Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ । ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିପାଇଁ ଜିଲ୍ଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋର ଧରିଛି!-->…
Read More...
Read More...
୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହି ଜିଲ୍ଲା ଗୁଡିକ!-->…
Read More...
Read More...
କରୋନା ନେଲା ଆଉ ୫ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି!-->…
Read More...
Read More...
ବରମୁଣ୍ଡାରେ ଅର୍ଥୋ, ସ୍ପାଇନ୍ କେୟାର କ୍ଲିନିକ୍ ଉଦ୍ଘାଟିତ
ଭୁବନେଶ୍ୱର : ରାଜ୍ୟ ରାଜଧାନୀର ବରମୁଣ୍ଡାଠାରେ ଅର୍ଥୋ, ସ୍ପାଇନ୍ କେୟାର ନାମକ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପନ୍ନ କ୍ଲିନିକ୍ ଉଦ୍ଘାଟିତ ହୋଇଯାଇଛି । ଏଠାରେ ଆଣ୍ଠୁ, ଗଣ୍ଠି, ମଜ୍ଜା ଏବଂ ମେରୁଦଣ୍ଡ ସମ୍ପର୍କୀୟ ବିଭିନ୍ନ ରୋଗର ବିଶ୍ୱସ୍ତରୀୟ ଚିକିତ୍ସା ଉପଲବ୍ଧ ହେବ ବୋଲି!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୪୧ ଜଣ ଲୋକାଲ୍!-->…
Read More...
Read More...
ବୌଦ୍ଧ ସହକାରୀ (ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ମହାସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ
ବୌଦ୍ଧ,୧୭/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଜିଲ୍ଲାସ୍ତରୀୟ ସହକାରୀ (ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ ଜିଲ୍ଲା ସଭାପତି ବିରେନ ଦାସିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର!-->…
Read More...
Read More...
ଆଞ୍ଚଳିକ ବିକାଶ ପରିଷଦ ପୁରୁଣାକଟକ ଗଠିତ
ହରଭଙ୍ଗା,୧୭/୧୦- ପୁରୁଣାକଟକ ଅଞ୍ଚଳର ବିକାଶପାଇଁ ସ୍ଥାନୀୟ ଅଂଚଳର ସଚେତନ ନାଗରିକ ମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଭଳି ଏକ ସଂଗଠନ ଆରମ୍ଭ କରାଯାଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର କର୍ମକର୍ତ୍ତା ମନୋନୟନ!-->…
Read More...
Read More...
ପାଣି ମୋଟର ଚୋରକୁ ଗିରଫ କରିବାରେ ସୋନପୁର ପୋଲିସର ସଫଳତା
ସୁବର୍ଣ୍ଣପୁର,୧୭/୧୦- ସୁବର୍ଣ୍ଣପୁର ସଦର ମହକୁମା ପୋଲିସ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି । ଗତ କିଛିଦିନ ହେଲା ସୋନପୁର ସହର ସମେତ ପାଖଆଖ ଗାଁରୁ କ୍ରମାଗତ ଭାବରେ ଲୋକଙ୍କ ଘରୁ ପାଣି ମୋଟର ଚୋରି ହୋଇଥିବା ଅଭିଯୋଗ କରି ବିଭିନ୍ନ ଲୋକ ସୋନପୁର ଥାନାରେ ଏତାଲା କରିଥିଲେ । ଏପରିକି ସହରର!-->…
Read More...
Read More...
ଓଡ଼ିଶା ମୋ ପରିବାର ତରଫରୁ “ସେବା କାର୍ଯ୍ୟକ୍ରମ”
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ଅବସରରେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ "ସେବା କାର୍ଯ୍ୟକ୍ରମ" ପୂର୍ବକ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପଥରବନ୍ଧ ଅଞ୍ଚଳରେ ସଂଯୋଜକ ଡ଼ଃ ପ୍ରକାଶ!-->…
Read More...
Read More...
ସମୁଦ୍ରରୁ ମିଳିଲା ‘ଶ୍ରୀରାମ ଶିଳା’ !
ପୁରୀ: ପୁରୀରେ ସମୁଦ୍ରରୁ ମିଳିଛି ବିରଳ ଭାସମାନ ପଥର। ଏହା ‘ଶ୍ରୀରାମ ଶିଳା’ ବୋଲି କିଛି ବରିଷ୍ଠ ବ୍ୟକ୍ତି ମତ ଦେଇଛନ୍ତି। ଏହା ତ୍ରେତୟା ଯୁଗର ବୋଲି କୁହାଯାଉଛି। ସେତୁବନ୍ଧରେ ଏହି ପ୍ରକାର ଭାସମାନ ପଥର ବ୍ୟବହାର କରାଯାଇଥିଲା। ଗତକାଲି ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ପୁରୀର ଜଣେ!-->…
Read More...
Read More...