Browsing Category

ରାଜ୍ୟ

ବୌଦ୍ଧଜିଲ୍ଲା: ଖସୁଛି ସଂକ୍ରମଣ, ଆଜି ୯ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୯/୭: ଦୁଇଦିନ ହେଲାଣି ବୌଦ୍ଧଜିଲ୍ଲାରେ ସଂକ୍ରମଣ ଖସି ଏକକ ସଂଖ୍ୟାରେ ରହିଛି । ଆଜି ଜିଲ୍ଲାରୁୁ ୯ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ
Read More...

ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଆଳୁ ବଣ୍ଟନ

ଦାରିଙ୍ଗବାଡି,୯/୭: ଦାରିଙ୍ଗବାଡି ଉଦ୍ୟାନ ବିଭାଗ ପକ୍ଷରୁ ଉଦ୍ୟାନ ବିଭାଗ ପରିସର ମଧ୍ୟରେ ଦାରିଙ୍ଗବାଡି ଅଂଚଳର ଚାଷୀମାନଙ୍କୁ ବିହନ ଆଳୁ ବଣ୍ଟନ କରାଯାଇଛି । ଦାରିଙ୍ଗବାଡି ବ୍ଲକ ଅଂଚଳ ଚାଷୀ ମାନଙ୍କୁ ୭୦ ହେକ୍ଟର ଚାଷ କରିବା ନିମନ୍ତେ ୧ ହଜାର ୫୦ କ୍ୱିଣ୍ଟାଲ ବିହନ ଆଳୁ ଦିଆଯିବାର ଲକ୍ଷ୍ୟ
Read More...

ବାଳିକା ଏନସିସି ବାଟାଲିୟନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ,୯/୭: ରାୟଗଡର ୨ (ଓ) ବାଳିକା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ବାଟାଲିୟନର କମାଣ୍ଡିଂ ଅଧିକାରୀ ଏବଂ ଷ୍ଟାଫ୍‌ଙ୍କ ଉପସ୍ଥିତିରେ ସହରସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ଉଚ୍ଚ଼ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସର ଆଦି ୩ଟି
Read More...

ଗଣିଆଁରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟ ଗଣିଆଁ ପରିସରରେ ଆଜି ଅପରାହ୍ନରେ ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଣିଆ ବ୍ଲକରେ ଚଳିତବର୍ଷ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର
Read More...

ଆଇନଜୀବୀମାନେ ନେଲେ ୨ୟ ଡୋଜ୍‌ ଟିକା

ବ୍ରହ୍ମପୁର : କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବହୁ ଆଇନଜୀବୀ ସଂକ୍ରମିତ ହୋଇଥିଲେ ହୋଇ କିଛି ଆଇନଜୀବୀଙ୍କ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେଣୁ ଆଇନଜୀବୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁବିଧାରେ ଟିକାକରଣ ବ୍ୟବସ୍ଥା କରିବାକୁ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ
Read More...

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌ : ଆଉ ୬୧ ଜୀବନ ନେଲା କରୋନା

ଭୁବନେଶ୍ୱର ୦୯ ।୦୭ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୦୬ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବିରୋଧରେ ପ୍ରତିବାଦକରି ବିଜେପି ପକ୍ଷରୁ ବ୍ଳକ ଘେରାଉ

ପାଟଣାଗଡ,୮/୭- ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନ ରେ ଅନିୟମିତତା ହୋଇଛି ।ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ବେଲପଡା ବ୍ଳକ ଘେରାଉ କରାଯାଇଥିଲା । ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ
Read More...

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ରଥଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ଭୁବନେଶ୍ୱର,୮/୭- ଚଳିତବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣାଯାଇଛି ।
Read More...

ଓଡିଶାର ଅଲମ୍ପିୟାନଙ୍କ ସହିତ କଥା ହୋଇ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ : ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର…

ଭୁବନେଶ୍ୱର,୮/୭- ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍‌ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତିକୁ ବିରୋଧ କରି ଭାଜପାର କଣ୍ଟାମାଳ ବ୍ଲକ ଘେରାଉ: ଟଙ୍କା…

କଣ୍ଟାମାଳ,୮/୭ -ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଦାବୀରେ ଗୁରୁବାର ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡଃ.
Read More...