Browsing Category

ରାଜ୍ୟ

ସ୍କୁଟି-ବାଇକ ମୁଁହାମୁଁହି ଧକ୍କା : ଜଣେ ଆହତ, ଜଣେ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଜିଲାପାଳ କାର୍ଯ୍ୟାଳୟ ନିକଟରେ ଥିବ ଗୋପବନ୍ଧୁ ଛକଠାରେ ଗୁରୁବାର ରାତିରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଥିବାବେଳେ ସ୍କୁଟି ଚାଳକ ଚିଣ୍ଟୁ ପାଣ୍ଡେ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ
Read More...

୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର,: ଆହୁରି ଦୁଇଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିରୁ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।
Read More...

ପୁଣି କମିଲା ସଂକ୍ରମଣ, ଆଜି ଆପଣଙ୍କ ଜିଲ୍ଲାରୁ କେତେ ଚିହ୍ନଟ ହେଲେ ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୩୫୦୮ରେ
Read More...

ବଜ୍ରପାତ ନେଲା ଶ୍ରମିକଙ୍କ ଜୀବନ, ୩ଗୁରୁତର

ଢେଙ୍କାନାଳ, : ଢେଙ୍କାନାଳରେ ଗତକାଲି ବଜ୍ରପାତ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମରେ ଏହି ବଜ୍ରପାତ
Read More...

ପୋଲିସ୍‌ ପଞ୍ଝାରେ ପୁଣି ଦୁଇଜଣ ଫେକ୍‌ ମାଓବାଦୀ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସକୁ ବଡ଼ ସଫଳତା । ପୋଲିସ୍‌ ପଞ୍ଝାରେ ପୁଣି ଦୁଇଜଣ ଫେକ୍‌ ମାଓବାଦୀ । ଚଳିତ ମାସ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁରେ ହୋଇଥିଲା ଡକାୟତି । ମାଓବାଦୀ ନାମରେ ଡକାୟତି କରିଥିଲେ ୬ଜଣିଆ
Read More...

କଳିଙ୍ଗା ନିକଟ ଗଦିଙ୍ଗିଆ ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଆହତ

ଘୁ. ଉଦୟଗିରି , ୨୫/୬ - ଘୁ.ଉଦୟଗିରି ଅଧୀନରେ ଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ଗଦିଙ୍ଗିଆ ଛକ ନିକଟରର ଭାରସାମ୍ୟ ହରେଇ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଆହତ ହୋଇଛନ୍ତି ।ସେଥିମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ
Read More...

ଗୋଁଣ୍ଡ ସମାଜ ପକ୍ଷରୁ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

କଣ୍ଟାମାଳ,୨୪/୬- ରାଣୀ ଦୁର୍ଗାବତୀଙ୍କ ମହାନ୍‌ ବଳିଦାନ ଦିବସ ଆଜି ବୌଦ୍ଧ ଜିଲ୍ଲା ନୂଆପାଲି ପୁଞ୍ଜର ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ଓଡିଶା ପ୍ରଦେଶ ତରଫରୁ ପାଳିତ ହୋଇଯାଇଛି । କୁଲତାଯୋର ଶିବ ମନ୍ଦିର ପ୍ରାଙ୍ଗଣରେ ସଂପୂର୍ଣ୍ଣ କୋଭିଡ କଟକଣାକୁ ନେଇ ସଂଘର ସଭାପତି ପୁରନ୍ଦର ମାଝୀଙ୍କ
Read More...

ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ, ସଞ୍ଜିବ ପଣ୍ଡା କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର, ୨୪/୬- ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାବେଳେ ଯଶୋବନ୍ତ ଜେଠୁଆଙ୍କୁ ଭିଜିଲାନ୍ସ
Read More...

ତୃତୀୟ ଲହର ସଂପର୍କରେ ବିଶେଷଜ୍ଞଙ୍କ ଭିନ୍ନ ମତ ରହୁଛି, ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନକରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, ୨୪/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଇଡ ମେଡିକାଲ ଅକ୍ସିଜେନ ଓ ପିଏସଏ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର,
Read More...

ଗଜପତିରେ ଥମୁଛି ସଂକ୍ରମଣ, ଆଜି ୮ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୪/୬- ଜିଲ୍ଲାରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ଜଣେ,ଗୋଶାଣି ବ୍ଳକରୁ ୨ ଜଣ,ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୩ ଜଣ, ଆର ଉଦୟଗିରି ବ୍ଳକରୁ ଜଣେ କରୋନା ପଜିଟିଭ ଚିହ୍ନଟ
Read More...