Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହାତୀର ମୃତଦେହ ଠାବ
କଟକ : କଟକ ଯୋବ୍ରା ବ୍ୟାରେଜ୍ରେ ଏକ ହାତୀର ମୃତଦେହକୁ ଆଜି ଠାବ କରାଯାଇଛି। ଯୋବ୍ରା ବ୍ୟାରେଜ୍ର ଗୋଟିଏ ଗେଟ୍ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି। ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।!-->…
Read More...
Read More...
ବାତ୍ୟା ଗୁଲାବ ପାଇଁ ୨୪ଟି ଟ୍ରେନ୍ ବାତିଲ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ୨୪ଟି ଟ୍ରେନ୍କୁ ବାତିଲ୍ କରାଯାଇଛି । ଆଜି (୨୬) ତାରିଖରେ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା ଭୁବନେଶ୍ବର-ବେଙ୍ଗାଲୁରୁ ପ୍ରଶାନ୍ତି ଟ୍ରେନ୍(୦୮୪୬୩), ଭୁବନେଶ୍ବର-ଯଶବନ୍ତପୁର!-->…
Read More...
Read More...
ବାତ୍ୟା ପାଇଁ ୨ ଦିନ ଟିକାକରଣ ବନ୍ଦ
ଭୁବନେଶ୍ବର: ବାତ୍ୟାର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଧିରେ ଧିରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି । ଏନେଇ ରାଜଧାନୀରେଟିକାକରଣ ଦୁଇ ଦିନ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି!-->…
Read More...
Read More...
ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’
ଭୁବନେଶ୍ବର: ବଙ୍ଗୋପ ସାଗରରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ । ଆଜି ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ!-->…
Read More...
Read More...
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଦାରିଙ୍ଗବାଡି ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା
ଦାରିଙ୍ଗବାଡ଼ି : ହାତୀକୁ ଉଦ୍ଧାର ସମୟରେ ଏକ ଅଭାବନୀୟ ପରିସ୍ଥିତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡି ବ୍ଳକ ସାମ୍ବାଦିକ ସଂଘ (ପ୍ରେସ କ୍ଲବ) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ!-->…
Read More...
Read More...
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ରାଲି
ଦଶପଲ୍ଲା : ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ସାରା ଓଡିଶାରେ ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ସଂଘ ତରଫରୁ ଦଶପଲ୍ଲା ବସ ଷ୍ଟାଣ୍ଡଠାରୁ ମହାବୀର ମନ୍ଦିର ଯାଏଁ ଅରିନ୍ଦମଙ୍କ ବିୟୋଗ ରେ ତାଙ୍କର ଅମର!-->…
Read More...
Read More...
ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଜୟନ୍ତୀ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରେସିଡେନ୍ସିଠାରେ ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଏକ ଶହ ଛଅ ତମ ଜୟନ୍ତୀ ପାଳିତ ହୋଇଯାଇଛି । ବୀରମହାରାଜପୁର ମଣ୍ଡଳ ବିଜେପି ସଭାପତି ହରିହର ପାତ୍ରଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ
ପୁରୀ: ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା!-->…
Read More...
Read More...
ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ
ପୁରୀ,୨୫/୯- ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ବିଜେଡ଼ି ଗଡ଼କୁ ବିଜେଡ଼ି ହାତରୁ ଛଡାଇବା ଲାଗି ପିପିଲିରେ ମାରାଥନ ପ୍ରଚାର କରି ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପିପିଲି ଉତରା ଛକ ଠାରୁ ବିଜେପି ରାଲି ବାହାରି ପୁବା,ଗୋବିନ୍ଦପୁର, ଜଗନ୍ନାଥ!-->…
Read More...
Read More...
ପୁରୀ ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା
ପୁରୀ,୨୫/୯-ପୁରୀ ଗସ୍ତରେ ଆସି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି. ରମନ୍ନା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରଧାନ ବିଚାରପତି ଶ୍ରୀମନ୍ଦିର ସିଂହ ଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି, କୌଳିକ ପଣ୍ଡା ସିଂହଦ୍ୱାରରେ ସ୍ୱାଗତ କରିଥିଲେ ।!-->…
Read More...
Read More...