Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ
ଫୁଲବାଣୀ,୧୮/୧୦- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ମାସିରୀପଡା ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପୁଟକିପଡା ଗାଁର ରିପା ଡିଗଲ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀକୁ ଶୌଚ!-->…
Read More...
Read More...
ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହର ସ୍ଥାନ ଆଡେଣିଗଡର ନାଉନ ଡ଼ଙ୍ଗା ଜଳପ୍ରପାତ
ବୌଦ୍ଧ,୧୮/୧୦- ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବେ ବା କେହି କେହି ଶୁଣିଥିବେ । ଝରଣାର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡେ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ ।!-->…
Read More...
Read More...
ରାଜକୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ
ଭୁବନେଶ୍ୱର,୧୮/୧୦- ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା କୃଷି ଉତ୍ପାଦ କମିଶନର ଭାବେ ପୂର୍ବଭଳି ତାଙ୍କ ଦାୟିତ୍ୱ ସହିତ ଅତିରିକ୍ତ ଭାବେ!-->…
Read More...
Read More...
ଶେଷ ମୁହୂର୍ତ୍ତରେ ବାତିଲ ହେଲା ରେଳରୋକୋ ଆନ୍ଦୋଳନ
ସମ୍ବଲପୁର : ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇଥିଲା । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ!-->…
Read More...
Read More...
ନନ୍ଦନକାନନରୁ ଆସିଲା ଖୁସି ଖବର
ବାରଙ୍ଗ: ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ!-->…
Read More...
Read More...
ମଞ୍ଜୁଦେବୀ ହତ୍ୟା ମାମଲା, ଦେଢମାସ ପରେ ସନ୍ଦେହରେ ଜଣେ ଯୁବକକୁ ହାଜତକୁ ପଠାଇଛି ପୋଲିସ
କଣ୍ଟାବାଞ୍ଜି,୧୮/୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଗତ ନୂଆଁଖାଇଦିନ ଜମିଦାରପଡାରେ ଥିବା ପ୍ରତିଷ୍ଠିତ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀକୁ ଘରେ ପଶି ହତ୍ୟା କରି ଫେରାର ଥିବାବେଳେ, ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରି ପରିଶେଷରେ ସେହିପଡାର!-->…
Read More...
Read More...
ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍ ଡୋଜ୍ ଟିକାକରଣ
ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏକ କୋଟି ଛୁଇଁବ ଡବଲ୍ ଡୋଜ୍ ଟିକାକରଣ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଛନ୍ତି । ଉଭୟ ଡୋଜ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ!-->…
Read More...
Read More...
ବିଜେପି ପାର୍ଟି ଅଫିସରେ ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ଯୋଗଦେଲେ ଅଞ୍ଜଳି ବେହେରା
ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଟାଣୁଆ ବିଜେଡି ନେତ୍ରୀ ଅଞ୍ଜଳି ବେହେରା ଆଜି ବିଜେପିରେ ସାମିଲ ହୋଇଛନ୍ତି ।!-->…
Read More...
Read More...
ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ୨୪ଲକ୍ଷ ଟଙ୍କାର ହାର
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଗତକାଲି ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ଘର ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ରେଡ୍ କରିଥିଲା । ଚଢ଼ାଉ ବେଳେ ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି।!-->…
Read More...
Read More...
ଘରୋଇ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣା; ପୋଲିସ ହେପାଜତରୁ ସ୍କୁଲ ପରିଚାଳନା କମିଟି ସଭାପତି ଚମ୍ପଟ
କଳାହାଣ୍ଡି : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ପୋଲିସ୍ ହେପାଜତ୍ ରୁ ଚମ୍ପଟ ମାରିଲେ ସ୍କୁଲ୍ ପରିଚାଳନା କମିଟି ସଭାପତି । ତାଙ୍କ ନାଁ ଗୋବିନ୍ଦ ସାହୁ ହୋଇଥିବା ସୁଚନା ମିଳିଛି । ପୋଲିସର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା!-->…
Read More...
Read More...