Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ ରାସ୍ତାରେ ବିପଦପୂର୍ଣ୍ଣ ଗର୍ତ୍ତ, ଦୁର୍ଘଟଣାକୁ ଆମନ୍ତ୍ରଣ
ବୌଦ୍ଧ/ଜହ୍ନାପଙ୍କ,୨୩/୬- ରାଜ୍ୟ ସରକାର ରାସ୍ତାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କରାଯାଇଥିବା ରାସ୍ତା ଅଳ୍ପ ଦିନରେ ନଷ୍ଟ ହେଉଛି । ଏପରି ଏକ ରାସ୍ତା ହେଉଛି ତେଲିବନ୍ଧ-ବାରପୁଡୁଗ ପୂର୍ତ୍ତ ବିଭାଗ!-->…
Read More...
Read More...
ଟିକାକେନ୍ଦ୍ର ପରିଦର୍ଶନ କଲେ ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀ
ବୌଦ୍ଧ/ଜହ୍ନାପଙ୍କ,୨୩/୬: ବୌଦ୍ଧ ବ୍ଳକ ବାଉଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୮ ବର୍ଷରୁ ୪୪ ବୟସ୍କଙ୍କୁ କରୋନା ଟୀକା ଦିଆଯାଇଛି । ଟୀକା ଦେଲା ସମୟରେ ବାଉଁଶୁଣୀର ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀ ଟୀକା ଦେବା ସମୟରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ!-->!-->!-->…
Read More...
Read More...
୬୦ ପରିବାର ପାଇଁ ଗୋଟିଏ ନଳକୂପ, ପାଣି ପାଇଁଁ ହନ୍ତସନ୍ତ ତେନ୍ତୁଳିସାହି ବାସିନ୍ଦା
ହରଭଙ୍ଗା,୨୩/୬- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ମଥୁରା ଗ୍ରାମପଞ୍ଚାୟତ କେଳାକଟାଗ୍ରାମର ୧୧ନମ୍ବର ୱାର୍ଡ ତେନ୍ତୁଳି ସାହିରେ ପିଇବା ପାଣିର ସମସ୍ୟା ଲାଗି ରହିଥିବାରୁ ସ୍ଥାନୀୟ ଲୋକେ ପାଣିପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ତେନ୍ତୁଳି ସାହିରେ ୬୦ଜଣ ପରିବାରଙ୍କ ପାଇଁଁ ଗୋଟିଏ!-->…
Read More...
Read More...
ଯୁବ କଂଗ୍ରେସ କର୍ମୀ ଗୌତମ ପଣ୍ଡା (ବାପି)ଙ୍କ ସ୍ମୃତିରେ ରକ୍ତଦାନ ଶିବିର
ଗଜପତି,୨୩/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଯୁବ କଂଗ୍ରେସ କର୍ମୀ ଗୌତମପଣ୍ଡା (ବାପି)ଙ୍କ ସ୍ମୃତିରେ ଯୁବ କଂଗ୍ରେସ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି!-->…
Read More...
Read More...
ସ୍ନାନବେଦୀରେ ଛେରାପହଁରା କରିବେନି ଗଜପତି
ପୁରୀ,୨୩/୬: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦେବ ସ୍ନାନ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଠାକୁର ରାଜା ଦିବ୍ୟ ସିଂହ ଦେବ ସ୍ନାନ ମଣ୍ଡପରେ ଛେରା ପହଁରା କରିବା କଥା ।ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରାଜା କୋଭିଡ ମହାମାରୀକୁ ଦେଖି!-->…
Read More...
Read More...
ଗୁଆଲି ଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ପରିକ୍ରମା
ପୁରୀ : ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀକ୍ଷେତ୍ର ପରିକ୍ରମା କରିବାର ପରମ୍ପରା ରହିଛି I ଏହାକୁ ଗୁଆଲି ଯାତ୍ରା କୁହାଯାଏ ଯାତ୍ରା ସମୟରେ ଶ୍ରୀଜଗନ୍ନାଥ ସେବାୟତ ପରିବାର ରୁ ପନ୍ତି ଭୋଗ ପାଇଥାନ୍ତି I
Read More...
Read More...
ବାଇକ୍ ଡିକି ଭାଙ୍ଗି ୭୦ହଜାର ଲୁଟ୍
ବୌଦ୍ଧ : ବୌଦ୍ଧ ଥାନା ମୁର୍ଶୁଣ୍ଢି ଛକ ନିକଟରେ ଆଜି ଏକ ବାଇକର ଡିକି ଭାଙ୍ଗି ୭୦ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ପଲସପାଟ ଗ୍ରାମର ହିମାଂଶୁ ଶେଖର ଓ ରଂଜନ କୁମାର ଗୋଟିଏ ବାଇକ ଯୋଗେ ସମବାୟ ସମିତିରୁ!-->…
Read More...
Read More...
ବେବି ହତ୍ୟା ଘଟଣା : ବିଜେପି ପକ୍ଷରୁ ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ
ଦଶପଲ୍ଲା :ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁ ଗାଡିଆ ଗ୍ରାମର ୬ ବର୍ଷର ନାବାଳିକା ବେବି ହତ୍ୟା ଘଟଣାକୁ ନେଇ ଦଶପଲ୍ଲା ବ୍ଲକ ବିେ ପି ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ପ୍ରଦାନ କରାଯାଇଛି । ପୂର୍ବତନ!-->…
Read More...
Read More...
ଭୋଜିହେଲା କାଳ : ସଂଘବଦ୍ଧ ଭାବେ ଯୁବକକୁ ପିଟିପିଟି ହତ୍ୟା, ୩ ଅଟକ
ଜି.ଉଦୟଗିରି,୨୩/୬- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ କାଣ୍ଡାବାଡ଼ି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଜଣେ ଯୁବକକୁ ଆଉ କିଛି ଯୁବକ ସଂଘବଦ୍ଧ ଭାବେ ପିଟିପିଟି ଅତି ନୃଶଂସଭାବେ ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଦଳପଡ଼ା ଗ୍ରାମର ସୁଜିତ ସାହାଣୀ ବୋଲି ଜଣାପଡିଛି ।!-->…
Read More...
Read More...
ଖାସି ପାଇଁ ଭାଙ୍ଗିଗଲା ବାହାଘର
ସୁକିନ୍ଦା : ଖାସି ପାଇଁ ଭାଙ୍ଗିଗଲା ବାହାଘର । ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁରେ । ଏହି ଗାଁ ର ଜୈନିକ ବ୍ୟକ୍ତିଙ୍କ ଝିଅ ବାହାଘର କେନ୍ଦୁଝର ଜିଲ୍ଲା ରେବେଣା ପଳାଶ!-->…
Read More...
Read More...