Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡାରେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି
ବାଲିଗୁଡ଼ା,୨୫/୯ - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଙ୍ଗତ ନିର୍ଭିକ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ୍!-->…
Read More...
Read More...
ଭାରତ ବନ୍ଦକୁ ସମର୍ଥନ ଦେବ ଜିଲ୍ଲା କଂଗ୍ରେସ
ନବରଙ୍ଗପୁର,୨୫/୯- ଆସନ୍ତା ୨୭ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ସଂଯୁକ୍ତ କୃଷକ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେବା ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ନିର୍ଣ୍ଣୟ ନେଇଛି । କେନ୍ଦ୍ର ସରକାରଙ୍କ କଳା କୃଷି!-->…
Read More...
Read More...
କିଆକଟା ଆଞ୍ଚଳିକ ସେବା ସଂସଦର ସହାୟତାରେ ହଜିଲା ପୁଅକୁ ଫେରିପାଇଲେ ପରିବାର
କିଆକଟା : ଆସାମ ରାଜ୍ୟର ଉଦୟ ଜିଲ୍ଲାର ବିକ୍ରମ ଉଦ୍ଦିମ ଗତ କିଛି ମାସ ତଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବିକ୍ରମର ସନ୍ଧାନ ପାଇଁ ସୋସିଆଲ ମିଡିଆର ସାହାରା ନେଇଥିଲେ । ପରେ ଏହି ଖବର କିଆକଟା ଆଞ୍ଚଳିକ ସେବା ସଂସଦ ନିକଟରେ ପହଞ୍ଚିଥିଲା । ସେବ ସଂସଦର ସମସ୍ତ ସଦସ୍ୟମାନେ ତାଙ୍କୁ!-->…
Read More...
Read More...
ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ‘ଗୁଲାବ’; ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ଆସନ୍ତା!-->…
Read More...
Read More...
ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଓଡ୍ରାଫ୍ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ଅଣ୍ଡରୱାଟର୍ ଡ୍ରାଇଭର୍ ସୀତାରାମ!-->…
Read More...
Read More...
ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗ; ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଣ୍ଡଳିଠାରେ ଗତକାଲିର ହାତୀ ଅପରେସନ ବେଳେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼୍ରାଫ୍ ଟିମର ଜଣେ ବୁଡାଳି ଏବେ ବି ନିଖୋଜ ଅଛନ୍ତି । ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏହି ମାମଲାରେ ସାମ୍ବାଦିକ!-->…
Read More...
Read More...
ଫୁଲବାଣୀ ପ୍ରେସକ୍ଲବ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଫୁଲବାଣୀ ପ୍ରେସକ୍ଲବ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲାl ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠୀତ ବୈଠକରେ ପୂର୍ବରୁ ଥିବା ଜର୍ଣ୍ଣାଲିଷ୍ଟ ସାମ୍ବାଦିକ କଲ୍ୟାଣ ପାଣ୍ଠି ସବ୍ କମିଟିକୁ ଭଙ୍ଗାଯାଇ ଏହାକୁ କ୍ରିୟାଶୀଳ କରିବା ପାଇଁ ନୂତନ ସଦସ୍ୟ!-->…
Read More...
Read More...
ସାମ୍ବାଦିକ ଅରିନ୍ଦମ ମୃତ୍ୟୁରେ କବ୍ଚା ପକ୍ଷରୁ ଶୋକ
କଣ୍ଟାମାଳ,୨୫/୯- ଗତକାଲି ଗଜ ଉଦ୍ଧାର ସମୟରେ ଏକ ଅଭାବନୀୟ ପରିସ୍ଥିତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ କଣ୍ଟାମାଳବ୍ଳକ ସାମ୍ବାଦିକ ସଂଘ (କବ୍ଚା) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ସଂଘର ଉପ!-->…
Read More...
Read More...
ବୌଦ୍ଧଜିଲ୍ଲା ପ୍ରେସ କ୍ଲବ ତରଫରୁ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ,୨୫/୦୯- ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ‘ଓଟିଭି’ ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟରେ କ୍ଳବର ସଭାପତି ବରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
Read More...
Read More...
ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୨୫/୯:- ବୌଦ୍ଧବ୍ଲକ ସିଆରସିସି ମାନଙ୍କର ସେପ୍ଟେମ୍ବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଡ.!-->…
Read More...
Read More...