Browsing Category

ରାଜ୍ୟ

୭୭ ବର୍ଷରେ ବି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ,ପାଇଲିପଡା ଗ୍ରାମ ଉସ୍ତପଲି ସାହିର ଏଭଳି ଏକଘଟଣା ନଜରକୁ ଆସିଛି । ସେହି ଗ୍ରାମର ମହରଗ ମହାନ୍ତି ନାମକ ଜଣେ ବୃଦ୍ଧ ୭୭ବର୍ଷ ଅତିକ୍ରମ କରିବାକୁ ଗଲାଣି କିନ୍ତୁ ସରକାରଙ୍କ ନଜର ପଡିନି ତାଙ୍କରି ଉପରେ । ଯୋଜନା ମାଳମାଳ ହେଲେ ବୃଦ୍ଧଙ୍କ
Read More...

କନ୍ଧମାଳରେ ଗୁଳି ଫୁଟିଲା : ଘରେ ପଶି ଗୁଳି କରି ବ୍ୟବସାୟୀକୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ଗ୍ରାମରେ ଗୁରୁବାର ରାତି ୮ଟା ସମୟରେ ନବଘନ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରେ ପଶି ଗୁଳି କରି ହତ୍ୟା ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଡ଼ିଶା ଘରେ ରହୁଥିବା ଭୀମ ବେହେରା ନାମକ ଜଣେ ଯୁବକ ହଠାତ ଘର
Read More...

ବୀରମହାରାଜପୁର ଅଞ୍ଚଳରେ ଦେହ ବେପାର:୨ ଦେହଜିବୀଙ୍କ ସହ ୨ ଯୁବକ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଂଚଳରେ ସେକ୍ସ ରାକେଟ ଠାବ । ଦେହ ବ୍ୟବସାୟରେ ସଂପୃକ୍ତ ଦୁଇ ଦେହଜିବୀଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ବୀରମହାରାଜପୁର ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବୀରମହାରାଜପୁର ଛକରୁ ୨ ଜଣ ଯୁବତୀଙ୍କ ସହ ୨ ଜଣ
Read More...

କମିଲା ପାଣି, ବଢିଲା ଲୋକଙ୍କ ଦୁର୍ଦ୍ଦଶା :ପୋଲ ଅବସ୍ଥା ଶୋଚନୀୟ

ବୌଦ୍ଧ/ଜହ୍ନ ।ପଙ୍କ,୧୬/୦୯ - ଗତ ଲଘୁଚାପ ବର୍ଷା ଯୋଗୁଁ ଜହ୍ନ ।ପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତାର ଦାମୋଦରପୁର ନିକଟରେ ଥିବା ଜ ।ମ୍ବୁନାଳରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ପୋଲ ଉପରେ ୫ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିଲା । ଦୀର୍ଘ ୩୬ ଘଣ୍ଟା ମୁଣ୍ଡାପଡା ପଂଚାୟତର ଖମାରିପଡା,
Read More...

ବ୍ଲକ କାର୍ଯ୍ୟାଳୟ ପରିସରରେ ଲୋକପ୍ରତିନିଧିଙ୍କ ଆମରଣ ଅନଶନ ପ୍ରତିବାଦ

ଦାରିଙ୍ଗବାଡି,୧୬/୯: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ଜି ଉଦୟଗିରି ବିଧାୟକ ଦାରିଙ୍ଗବାଡିରେ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ସେଠାରେ ବେଆଇନ ଗୃହ ନିର୍ମାଣ କରୁଥିବା ଇତ୍ୟାଦି ୫ଦଫା ଦାବି ନେଇ
Read More...

ବିଦ୍ୟୁତ ସେବା ନେଇ ତାତିଲେ ଉପଭୋକ୍ତା: ରାଜ ରାସ୍ତାରେ କଲେ ସଭା

କଣ୍ଟାମାଳ,୧୬/୯ - ବିଦ୍ୟୁତ ଭଳି ସେବାରେ ଅତିଷ୍ଠ କଣ୍ଟାମାଳବ୍ଲକ ପଲସାଗୋରା ଅଞ୍ଚଳର ଉପଭୋକ୍ତା ଆଜି ସନ୍ଧ୍ୟାରେ ଏକତ୍ରିତ ହୋଇ ଏହାରି ପ୍ରତିକାର ପାଇଁ ଏକ ଉପଭୋକ୍ତା ମେଳି ସଭା ପଲସାଗୋରା-ଦପଲା ରାସ୍ତାରେ କରିଥିବା ଦେଖିବାକୁ ମିଳିଛି । ଗତ କିଛି ମାସ ହେଲା କଣ୍ଟାମାବ୍ଲକରେ ନିୟମିତଭାବେ
Read More...

ଶନିବାର ରାତିରେ ବନ୍ୟା !

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦରୁ ୫.୨୦ ଲକ୍ଷ କୁ୍ୟସେକ ଜଳ ପଶୁଛି ଓ ୪.୮୦ ଲକ୍ଷ ବାହାରୁଛି । ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ
Read More...

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଉଛନ୍ତି । ଯେଉଁମାନେ ଦୁର୍ନୀତି ଅଭିଯୋଗରେ ଧରାପଡ଼ୁଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଉଛନ୍ତି । ତେବେ ଏହା ସତ୍ତ୍ୱେ ବି ଦୁର୍ନୀତି ହଟୁନି । ଏପରିକି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଲାଞ୍ଚ
Read More...

ସୀମା ବିବାଦ ପ୍ରସଙ୍ଗରେ ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସୀମାନ୍ତ ମାଣିକପାଟଣା ଗାଁରେ ଆନ୍ଧ୍ରର ଦାଦାଗିରି ପରେ ଓଡ଼ିଶା ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ବିଜେପି । ଆଜି ଗଜପତି ଜିଲ୍ଲା ବିଜେପି କାର୍ଯ୍ୟଳୟରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶା
Read More...

୫୦୦ କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ ୨ ଅଟକ

ଗଞ୍ଜାମ /କୋଦଳା :ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମର ଏକ ଘରୁ ୫୦୦କେଜିରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କଲା କୋଦଳା ପୋଲିସ୍‌ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ୍‌ । ଘଟଣାସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ
Read More...