Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ
ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ଭିତରେ ଯଦି ମମିତାଙ୍କ ପରିବାରକୁ ନ୍ୟାୟ ନ ମିଳେ ଏବଂ ସରକାର ଏକ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନ କରନ୍ତି, ତେବେ ସେହି ଦିନ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ । ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ଏଭଳି ଚେତାବନୀ ଦେଇଛନ୍ତି ।!-->…
Read More...
Read More...
ସତ ହେଲା ଧୋନୀଙ୍କ ଭବିଷ୍ୟତବାଣୀ, କହିଥିଲେ ଏମିତି ହେବ ବୋଲି…
ଦୁବାଇ : ଗତକାଲି ରାତିରେ ଯାହା ଘଟିଲା ତାହାକୁ ଭାରତୀୟ କ୍ରିକେଟ ପ୍ରେମୀ ଶୀଘ୍ର ଭୁଲିବାକୁ ନିଶ୍ଚୟ ଚାହିଁବେ । ଦୀର୍ଘ ୨୯ ବର୍ଷ ପରେ ଭାରତ ଦଳ ବିଶ୍ୱକପରେ ପାକିସ୍ତାନଠାରୁ ହାରିଛି । ଗତକାଲି ମ୍ୟାଚରେ ଭାରତ ପାକିସ୍ତାନଠାରେ ଆତ୍ମସମର୍ପଣ କରିଥିଲା । ଦଳ ୧୦ ଉଇକେଟ ହାରିଥିଲା ଯାହା ଏକ!-->…
Read More...
Read More...
ଜେଲ୍ ଗଲା ଗୋବିନ୍ଦ ସାହୁ
ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲ ଗଲେ ଗୋବିନ୍ଦ ସାହୁ। ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ। ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି।!-->…
Read More...
Read More...
ତିନି ମାଓବାଦୀ ନିହତ
ନୂଆଦିଲ୍ଲୀ: ଆଜି ତିନି ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ ବିଜାପୁର ଓ ତେଲେଙ୍ଗାନା ମୁଳୁଗା ସୀମାରେ ଉଭୟ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ତେବେ ଛତିଶଗଡ ଓ ତେଲେଙ୍ଗାନା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଥିବା!-->…
Read More...
Read More...
ଆବର୍ଜନାରୁ ସବୁଜିମା :ଆବର୍ଜନାରୁ ସଂଗ୍ରହ କରୁଛନ୍ତି ଅମୂଲ୍ୟ ଜୀବନ
ଭୁବନେଶ୍ୱର : ପର୍ଯ୍ୟାବରଣକୁ ସୁସ୍ଥ, ସୁନ୍ଦର ଓ ସବୁଜିମା ରଖିବା ଲାଗି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡରେ ଲାଗିଛି ଶହ ଶହ ପ୍ରଜାତିର ବୃକ୍ଷ । ପ୍ରତ୍ୟେହ ବୃକ୍ଷ ଗୁଡିକରୁ ଫୁଲ, ପତ୍ର, ବିହନ, ଝଡି ତଳେ ପଡିଥାଏ । ସକାଳ ପାହିଲେ ସଫେଇ କର୍ମ·ରୀ ଏହାକୁ ଓଳାଇ ଗଛ ମୂଳରେ ହେଉ ଅଥବା ରାସ୍ତା!-->…
Read More...
Read More...
ରାଜନେତାଙ୍କ ବିରୋଧରେ ମାଳମାଳ ଅଭିଯୋଗ, ତଦନ୍ତ ନିମନ୍ତେ ଦାବି
ଗଞ୍ଜାମ/କୁକୁଡ଼ାଖଣ୍ଡି:ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ଜଣେ ଛତାଦଳିଆ ରାଜନେତା କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ବରପଲ୍ଲୀ ଅଞ୍ଚଳରେ ଏକ ବେଆଇନ ପୋଡାଇଟାଭାଟି ଚଳାଇ ଜିଲ୍ଲା ବାହାରୁ ଏବଂ ଅନ୍ୟରାଜ୍ୟରୁ ଶ୍ରମିକ ଆଣି କମ ମଜୁରୀ ପ୍ରଦାନ!-->…
Read More...
Read More...
ଛାତ୍ରଛାତ୍ରୀ ବୁଲିଲେ ଐତିହ୍ୟସ୍ଥଳୀ
ପୁରୀ: ସହରର ଛାତ୍ରଛାତ୍ରୀମାନେ ବୁଲି ଦେଖିଛନ୍ତି ବିଭିନ୍ନ ଐତିହ୍ୟ ସ୍ଥଳୀ । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବଳଗଣ୍ଠି ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ଐତିହାସିକ ସମ୍ପର୍ଣ୍ଣ ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପିନାଥ, ବାଉଳି ମଠ, ବିଦୁର ମଠ!-->…
Read More...
Read More...
କରୋନା ନେଲା ଆଉ ୩ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଆଉ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କେନ୍ଦୁଝର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୭୬ ଜଣ ଲୋକାଲ୍!-->…
Read More...
Read More...
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଷଷ୍ଠ ପୁରାତନ ଛାତ୍ର ସମ୍ମିଳନୀ
ଗଜପତି,୨୪/୧୦- ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଷଷ୍ଠତମ ପୁରାତନ ଛାତ୍ର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଗୌରହରି ପଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ!-->…
Read More...
Read More...