Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦିଆସିଲି କାଠିରେ ଟି-୨୦ ବିଶ୍ୱକପ ଟ୍ରଫି
ପୁରୀ : ଆଜିଠାରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱ -କପ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରହିଛି ନାହିଁ ନ ଥିବା ଉତ୍ସହ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆ ଫ୍ୟାନମାନେ ବିଭିନ୍ନ ତରିକାରେ ଚିଅରଅପ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ!-->…
Read More...
Read More...
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଜାରି ହେଲା ନୂଆ ଏସଓପି
ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉଦେ୍ଧଶ୍ୟରେ ପରିବର୍ତ୍ତିତ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନୂଆ ଏସଓପି ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦର୍ଶନ ପାଇଁ ଜାରି ଏସଓପି!-->…
Read More...
Read More...
ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣ ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର : ସାରା ରାଜ୍ୟରେ ଖୋଲିବ ସ୍କୁଲ । ଖାସ୍ କରି ଖୋର୍ଦ୍ଧା ଜିଲ୍ଲା ରେଡ ଜୋନ୍ ରେ ଥିଲେ ମଧ୍ୟ ଏଠାରେ ସ୍କୁଲ ଖୋଲିବ। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ବନ୍ଦ ରହିବ ସ୍କୁଲ । ତେବେ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ ଖେଲିବା ପରେ ଯଦି କିଛି ସମସ୍ୟା ହୁଏ । ତେବେ ସ୍କୁଲ ବନ୍ଦ ହେବ ବୋଲି!-->…
Read More...
Read More...
ଗୁପଚୁପ ଖାଇଲେ ମିଳେ ଏହି ଫାଇଦା
ଗୁପ୍ଚୁପ୍ ଗୋଲଗପ୍ପେ ଅଥବା ପାନୀପୁରୀ ଦେଶର ବିଭିନ୍ନ ପ୍ରିୟ ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକଙ୍କୁ ଗୁପଚୁପ ଖାଇବା ବେଶ ପସନ୍ଦ। ପ୍ରତ୍ୟେକ ଏହାକୁ ବେଶ ଆନନ୍ଦରେ ଖାଇଥାଆନ୍ତି। ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଇଥାଏ। ଏହା ଖାଇବାକୁ ଯେପରି ସ୍ୱାଦିଷ୍ଟ!-->…
Read More...
Read More...
ଚାଇନାର ହାଇପର ସୋନିକ କ୍ଷେପଣାସ୍ତ୍ର ପରୀକ୍ଷା
ବେଜିଂ: ପୃଥିବୀର ଅନେକ ସ୍ଥାନକୁ ପହଞ୍ଚିପାରୁଥିବା ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଚାଇନା ପରୀକ୍ଷା କରିଛି । ଗତ ଅଗଷ୍ଟ ମାସରେ ଏହି ପରୀକ୍ଷା କରାଯାଇଥିଲେ ମଧ୍ୟ ଚାଇନା ତାହାକୁ ଗୁପ୍ତ ରଖିଥିଲା । ସଂପ୍ରତି ଏହି ବିଷୟ ସର୍ବସମ୍ମୁଖକୁ ଆସିଛି । ଜଣାଯାଇଛି ଯେ ଏହି କ୍ଷେପଣାସ୍ତ୍ର କମ୍!-->…
Read More...
Read More...
ଭାରତ-ପାକ୍ ମ୍ୟାଚ ଦିନ ସୋସିଆଲ ମିଡିଆରୁ ଦୂରେଇ ରହିବେ ସାନିଆ
ନୂଆଦିଲ୍ଲୀ : ଆଜିଠାରୁ ଟି -୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏଥି ସହିତ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୪ ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ । ଏହି ମ୍ୟାଚ୍ ଦିନ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।!-->…
Read More...
Read More...
ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ୬ ଘଣ୍ଟିଆ ରେଳରୋକ, ଓଡ଼ିଶାରେ କଂଗ୍ରେସର ସମର୍ଥନ
ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ପ୍ରତିବାଦ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ୧୮ତାରିଖରେ ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମର୍ଥନ କରିଛି। ସକାଳ ୧୦ଟାରୁ!-->…
Read More...
Read More...
କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ୧୧ ମୃତ
ନୂଆଦିଲ୍ଲୀ: କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଇଡୁକି ଏବଂ କୋଟାୟାମ ଜିଲ୍ଲାରେ ଭୂସ୍ଖଳନ ଘଟିଛି । ବର୍ଷା ସମ୍ବନ୍ଧୀୟ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।!-->…
Read More...
Read More...
କବାଟ ତାଡି ୪୦ ଭରି ସୁନା ନେଇଗଲେ ଦୁର୍ବୃତ୍ତ
ଭୁବନେଶ୍ବର: ପୂଜା ଛୁଟିରେ ଚୋରଙ୍କୁ ମିଳିଲା ସୁଯୋଗ । ଲକ୍ଷ୍ମୀସାଗର ଥାନା ଅଞ୍ଚଳର ବଡଧରଣର ଚୋରି । ରାତି ଅଧରେ ଘର କବାଟ ତାଡି ୫୦ ଲକ୍ଷର ଗହଣା ସହ ଲୁଟେରା ଲୁଟିନେଲେ ୪୦ରୁ ୪୫ ହଜାର ଟଙ୍କା । ଲକ୍ଷ୍ମୀସାଗର ଝାରପଡା ବୈରାଗୀ ନଗରର ହରିଷ ଚନ୍ଦ୍ର ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ଅଭିଯୋଗ!-->…
Read More...
Read More...
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍
ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀ ଏବଂ ପ୍ରଦୀପଙ୍କ ଡ୍ରାଇଭର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏକକାଳୀନ ୧୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।!-->…
Read More...
Read More...