Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରଡ଼ା ଅଞ୍ଚଳରେ ଧାନ ଚାଷ ନଷ୍ଟ କଲେ ହାତୀପଲ
ଇନ୍ଦ୍ରଗଡ଼-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡା ପଞ୍ଚାୟତ ସୁନାପୋଲି ଗ୍ରାମରେ ପ୍ରାୟ ୮ ରୁ ୧୦ ଟି ହାତୀ ପଲ ପଶି ଧାନ ଫସଲ ନଷ୍ଟ କରିବା ସହିତ ଶତାଧିକ ଜମିର ଫସଲ ନଷ୍ଟ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଜମିରେ ଧାନ ଫଳି ଆସିଥିବା ବେଳେ ହାତୀ ପଲ ପ୍ରବେଶ ଯୋଗୁ!-->…
Read More...
Read More...
ଭଉଣୀ ଗଲେ ଭାଇ ଆସିଲେ, ବିଜେଡିରେ ସାମିଲ ହେଲେ ଅଶୋକ ନାୟକ
ହିନ୍ଦୋଳ : ଯାହା ଚର୍ଚ୍ଚା ଚାଲିଥିଲା, ତାହା ସତ୍ୟ ପ୍ରମାଣିତ ହେଲା । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ଠିକ ପରେପରେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ!-->…
Read More...
Read More...
କରୋନା ମୃତକ କିଟ୍ କର୍ମଚାରୀଙ୍କ ପରିବାରକୁ କିଟ୍ର ସହାୟତା
ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ । ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍ ପଡ଼ି ନ ଥିଲା ଭାରତ ଏବଂ!-->…
Read More...
Read More...
ମମିତାଙ୍କ ପରିବାରକୁ ଭେଟିଲା ବିଜେପି ଟିମ୍, କାନ୍ଦି ପକାଇଲେ ମମିତାଙ୍କ ବାପା
ଭୁବନେଶ୍ୱର: ମହାଲିଙ୍ଗ କଲୋଜର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ଥମୁନି ଝଡ । ଏଥିପାଇଁ ଆଜି ମମିତାଙ୍କ ଗାଁ’ ଝର୍ନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ୧୫ ଜଣିଆ ବିଜେପି ଟିମ୍ ପହଞ୍ଚିଛନ୍ତି । ମମିତାଙ୍କ ଗାଁ’ରେ ପହଞ୍ଚି ତାଙ୍କ ପରିବାର ସହ ବିଜେପି!-->…
Read More...
Read More...
ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ଉଦଘାଟିତ
ପୁରୀ- ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ରାଜ୍ୟ କୁସ୍ତି ସଂଘ କାର୍ଯ୍ୟକାରୀ ସଭାପତି ହରିହର!-->…
Read More...
Read More...
ପୁଣି ରାଜ୍ୟରୁ ଚିହ୍ନଟ ହେଲେ ୪୩୩ ପଜିଟିଭ୍, ୪ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ!-->…
Read More...
Read More...
ଏ ବର୍ଷ ବି ହେବନି ବାଲିଯାତ୍ରା !
କଟକ: ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ । କୋଭିଡ୍ କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।!-->…
Read More...
Read More...
ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଫୁଲବାଣୀ,୨୫/୧୦- କନ୍ଧମାଳ ଜିଲ୍ଲା କ୍ରୀଡା ସଙ୍ଘ ପକ୍ଷରୁ ଫୁଲବାଣୀ ସଦର ମହକୁମାସ୍ଥିତ କରନେସନ ପଡିଆ ଠାରେ ଜିଲ୍ଲାସ୍ତରୀୟ ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୫ ତାରିଖଠାରୁ ଆରମ୍ଭହୋଇ ୨୪ ତାରିଖଦିନ ଉଦଯାପିତ ହୋଇଥିଲା । ଉକ୍ତ!-->…
Read More...
Read More...
ଘୁ.ଉଦୟଗିରି ଥାନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସହିଦ ପରିବାର ସଦସ୍ୟଙ୍କୁ ସାକ୍ଷାତ କଲେ ପୋଲିସ ପଦାଧିକାରୀ
ଘୁ.ଉଦୟଗିରି,୨୫/୧୦- ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସ ସହିଦ ଦିବସ ପାଳନ ହେଉଥିବା ବେଳେ ଆଜି ସ୍ଥାନୀୟ ଥାନାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା!-->…
Read More...
Read More...
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା
ସୁବର୍ଣ୍ଣପୁର,୨୫/୧୦ - କଳାହାଣ୍ଡି ମହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସଂପୃକ୍ତ ଥିବା ଅଭିଯୋଗ କରିଛି ବିଜେପି!-->…
Read More...
Read More...