Browsing Category

ରାଜ୍ୟ

ନିଜ ଗାଁରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବେ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ରବିବାର, ଭ୍ରମଣର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି କୋବିନ୍ଦ କାନପୁରରେ ଥିବା ତାଙ୍କ ଜନ୍ମ ଗ୍ରାମ ପାରଉ଼଼ଙ୍ଖରେ ଅଛନ୍ତି । ଏହି ସମୟରେ, ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଲୋକଙ୍କ ହୃଦୟକୁ
Read More...

ବୌଦ୍ଧଜିଲ୍ଲା: ଆଜି ୨୮ ଜଣ ସଂକ୍ରମିତ ଚିହ୍ନଟ, ହରଭଙ୍ଗା ବ୍ଲକରୁ ସର୍ବାଧିକ ୨୪

ବୌଦ୍ଧ,୨୭/୬- ଆଜି ବୌଦ୍ଧ ଜିଲ୍ଲାରୁ ୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକରୁ ଓ ଏନଏସିରୁ ଜଣେ ଲେଖାଏଁ ଆକ୍ରାନ୍ତ
Read More...

କରୋନାରେ ମୃତ ପରିବାରକୁ ଭେଟିଲେ ପାଟଣାଗଡ ବିଧାୟକ

ପାଟଣାଗଡ,୨୭/୬- ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ ବ୍ଳକର ୧୬ ନମ୍ବର ଜୋନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗାଁକୁ ଗାଁ ଯାଇ କୋଭିଡ ମୃତକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବଥରା ବ୍ଲକଠାରୁ ଆରମ୍ଭକରି ଉଳବା, ତେଣ୍ଡାପଦର, ଧୁବଳପଡା, ଭଇଁଷା ଘୁଚେପଡା
Read More...

ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଲେ ସାମ୍ବାଦିକ

ଦଶପଲ୍ଲା : ନୟାଗଡ ସାମ୍ବାଦିକଙ୍କୁ ଅବକାରୀ ବିଭାଗ ଏସଆଇଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି । ଘଟଣାରୁ ପ୍ରକାଶ ଯେ, ମଦ ଜବତ ହୋଇଥିବା ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା
Read More...

କେନ୍ଦ୍ର ମନ୍ତ୍ରୀ ପରିଷଦରେ ସାମିଲ ପାଇଁ ଅପରାଜିତାଙ୍କ ଜୋରସୋର ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲ ଓ ଆଜି ସେ କେନ୍ଦ୍ର ସରକାରର ଓଜନିଆ ମନ୍ତ୍ରୀମାନଙ୍କୁ ସାକ୍ଷାତ କରିଛନ୍ତି । ଖୁବ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳର ଅଦଳବଦଳ ତଥା
Read More...

ବିଜୁ ମହିଳା ଜନତା ଦଳ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ବିଜେଡି କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ
Read More...

ଭିମସାରରେ ରକ୍ତ ଦଲାଲି ଅଭିଯୋଗ: ୩ ଗିରଫ

ସମ୍ବଲପୁର : ଶତଚେଷ୍ଟା ସତ୍ତେ୍ୱ ସ୍ଥାନୀୟ ବଡୁ ହସ୍ପିଟାଲ ଭିମସାର ସହିତ ସଂଲଗ୍ନ ବ୍ଲଡ଼ ବ୍ୟାଙ୍କରେ ଦଲାଲଙ୍କ ପ୍ରାଦୁର୍ଭାବ କମ ପଡୁନାହିଁ । ରୋଗୀର ଜୀବନ ରକ୍ଷା ପାଇଁ ତା'ର ପ୍ରିୟଜନଙ୍କ ଉତ୍କଣ୍ଠାକୁ ପାଣ୍ଠି କରି କିଛି ଖଳପ୍ରବୃତ୍ତିର ଲୋକେ ସେମାନଙ୍କୁ ଠକୁଥିବା ଅଭିଯୋଗ ମିଳିଥାଏ
Read More...

ଏଟିଏମ୍‌ ଭାଙ୍ଗି ଚୋରି କରୁଥିଲେ, ପହଞ୍ଚି ଗଲା ପେଟ୍ରୋଲିଂ ଟିମ୍‌

ସମ୍ବଲପୁର : ସ୍ଥାନୀୟ ଜାତୀୟ ରାଜପଥ କଡ ଅବସ୍ଥିତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରିର ଏକ ଉଦ୍ୟମ ବିଫଳ ହେଲା ପରେ ଖବର ପାଇ ପୁଲିସ ଏହି ମାମଲାର ତଦନ୍ତ କରୁଛି । ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଗାଁ ମୁଣ୍ଡ ଜାତୀୟ ରାଜପଥ କଡ଼ରେ ସ୍ଥିତ ଏହି ଏଟିଏମରେ ବିଳମ୍ବିତ ରାତିରେ ଜଣେ ଚୋର ପଶି
Read More...

ବାଙ୍ଗାଲୋରର ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଜିଲ୍ଲା-ପ୍ରଶାସନକୁ ୧୦୦ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ଦାନ

ଗଜପତି,୨୬/୬- କରୋନା ସମୟରେ ବିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବାଙ୍ଗାଲୋର ସ୍ଥିତ ୟୁନାଇଟେଡ଼ ୱେ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା ମାଧ୍ୟମରେ ଜିଲ୍ଲା
Read More...