Browsing Category

ରାଜ୍ୟ

ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ବୈଠକ, ନୂତନ କର୍ମକର୍ତ୍ତା ଚୟନ: ଶିତିକଣ୍ଠ ସଭାପତି ଓ ଜୀତେନ୍ଦ୍ରୀୟ ସଂପାଦକ ଘୋଷିତ

କଣ୍ଟାମାଳ,୨୩/୭- ବୌଦ୍ଧଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକମାନେ ସେମାନଙ୍କ
Read More...

ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ: ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତି, ଭାଗବତ ମେହେର ସଂପାଦକ

ବୌଦ୍ଧ,୨୩/୭ - ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ଓଜେୟୁ ବୌଦ୍ଧଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଇସ୍ତଫାପରେ ସାଙ୍ଗଠାନିକ କର୍ମକର୍ତ୍ତା ପୁନଃ ଚୟନ କରାଯାଇଛି । ସୁକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ
Read More...

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ଶିକ୍ଷକ ସଂଘର ଦୃଢ଼ ନିନ୍ଦା

ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଅଏଲାସାରି ଗ୍ରାମର ଶିକ୍ଷକ ଉକାଲୁ ସା ବଲାଙ୍ଗୀରରୁ ନିଜ ଗାଁକୁ ଫେରୁଥିବା ବେଳେ କେତେ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ଲୁହା ଛଡରେ ତାଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କାପଇସା ଲୁଟି ନେଇ ତାଙ୍କର ହାତ ,ଗୋଡ଼ ଭାଙ୍ଗି ଦେଇଛନ୍ତି
Read More...

ବୌଦ୍ଧଜିଲ୍ଲା: ଆଜି ୭ସଂକ୍ରମିତ ଚିହ୍ନଟ, ବୌଦ୍ଧସହର ଆକ୍ରାନ୍ତ ଶୂନ୍ୟ

ବୌଦ୍ଧ,୨୩/୭: ଗତକାଲି ଜିଲ୍ଲାରେ ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୭ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧସହର
Read More...

ସମ୍ବଳ ଅନୁଷ୍ଠାନ ତରଫରୁ ଦୁଇଟି ଅସହାୟ ଶବସତ୍କାର

ସମ୍ବଲପୁର, ୨୩/୭- ଅସହାୟ ଓ ଅଜଣା ଅଚିହ୍ନା ଶବ୍ଦଗୁଡ଼ିକର ଶ୍ରଦ୍ଧା ସହିତ ଦାହ ସଂସ୍କାର ଦିଗରେ ସ୍ଥାନୀୟ ସକ୍ରିୟ ସାମାଜିକ ଅନୁଷ୍ଠାନ "ସମ୍ବଳ’ ଦ୍ୱାରା ଗତକାଲି ଦୁଇଟି ଶବସତ୍କାର କରାଯାଇଛି । ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ଅଜଣା ଅଚିହ୍ନା ବ୍ୟକ୍ତିର ମୃତ୍ୟୁପରେ
Read More...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ତୁରିକେଲା ବ୍ଲକ ଜିପିଓ

କଣ୍ଟାବାଞ୍ଜି,୨୩/୭- ଭିଜିଲାନ୍ସ ଜାଲରେ ତୁରିକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରାପଡିଛନ୍ତି । ହୋଇଥିବା ଅଭିଯୋଗ ଅନୁଯାୟୀ ଭିଜିଲାନ୍ସ୍ସ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଟିମ ମିଶି ଏକକାଳୀନ ପାଞ୍ଚୋଟି ଜାଗାରେ ଚଢଉ କରିଥିବା ଜଣାପଡିଛି
Read More...

ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଜ କାର୍ଯ୍ୟାଳୟରେ ଡିଏଫଓ ସଂଗ୍ରାମ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ୨ ଆହତ

ଦିଗପହଣ୍ଡି :ଦିଗପହଣ୍ଡି ଥାନା ଚାମୁଣ୍ଡେଶ୍ୱରୀ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗତକାଲି ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଚିକିଟି ବ୍ଲକ କେ.ନୂଆଗାଁ ଅନ୍ତର୍ଗତ ବି.
Read More...

ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ପାଇଖାନା ଟାଙ୍କିରେ ଫସି ୩ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଗୋପାଳପୁର ଥାନା ବିକ୍ରମପୁର ଗ୍ରାମରେ ଘଟିଛି ଅଭାନୀୟ ଘଟଣା । ସନ୍ଧ୍ୟାରେ ପି ସିଦେ୍ଧଶ୍ୱର ରେଡ୍ଡିଙ୍କ ଘର କାମ ଚାଲିଥିବା ବେଳେ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରୁଥିଲେ ମିସ୍ତ୍ରୀ ଏମ.ସଦାନନ୍ଦ ରେଡ୍ଡି ।
Read More...

ଦୁର୍ଘଟଣାରେ ଆହତ ଯୁବକଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଗ୍ରାମ ପଞ୍ଚ଼ାୟତ ହଟୁଆପଡା ଗ୍ରାମର ମନୋଜ ମହାକୁଡ଼(୨୮) ବାଇକ ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିଲେ । ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଏବେ ଅଧିକ ଟଙ୍କା ଦରକାର ପଡୁଛି । ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାହା ସେମାନେ
Read More...