Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ : ଶ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୭ ବର୍ଷ ମଧ୍ୟରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜୋରଦାର ଉଦ୍ୟମ!-->…
Read More...
Read More...
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି,୮/୭- ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କ ତତ୍ତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ୨୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛର!-->…
Read More...
Read More...
ବିଦ୍ୟୁତ କରେଣ୍ଟ୍ ଲାଗି ମା ଓ ପୁଅ ମୃତ
ରେଢାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ ବିଦ୍ୟୁତ କରେଣ୍ଟ୍ ଲାଗି ମା ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମା ହେଲେ ଯଶୋଦା ସାହୁ(୬୫) ଓ ପୁଅ ସୁଶାନ୍ତ ସାହୁ(୩୦) ବୋଲି ଜଣାପଡିଛି ।!-->…
Read More...
Read More...
ଯାତ୍ରୀ ଅଭାବରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ହେବା ଆଶଙ୍କା
ସମ୍ବଲପୁର, ୮/୭- ରାଜ୍ୟର ପଶ୍ଚିମାଞ୍ଚଳରେ କରୋନା ସ୍ଥିତିରେ ଉନ୍ନତି ଯୋଗୁଁ ରାଜ୍ୟ ସରକାର ଏହି ଗ୍ରୀନଜୋନ ଅଞ୍ଚଳରେ ଘରୋଇ ବସ ଚଳାଚଳ ପାଇଁ ଜୁଲାଇ ୧ ତାରିଖରୁ ଅନୁମତି ଦେଇଛନ୍ତି । ସମଗ୍ର ପଶ୍ଚିମାଞ୍ଚଳର ସବୁଠାରୁ ବଡ଼ ସମ୍ବଲପୁର ବସଷ୍ଟାଣ୍ଡରୁ ଏପର୍ଯ୍ୟନ୍ତ ମାତ୍ର ୫୨ଟି ବସ ଚଳାଚଳ ଆରମ୍ଭ!-->…
Read More...
Read More...
ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୮/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପ୍ରତିଷ୍ଠାତା!-->…
Read More...
Read More...
ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
ବୌଦ୍ଧ,୮/୭- ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ହରଭଙ୍ଗା ବି.ଇ.ଓ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ!-->…
Read More...
Read More...
ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ
ସମ୍ବଲପୁର, ୮/୭- ବିଗତ କିଛି ଦିନ ମଧ୍ୟରେ ଉପର ମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସ୍ଥାନୀୟ ଜନସାଧାରଣଙ୍କ ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ମନରେ ଆଶ୍ୱସ୍ତି ଆଣିଛି । ବିଗତ ସପ୍ତାହର ସ୍ଥିତି ଅନୁସାରେ ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର!-->…
Read More...
Read More...
ନିର୍ମାଣର ତିନିମାସ ପରେ ରାସ୍ତା ଦବିଲା, ପ୍ରତିବାଦରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
ବୌଦ୍ଧ/ବାଉଁଶୁଣୀ,୮/୭- ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ଜମଟାଙ୍ଗୀ ନିକଟ ଗୁଦୁଗୁଦା ନାଳର ସେତୁ କାମ ଗତ ତିନିମାସ ପୂର୍ବରୁ ସଂପୂର୍ଣ୍ଣ ହୋଇଛି । ତେବେ ସେତୁର ଆପ୍ରୋଚ ରାସ୍ତା ଦବିଯାଇ ଅନେକ ଦୁର୍ଘଟଣା ଘଟୁଥିବାରୁ ପ୍ରତିବାଦରେ ସ୍ଥାନୀୟ ପୁରୁମୁଣ୍ଡା,!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା କିଟ୍ ପ୍ରଦାନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟ ପରିସରରେ ଶାନ୍ତିମୈତ୍ରୀ ଓ ଗୁଞ୍ଜ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗ ଧାଡ଼ିର କରୋନା ଯୋଦ୍ଧା ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ କରୋନା କିଟ୍ ପ୍ରଧାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ୪୯ଜଣ ସଫେଇ କର୍ମଚାରୀ ଓ!-->…
Read More...
Read More...