Browsing Category

ରାଜ୍ୟ

ଗ୍ରାମ ପୋଖରୀକୁ ଅନ୍ୟ ନାମରେ ରେକର୍ଡ କରାଯିବାନେଇ ଗ୍ରାମବାସୀଙ୍କ ପ୍ରତିବାଦ

ବୌଦ୍ଧ,୯/୬ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ଲଇଗାଆଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ କରି ଆଜି ଗ୍ରାମବାସୀ ହରଭଙ୍ଗା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା…
Read More...

ସଫେଇ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ନନ୍ଦପଡା ଶୀତଳଷଷ୍ଠୀ କମିଟି ପକ୍ଷରୁ ବିରୋଧ ପ୍ରଦର୍ଶନ

ସମ୍ବଲପୁର : ଶୀତଳଷଷ୍ଠୀ ଆସି ପହଞ୍ଚି ଥିବା ସତ୍ତ୍ବେ ନଗରନିଗମ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇନାହିଁ।ସ୍ଥାନୀୟ ନନ୍ଦପଡା ଶୀତଳଷଷ୍ଠୀ ଆୟୋଜନ ସମିତି ନଗର ନିଗମ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
Read More...

ମହିପୁରରେ ରକ୍ତଦାନ ଶିବିର, ୭୦ ୟୁନିଟ୍‌ ରକ୍ତ ସଂଗ୍ରହ

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।…
Read More...

ବେଆଇନ ଗୋ ଚାଲାଣ, ଗାଡି ଜବତ୍‌

ଦଶପଲ୍ଲା : ଆଜି ଦିବା ୯ ଘଟିକା ସମୟରେ ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ୍‌ କରିଛି ଦଶପଲ୍ଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ବୌଦ୍ଧ ଅଂଚଳରୁ ୮ ଟି ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଓଡି ୦୫ ଏୱାଇ ୨୩୪୧ ନମ୍ବର ବିଶିଷ୍ଟ…
Read More...

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ବାସୁଦେବପୁର: ପାଣିରେ ବୁଡ଼ି ୨ ଜଣ ନାବାଳିକାଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ ବୋଲି ଜଣାଯାଇଛି । ନାୟକାଣିଡିହି ଥାନା ବ୍ରଜାନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଉଭୟ ନାବାଳିକା ପୋଖରୀରେ ଗାଧୋଉଥିଲେ । ଏହି ସମୟରେ ଉଭୟଙ୍କ ଗୋଡ଼…
Read More...

ସୁବଳୟା ଗାଁ ହେଲା କଣ୍ଟେନ୍‌ମେଣ୍ଟ ଜୋନ୍‌

ଦଶପଲ୍ଲା,୯/୬: ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣର ଅନ୍ତହୋଇ ଆସୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ । ଦଶପଲ୍ଲା ବ୍ଲକ୍‌ ଖମାରସାହି ଗ୍ରାମପଂଚାୟତ ଅନ୍ତର୍ଗତ ସୁବଳୟା ଗ୍ରାମକୁ ,ଗତକାଲି ଅପରାହ୍ନ ୪ଟାରୁ…
Read More...

ସାବିତ୍ରୀ ଅମାବାସ୍ୟାକୁ ନେଇ ବାଲିଗୁଡ଼ା ବଜାରରେ ନାହିଁନଥିବା ଭିଡ଼: କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ ଦୋକାନ…

ବାଲିଗୁଡ଼ା,୯/୬: ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି…
Read More...

ରେଡଜୋନ ମୁକ୍ତହେଲା ସମ୍ବଲପୁର

ସମ୍ବଲପୁର, ୯/୬- ଦୀର୍ଘ ଦିନ ପର୍ଯ୍ୟନ୍ତ କୋଭିଡ ଲାଲ ବଳୟ ଭିତରେ ରହିବା ପରେ ଗତକାଲି ସମ୍ବଲପୁର ଜିଲ୍ଲାକୂ ସେଥିରୁ ମୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୯୭ ଜଣ କରୋନା…
Read More...

ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ବାଙ୍କୀ : ବଜ୍ରାଘାତରେ ଜଣଙ୍କର ମୃତ୍ୟୁ । ବାଙ୍କୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତତ ମିହିର ରାଉତ । ତାଙ୍କ ବୟସ ୪୫ ବର୍ଷ । ସୂଚନାଯୋଗ୍ୟ ଯେ, ମିହିର ରାଉତ ବିଲକୁ ଧାନ ବୁଣିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରାଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି…
Read More...