Browsing Category

ରାଜ୍ୟ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା

ଟିଟିଲାଗଡ,୮/୭ - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଦରଦାମ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ଓ ଧାନର ଏମଏସପି ୨୯୩୦ଟଙ୍କା ବଢେଇବା ଦାବିରେ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଟିଟିଲାଗଡ଼ କଂଗ୍ରେସ କମିଟି
Read More...

ବିଜେପିର ମନ୍ତ୍ରୀ ରଣନୀତି, ବିଜେଡିକୁ ରୋକିବାରେ କେତେ ସଫଳ ହେବ ?

ଭୁବନେଶ୍ୱର : କ୍ଷମତାକୁ ଆସିବା ପୂର୍ବରୁ ବିଜେପି ପୂର୍ବୋଦୟର ବିକାଶ ନାରା ଦେଇଥିଲା । ଯାହା ଏବେ ମଧ୍ୟ ଜାରି ରଖିଛି ବିଜେପି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସର ଦ୍ୱିତୀୟ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରରେ ପୂରଣ କରିଥିବା ବେଳେ ଗତକାଲି ଏହାର
Read More...

ବନ ମହୋତ୍ସବ ସପ୍ତାହ ପାଳନ ହେଲା ଶେଷ : ରାୟଗଡ ବନାଞ୍ଚଳରେ ରୋପଣ ହେଲା ୨୦୨୦ଟି ଚାରା

ରାୟଗଡ : ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଚଳିତ ବର୍ଷ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଚଳିତ ମାସ ଜୁଲାଇ ୧ତାରିଖ ଠାରୁ ଆଜି ୭ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଛି । ‘ପରିବେଶ ସୁରକ୍ଷା’ର ବିଷୟବସ୍ତୁ ନେଇ ୭୨ତମ ବନ ମହୋତ୍ସବ
Read More...

ରାୟଗଡ ଜିଲ୍ଳା ମନରେଗା ଲୋକପାଳ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ

ରାୟଗଡ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଶୁଣାଣୀ ଓ ତାର ସମାଧାନ ନିମନ୍ତେ ଲୋକପାଳ ଭାବେ ରାୟଗଡର ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଆଜି ବୁଧବାର ଠାରୁ ପଞ୍ଚ଼ାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ
Read More...

ବଲାଙ୍ଗୀରରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର : କିଛି ମାସର ନିରବତା ପରେ ଆଜି ପୁଣି ବଲାଙ୍ଗୀର ସହରରେ ଭିଜିଲାନ୍ସ ରେଡ୍ କରିଛି । ଖବର ଅନୁସାରେ ଓଡିଶା ଷ୍ଟେଟ୍ ଓରହାଉସ୍ କର୍ପୋରେସନ୍ ଅବସର ପ୍ରାପ୍ତ ପୂର୍ବତନ ଭାରାପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ପେଲେସଲାଇନ୍ ସ୍ଥିତ ବାସଭବନ ସହ ଘଣ୍ଟବାହାଲି,ସୋନପୁର ଆଦି 4ଟି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି :ବିଜେପି ପକ୍ଷରୁ ବ୍ଲକ ଘେରାଉ

ପାରଳାଖେମୁଣ୍ଡି : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତାହାର ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଘେରାଉ କରାଯାଇଛି ।ଗୁମା
Read More...

ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ଦର ବୃଦ୍ଧି ପ୍ରତିବାଦରେ ଧାରଣା

ରାଇକିଆ : ସାରା ରାଜ୍ୟ କରୋନା ମହାମାରୀ ସହିତ ଲଢ଼ୁଛି । ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ଲଢେଇ କରୁଥିବା ବେଳେ ବହୁ ଲୋକ ଜୀବିକା ହରାଇ ସାରିଛନ୍ତି । ଲୋକଙ୍କର ରୋଜଗାର ପନ୍ଥା କିଛି ନାହିଁ । ଏହିଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅତି ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରେ
Read More...

ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ

ବଡ଼ଗଡ଼ :ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଗ୍ରାମରେ ବଡ଼ଗଡ଼ ଆଞ୍ଚଳିକ ବନାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ଚାରା ବଣ୍ଟନ କେନ୍ଦ୍ର ଉଘାଟିତ ହୋଇଯାଇଛି । ଆଞ୍ଚଳିକ ବନ ଅଧିକାରୀ ନରସିଂହ ବେହେରା ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀଙ୍କ ସହଯୋଗରେ ଏହି ଚାରା ବଣ୍ଟନ କେନ୍ଦ୍ର ସ୍ଥାନୀୟ ବଡ଼ଗଡ଼ ଥାନା
Read More...

ଆଉ ୫୯ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୫୪୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...