Browsing Category

ରାଜ୍ୟ

ଅଇଁଠାପାଲି ଛକର ସ୍ଥାୟୀ ମରାମତି ପାଇଁ ଦାବିପତ୍ର

ସମ୍ବଲପୁର, ୭/୭- ସମ୍ବଲପୁର ନଗରର ପ୍ରବେଶ ପଥ ରୂପେ ପରିଚିତ ଅଇଁଠାପାଲି ଛକର ବର୍ତ୍ତମାନ ଦୟନୀୟ ସ୍ଥିତିକୁ ନେଇ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ମାଁ ଲିମସରିଏନ ଯୁବ ସଚେତନ ସଂଘ ପକ୍ଷରୁ ଏକ ଯୁବଗୋଷ୍ଠୀ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ଭାରତର
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଶ୍ୱିନୀ ବୈଷ୍ଣବ, ଆଜି ସନ୍ଧ୍ୟାରେ ୪୩ ନୂଆମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର,୭/୭- ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ୭ ଲୋକକଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ
Read More...

ବୌଦ୍ଧରେ ଗଭୀର ନଳକୂପ ଯୋଜନା ଦିଗହରା: ପମ୍ପ ଲାଗିନି, ବିଦ୍ୟୁତ ସଂଯୋଗ ନାହିଁ କିନ୍ତୁ ବିଲ୍‌ ଆସିଥିବା ଅଭିଯୋଗ

ବୌଦ୍ଧ/ଜହ୍ନାପଙ୍କ,୭/୭- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତର ସଦର ଗାଁ ଓ କାଶଲପୁର ଗ୍ରାମରେ ଚାଷୀଙ୍କ ପାଇଁ ଖୋଳା ଯାଇଥିବା ଗଭୀର ନଳକୂପ ଯୋଜନା ଦିଗହରା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦୁଇ ଗାଁ ରେ ଜଳସେଚନର ବିଶେଷ ସୁବିଧା ନଥିବାରୁ ୨୦୧୫ ମସିହାରେ
Read More...

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ : ୨ ଗିରଫ ଓ ୩ ଫେରାର

ସମ୍ବଲପୁର, ୭/୭ - ସ୍ଥାନୀୟ ଅଇଁଠାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ାଉ ଫଳରେ ଏହା ପଣ୍ଡ ହୋଇଛି । ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ରାତି ପ୍ରାୟ ୨ଟା ବେଳେ ସ୍ଥାନୀୟ ସିଂପାଲି ଗାଁ ପଡିଆରେ କିଛି ଯୁବକଙ୍କୁ ସନ୍ଦିଗ୍ଧ
Read More...

ଅସନ୍ତୁଳିତ ଜନସଂଖ୍ୟା ରୋକିବାକୁ ଆନ୍ଦୋଳନକୁ ଓହ୍ଲାଇବ ଜେଏସ୍‌ଏଫ

ଭୁବନେଶ୍ୱର : ଦେଶରେ ଜନସଂଖ୍ୟା ବିସ୍ଫୋରଣ ରୂପ ନେଲାଣି । ତାକୁ ରୋକା ନଗଲେ ଆଗାମୀ ଦିନରେ ଦେଶରେ ଅସମ୍ଭବ ପରିସ୍ଥିତି ସୃଷ୍ଟି ହେବ । ଅସନ୍ତୁଳିତ ଜନସଂଖ୍ୟା ଦୂର ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅକ୍କୋଳନକୁ ଓହ୍ଲାିବ ବୋଲି
Read More...

ବିଜେଡି ପର୍ଯ୍ୟବେକ୍ଷକ ଓ ନବନିଯୁକ୍ତ ମହିଳାନେତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା

ସମ୍ବଲପୁର,୭/୭- ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ଗତ ସନ୍ଧ୍ୟାରେ ସ୍ଥାନୀୟ ଶାନ୍ତି ନଗର କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦକ ଓ ଦଳୀୟ ପ୍ରବକ୍ତା ଡ଼: ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପୁନଃ ନିଯୁକ୍ତ ସମ୍ବଲପୁର ଜିଲ୍ଲା ପାଇଁ ଦଳୀୟ
Read More...

କେନ୍ଦ୍ର ମନ୍ତ୍ରୀପଦ ରେସରେ ବିଶେଶ୍ୱର, ବୈଷ୍ଣବ : ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ

ଆଦିଲ୍ଲୀ:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ  । ସଂଧ୍ୟା ୬ଟାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି  । ତେବେ ମୋଦିଙ୍କ ଟିମରେ ଓଡ଼ିଶାରୁ କିଏ ନୂଆ ମୁହଁ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି  । ତେବେ
Read More...

ପ୍ରଆଯୋରେ ପଶ୍ଚିମାଞ୍ଚଳ ପ୍ରତି ବାଛବିଚାର ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିଲା ଭାଜପା

ସମ୍ବଲପୁର:ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପ୍ରଆଯୋ) ରେ ହୋଇଥିବା ପାତରଅନ୍ତର ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଧନକଉଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ପ୍ରଦର୍ଶନ କରାଯାଇଛି । ଏ ବିଷୟରେ ଓଡ଼ିଶାର ରାଜ୍ୟପାଳଙ୍କ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ୭୨ତମ ବନମହୋତ୍ସବ ପାଳିତ

ବୌଦ୍ଧ,୭/୭- ଆଜି ବୌଦ୍ଧସ୍ଥିତ କାଲେଶ୍ୱର ଠାରେ ଜିଲ୍ଲାସ୍ତରୀୟ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରା ବିଚାରପତି ପ୍ରତିଭା ପଣ୍ଡା ଯୋଗଦେଇ ବୃକ୍ଷରୋପଣ ଦ୍ୱାରା
Read More...