Browsing Category

ରାଜ୍ୟ

ରଙ୍ଗିଆଗୁଡା ଚୋରୀ ଘଟଣାରେ ୪ ଚୋର ଓ ୨ କ୍ରେତାଙ୍କୁ ଗିରଫ, ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏସପି

ଦେବଗଡ,୨୬/୧୦- ଦେବଗଡ ଆଦର୍ଶଥାନା ଅନ୍ତର୍ଗତ ରଙ୍ଗିଆଗୁଡା ଅଞ୍ଚଳରୁ ହୋଇଥିବା ଚୋରୀ ଘଟଣା ରହସ୍ୟ ଉନ୍ମୋଚିତ ହୋଇଛି । ଚଳିତ ମାସ ୧୦ ତାରିଖ ଦିନ ରଙ୍ଗିଆଗୁଡା ଅଞ୍ଚଳରେ ରହୁଥିବା କିଶୋର ଚନ୍ଦ୍ର ନନ୍ଦ ଓ ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଅନୁସୟା ଦ୍ୱିବେଦୀ କୌଣସି କାର୍ଯ୍ୟରେ ଘରେ ତାଲାପକାଇ
Read More...

ଶ୍ରୀମନ୍ଦିର ସମସ୍ତ ଦ୍ୱାରଦେଇ ଯିବାକୁ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି

ପୁରୀ,୨୬/୧୦- ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସପିଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି । ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦାଙ୍କ
Read More...

ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ପ୍ରଧାନ ଶିକ୍ଷକ ବୃଷକେତୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାନ ଚାଷ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି । କେଉଁ କାରଣରୁ ଧାନ ଚାଷ ବ୍ୟାଘାତ ଘଟୁଛି । ଫସଲ ନଷ୍ଟ ହେଉଛି । ଏହାର ସମାଧାନ
Read More...

ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ସୁବର୍ଣ୍ଣପୁର ୨୬/୧୦ ଜନ ଜୀବନରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାର ସଂକଳ୍ପ ପ୍ରତ୍ୟେକ ନିଜେ ନିଜ ସ୍ତରରେ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ ସହ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇବାକୁ ଗୁରୁତ୍ୱାରୋପ କରିବା ସଂକଳ୍ପ ନେଇ ଭାରତର ପୂର୍ବତନ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଭାରତରତ୍ନ
Read More...

ବଡପଡାଠାରେ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ : ପାଟଣାଗଡ଼ ବଡପଡାଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏହି ବଡପଡାରେ ୪ର୍ଥତମ ବର୍ଷରେ ପଦାର୍ପଣ କରିଥିବା ଗଜଲକ୍ଷ୍ମୀ ପୂଜା ୧୯.୧୦.୨୦୨୧ ରୁ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପୁରାଣ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଆଳତି
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ, ଲାଞ୍ଚ ନ ନେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ବୌଦ୍ଧ : ଆଜି ୧୧ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ
Read More...

ତେଲ ଦର ନ କମିଲେ ନଭେମ୍ବର ୧୬ ରୁ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

ଭୁବନେଶ୍ୱର: ଲଗାତର ବଢ଼ିଚାଲିଛି ତୈଳ ଦର। ଥମିବାର ନାଁ ଧରୁ ନାହିଁ। ଏପରି ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏନେଇ ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି।ତେଲ ଦର କମ୍‌ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ
Read More...

ପିୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର:  ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ
Read More...

ଦଶପଲ୍ଲାକୁ ଛୁଇଁଲା ଶୀତ

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ପହିଲି ଶୀତ ଅନୁଭୂତ ହୋଇଛି । ହଠାତ୍‌ ଶୀତ ଆସିଥିବାରୁ ଲୋକମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଦିନବେଳେ ପାଗ ଶୁଖିଲା ରହୁଥିବାବେଳେ ସନ୍ଧ୍ୟାବେଳୁ ଶୀତ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଶୀତ ସହ ଥଣ୍ଡା ଲାଗୁଥିବାରୁ ପ୍ରାତଃଭ୍ରମଣକାରୀମାନେ
Read More...

୨୮ରେ ଏସ୍‌. ପି. ଅଫିସ ଘେରଉ କରିବ ବୌଦ୍ଧ ଜିଲ୍ଲା ବିଜେପି ଓ ୩୦ରେ ବନ୍ଦ୍‌ ଡାକରା

ବୌଦ୍ଧ,୨୬/୧୦- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆସନ୍ତା ୨୮ ତାରିଖ ଗୁରୁବାରଦିନ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସ୍‌. ପି. ଅଫିସ ଘେରାଉ କରାଯିବ । ରାମମନ୍ଦିର ପଡିଆ ଠାରୁ
Read More...