Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାରୁଆ ପଞ୍ଚାୟତରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ
ନବରଙ୍ଗପୁର,୫/୧୦- ଜିଲ୍ଳାର ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଆଜି ପାରୁଆ ଅଞ୍ଚଳର ମହିଳା ଓ ପୁରୁଷମାନେ ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି!-->…
Read More...
Read More...
ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍: ମାଡି ବସିଲା STF, ବେପାରୀ ଗିରଫ
ଭୁବନେଶ୍ବର : ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ଭୁବନେଶ୍ବର ଆଇଜି ପାର୍କ ନିକଟରୁ ଅଭିଯୁକ୍ତ ଧରାପଡିଛନ୍ତି । ତାଙ୍କ ନିକଟରୁ ପ୍ରାୟ ଅଧା କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।
ଭୁବନେଶ୍ବର ଆଇଜି ପାର୍କ ନିକଟରେ ଡିଲ୍ ଚାଲିଥିବା ନେଇ କୌଣସି!-->!-->!-->!-->!-->…
Read More...
Read More...
ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ
ଭୁବନେଶ୍ୱର : ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ତେବେ ଗତ ସେପ୍ଟେମ୍ବରରେ ପିପିଲିର!-->…
Read More...
Read More...
ଗଜପତିରେ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ…
ଗୁମ୍ମା : ଗଜପତି ଜିଲ୍ଲାରେ ଗତକାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୁମ୍ମା ବ୍ଲକରେ ଓଡିଶା ସରକାରଙ୍କ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମିଶନ ଶକ୍ତିର ଉପଦେଷ୍ଟା ସୁଶ୍ରୀ ଲୋପମୁଦ୍ରା!-->…
Read More...
Read More...
ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର 500 କେଜିର ରୂପା ଚାଦର
ପୁରୀ : ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର ହେଉଛି ପ୍ରାୟ 500 କେଜିର ରୂପା ଚାଦର । ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଡାସୁରକ୍ଷା ବଳୟ ମଧ୍ୟରେ ଏହି ରୂପାକୁ ସ୍ଥାନାନ୍ତର କରାଯାଉଛି। ତେବେ ଶ୍ରୀମନ୍ଦିର କଳାହାଟ ଦ୍ୱାରରେ!-->…
Read More...
Read More...
ସଂଯୁକ୍ତ କିଷାନ ମୋର୍ଚାର ବିକ୍ଷୋଭ
ପୁରୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ କୃଷକଙ୍କ ଉପରେ ଗାଡିମଡାଇ ହତ୍ୟା ଘଟଣାରେ ବିକ୍ଷୋଭ ପ୍ରଦଶନ କରିଛି ସଂଯୁକ୍ତ କୃଷକ ମୋର୍ଚା। ଦୋଷୀଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ ସହ ଗିରଫ କରିବା, ସୁପ୍ରିମକୋର୍ଟ ତଦାରଖରେ ମାମଲାର ତଦନ୍ତ କରିବା ହରିୟାଣା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଗୃହ!-->…
Read More...
Read More...
ମୁମ୍ବାଇ ଡ୍ରଗ୍ସ ପାର୍ଟି : ଓଡିଶାର ଜଣେ ଗିରଫ
ଭୁବନେଶ୍ୱର : ମୁମ୍ବାଇର ବହୁ ଚର୍ଚ୍ଚିତ ଡ୍ରଗ୍ସ ପାର୍ଟିରେ ଜଣେ ଓଡ଼ିଆ ବି ଥିଲେ । ତାଙ୍କୁ ଆଜି ଏନସିବି ଗିରଫ କରିଛି । ଫଳରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୧ରେ ପହଁଚିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋରଧରିଛି । ଓଡିଶାରୁ ଗିରଫ ହୋଇଥିବା!-->…
Read More...
Read More...
୨୧୬ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର
ଭୁବନେଶ୍ଵର : ଏଣିକି ଓଡ଼ିଶା ପୋଲିସର ୨୧୬ ଫାଣ୍ଡି ଦାୟିତ୍ଵରେ ରହିବେ ସବ୍ ଇନ୍ସପେକ୍ଟର। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହୁଥିଲେ।
ଏଥିପାଇଁ କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି!-->!-->!-->…
Read More...
Read More...
ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୫ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୮ ଜଣ ଲୋକାଲ୍!-->…
Read More...
Read More...