ୍ଗ ଠାରେ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ମା'କୁ ସମ୍ମାନ ଗାଁକୁ ସମ୍ମାନର ସ୍ଲୋଗାନ ଦେଉଥିବା ବିଜୁ ଜନତାଦଳର ଅସଲ ମୁଖାକୁ ପଦାରେ ପକେଇ ଦେବାସହ ଏହି ଘଟଣାରେ ସ୍ଥାନୀୟ ବିଧାୟକ!-->…
Read More...
Read More...