Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାରିଶ୍ରମିକ ବୃଦ୍ଧି ସହ ବିଭିନ୍ନ ଦାବୀ ନେଇ ପାଚିକା ସଂଘ ରାଲି ଓ ବିକ୍ଷୋଭ
ଫୁଲବାଣୀ :- ବିଭିନ୍ନ ଦାଵୀ ପୂରଣ ନେଇ ନିଖିତ ଉତ୍କଳ ପାଚିକା ସଂଘ ପକ୍ଷରୁ ଆବାହକ ଜନବାଦୀ କୁମାରଙ୍କ ନେତୃତ୍ବରେ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏହି ରାଲି ବଜାରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ସେଠାରେ!-->…
Read More...
Read More...
ନଭେମ୍ବର ୯ରୁ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦଖଲର ଶେଷ ଦିନ ରହିଛି । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯!-->…
Read More...
Read More...
ପାନୀୟ ଜଳ ପ୍ରକଳ୍ପ ଉଦଘାଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ତରବା ଗ୍ରାମ ପଞ୍ଚାୟତର ବୁରୁଡିଙ୍ଗି ପଲ୍ଲୀଏରିଆ କାର୍ଯ୍ୟାଳୟ ଠାରେ ବିଧାୟକ କେ. ନାରାୟଣ ରାଓ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ବିଧାୟକ ପାଣ୍ଠିରୁ ନିର୍ମାଣ ହୋଇ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଜେପିର!-->…
Read More...
Read More...
ଜଗା ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ
ପୁରୀ : ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଯୋଗୁ ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜାଗା ଦର୍ଶନରୁ ବଂଚିତ ହେଉଛନ୍ତି । ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତଙ୍କ ସହ ଲାଇନରେ ଦୀର୍ଘ ସମୟ ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ଫଳରେ ମହାପ୍ରଭୁଙ୍କର ପ୍ରତିଦିନ!-->…
Read More...
Read More...
ଗଜପତିରେ ନୂତନ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗର ନୂତନ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ସ୍ୱରାଜ୍ୟ ଶୀଶା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ବିଭାଗ ପକ୍ଷରୁ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ!-->…
Read More...
Read More...
ପେକ୍ସରେ ଦୁର୍ନୀତି, ଅସନ୍ତୋଷ ଚାଷୀ ଘେରିଲେ ପେକ୍ସ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଇରାସର ପେକ୍ସରେ ଚାଷୀଙ୍କୁ ଅନ୍ଧାରରେ ରଖି କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣି ଚାଷୀ କାର୍ଯ୍ୟାଳୟ ଘେରିଛନ୍ତି । ଅଭିଯୋଗ ଅନୁସାରେ, କାହାର ଅଜାଣତରେ ଲକ୍ଷ ଲକ୍ଷ ଋଣ ଉଠିଛି ତ ଆହୁରି କାହା ପାଇଥିବା ଟଙ୍କା ଓ ଋଣରାଶି ତାଳମେଳ ନାହିଁ । ବିଭିନ୍ନ!-->…
Read More...
Read More...
ଗଜପତିରେ ନୂତନ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ ସ୍ୱରାଜ୍ୟ ଶୀଶା ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଭାଗ ପକ୍ଷରୁ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି। ପ୍ରକାଶଥାଉକି କିଛିଦିନ ତଳେ ନୂତନ ଭାବେ ଦାୟିତ୍ବ!-->…
Read More...
Read More...
ଭିଜିଲାନ୍ସ କବଜାରେ ସିଡିପିଓ
ଭବାନୀପାଟଣା: ଭିଜିଲାନ୍ସ କବଜାରେ ଜିଲ୍ଲାର ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ । ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ତାଙ୍କ ବାସଭବନରେ ଚଢାଉ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ମେଲରଫା!-->!-->!-->…
Read More...
Read More...
ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, କଣ୍ଟାମାଳବ୍ଳକ ବଡବାହାଲ-କୁନାଶିଲା ରାସ୍ତା
କଣ୍ଟାମାଳ,୨୫/୧୦- ଗ୍ରାମୀଣ ବିକାଶ ପାଇଁ ସରକାରଙ୍କ ପାଖରେ ଯୋଜନାର ଅଭାବ ନାହିଁ ହେଲେ ଆବଶ୍ୟକ ଯୋଜନାର ଅଭାବ ଯୋଗୁଁ ଗ୍ରାମ୍ୟ ରାସ୍ତା ଗୁଡିକ ମରଣଯନ୍ତା ହୋଇ ପଡିରହିଛି । ଏଭଳି ରାସ୍ତାଗୁଡିକୁ ଦେଖିଲେ ମନେ ହୁଏ ସତେଯେମିତି ରାସ୍ତାଟି ମୃତ୍ୟୁର ପରୱାନା ଧରି ଅପେକ୍ଷା କରିଛି, ଟିକିଏ!-->…
Read More...
Read More...
ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବାର୍ଷିକ ସାଧାରଣ ସଭା କୋଭିଡ୍-୧୯ ନିୟମ ଅନୁଯାୟୀ କରିବା ପାଇଁ!-->…
Read More...
Read More...