Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୪୧ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୬୧୧୮ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଦୁର୍ଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ କଲେ ଓୟୁଜେ ଗଣମାଧ୍ୟମ ପ୍ରତିନିଧି
ଫୁଲବାଣୀ,୬/୬: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ କାର୍ଯ୍ୟରତ ଓୟୁଜେ ସଂଘ ଗଣମାଧ୍ୟମ ପ୍ରତିନିଧି ମାନେ ଆଜି ଖଜୁରୀପଡା ବ୍ଲକର ଅପହଞ୍ଚ ଇଲାକା କୁନ୍ଦା, ଦାରେଜୁ,ମୁଣ୍ଡାବ୍ରଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା ୬୨ ପରିବାରଙ୍କୁ ଆଜି ରାସନ ସାମଗ୍ରୀ ସହ ସାବୁନ ମାସ୍କ ସାନିଟାଇଜର!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ 18 ରୁ 44 ବର୍ଷ ପାଇଁ ଟୀକାକରଣ
ସୁବର୍ଣ୍ଣପୁର ୬/୬-ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି 4ଟି ସ୍ଥାନରେ ବ୍ୟବସ୍ଥିତ 7ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା 08/06/21 ଓ ତା 09/06/21 ରେ ସୋନପୁର ମୁନିସିପାଲିଟି!-->!-->!-->…
Read More...
Read More...
ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ
ପାଟଣାଗଡ,୬/୬- କୋରନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ଖୋଲା ରହୁଥିବାବେଳେ କେତେକ ଦୋକାନ!-->…
Read More...
Read More...
ଆସନ୍ତାକାଲିଠୁ ନୟାଗଡ଼ରେ ୧୮ ରୁ ୪୪ ବୟସ୍କଙ୍କ ପାଇଁ କୋଭିଡ୍ ଟିକାକରଣ
ଦଶପଲ୍ଲା,୬/୬ : ନୟାଗଡ଼ ସହରରେ ବାସ କରୁଥିବା ୧୮ ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଆସନ୍ତାକାଲି ଅର୍ଥାତ୍ ଜୁନ୍ ୭ ତାରିଖରେ ଟୀକାକରଣ କରାଯିବ ବୋଲି ସୂଚନା ମିଳିଛି । ନୟାଗଡ଼ ପୌାର ପରିଷଦ ମଧ୍ୟରେ ବାସ କରୁଥିବା ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ କୋଭିଡ୍ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ!-->…
Read More...
Read More...
ପାଟଣାଗଡ ବିଧାୟକଙ୍କ ଦ୍ୱାରା ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ
ପାଟଣାଗଡ,୬/୬: କରୋନା ସମୟରେ ପାଟଣାଗଡ ବିଧାୟକଙ୍କ ମହାନତା । ଏହି ସଙ୍କଟ ସମୟରେ ଲୋକ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । କରୋନା ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭିତରେ ଖାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା ସହ ଶନିବାର!-->…
Read More...
Read More...
ନିଷିଦ୍ଧାଞ୍ଚଳ ଦୁର୍ଗା ପ୍ରସାଦରେ କରୋନା କଟକଣାକୁ ଫୁ’
ଦଶପଲ୍ଲା,୬/୬ :- ନୟାଗଡ ଜିଲ୍ଲାର ଗ୍ରାମାଳରେ କରୋନା, ତାର ଉପସ୍ଥିତି ଜାହିର୍ ରଖିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦୁର୍ଗାପ୍ରସାଦ ଗ୍ରାମକୁ ତା ୧/୬/୨୦୨୧ରିଖ ଦିନ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ ଦଶପଲ୍ଲା!-->…
Read More...
Read More...
ଟିକାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ
ଭୁବନେଶ୍ୱର : କରୋନା ଟିକାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଟିକା ସଂପର୍କରେ ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଟାର୍ଗେଟ କରି ଅମରଙ୍କୁ!-->…
Read More...
Read More...