Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ସ୍ନାନଯାତ୍ରା ଭକ୍ତିପୂତ ଭାବେ ସମ୍ପନ୍ନ
ସମ୍ବଲପୁର, ୨୪/୬- ଆଜି ସ୍ଥାନୀୟ ମୁଦିପଡାସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଜଗନ୍ନାଥଙ୍କ ଦ୍ୱାରଫିଟା ମଙ୍ଗଳ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଓ ଶ୍ରୀଜୀଉଙ୍କ ଗଜାନନ ବେଶ
ସୁବର୍ଣ୍ଣପୁର ୨୪/୬- ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ ସମାପନ ହୋଇଥିବା ଏଇ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବେଶକୁ କୌଣସି ଭକ୍ତ ଦେଖିବାର!-->…
Read More...
Read More...
ବିନାଭକ୍ତରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା
ଗଜପତି,୨୪/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆଜି ବିନା ଭକ୍ତରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିରରୁ ନୀତିକାନ୍ତି ପୂଜାର୍ଚ୍ଚନା ସରିବା ପରେ ସ୍ନାନ ମଣ୍ଡପକୁ ଘଣ୍ଟ ବଜାଇ ତିନି ଠାକୁରଙ୍କୁ!-->…
Read More...
Read More...
ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନରେ ସ୍ନାନ ପୂର୍ଣ୍ଣିମା ପାଳିତ
ହରଭଙ୍ଗା,୨୪/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ କୋରନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଠିଡିକାଜୋର ଶ୍ରୀ ପରୁଷୋତ୍ତମଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ନିରାଡମ୍ବର!-->…
Read More...
Read More...
ଛାଡି ପଳାଇଲା ସ୍ୱାମୀ, ଅସଂପୂର୍ଣ୍ଣ ରହିଗଲା ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ, ପଲିଥିନ ତଳେ ସ୍ତ୍ରୀ
ବୌଦ୍ଧ/ଜହ୍ନାପଙ୍କ,୨୪/୬- ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ଗ୍ରାମରେ ଶ୍ୟାମ ସୁନ୍ଦର ରଣା ସ୍ତ୍ରୀ ସୁଲୋଚନା ରଣା ଓ ଝିଅକୁ ନେଇ ପରିବାର । ୨୬ ବର୍ଷ ତଳେ ଝିଅର ବିବାହ ସରିଥିଲା । ଶ୍ୟାମଙ୍କର କୌଣସି ପୁଅ ନଥିବାରୁ ଝିଅ ଜୋଇଁ ଘରେ ରହୁଥିଲେ । ସବୁ ଠିକ ଠାକ ଚାଲିଥିଲା ।!-->…
Read More...
Read More...
ବଲାଙ୍ଗିରରେ ଖବରକାଗଜ ବିତରକଙ୍କୁ କୋଭିଡ ଟିକାକରଣ
ବଲାଙ୍ଗିର: ଆଜି ବଲାଙ୍ଗିର ସହରର କର୍ତ୍ତବ୍ୟରତ ଖବରକାଗଜ ବିତରକମାନଙ୍କୁ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ କୋଭିଡ଼ ଟିକାକରଣ କରାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ୨୯ ଜଣ ଖବର କାଗଜ ବିତରକ କୋଭିଡ୍ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
Read More...
Read More...
ବରମପୁରା ଜଗନ୍ନାଥ ମନ୍ଦିର ଠାରେ ସ୍ନାନ ପୂର୍ଣ୍ଣିମା ପାଳିତ
ସମ୍ବଲପୁର, ୨୪/୬- ସମ୍ବଲପୁର ଝାଡୁଆପଡା ସ୍ଥିତ ପ୍ରସିଦ୍ଧ ବରମପୁରା ଜଗନ୍ନାଥ ମନ୍ଦିର ଠାରେ ଆଜି ପାରମ୍ପରିକ ରୀତିନୀତି ସହିତ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି । କରୋନା କଟକଣା ଯୋଗୁଁ ଅନ୍ୟ ବର୍ଷ ପରି ଏବର୍ଷ ଜନଗହଳିକୁ ବାରଣ କରାଯାଇଥିଲା ଓ କିଛି ସେବାୟତଙ୍କୁ ନେଇ ଏହା ପାଳନ କରାଗଲା!-->…
Read More...
Read More...
ଜିଲ୍ଲାପାଳଙ୍କ ରେଢ଼ାଖୋଲ ଅଞ୍ଚଳଗସ୍ତ ଓ କାର୍ଯ୍ୟସମୀକ୍ଷା
ସମ୍ବଲପୁର, ୨୪/୬- ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ଗତକାଲି ରେଢ଼ାଖୋଲ ସବଡିଭିଜନ ଅଞ୍ଚଳ ଗସ୍ତ କରିବା ସହିତ ସେଠାରେ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କର ସ୍ଥିତି ସମୀକ୍ଷା କରିଛନ୍ତି । ଏବିଷୟରେ ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେ ବାଟରେ ତାରମାଲ ଠାରେ ନିର୍ମିତ!-->…
Read More...
Read More...