Browsing Category

ରାଜ୍ୟ

କୋଭିଡ୍‌ ହସପିଟାଲରେ ମୃତ୍ୟୁବରଣ କଲେ ସ୍ୱେଚ୍ଛାସେବୀ ସନ୍ତୋଷ ସାହୁ

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ କୁମାର ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍‌ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ
Read More...

ବିପୁଳ ପରିମାଣର କାଠ ସହ ଆସବାବପତ୍ର ନିର୍ମାଣ ସାମଗ୍ରୀ ଜବତ

ବୌଦ୍ଧ,୨୦/୫ - ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ ଡି.ଏଫ.ଓ. ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବନ
Read More...

ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ମାଫିଆ ଗିରଫ

ବାଲିଗୁଡ଼ା,୨୦/୫: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ୍‌ । ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ସରକାର ସଟଡାଉନ, ଲକ୍‌ ଡାଉନ୍‌ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ
Read More...

କୋଭିଡ ଟୀକାକରଣ ସମ୍ବନ୍ଧୀୟ ସୂଚନା ଦେଲେ ଜିଲ୍ଲା ପ୍ରଶାସନ

ଗଜପତି,୨୦/୫- ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି, ପଞ୍ଚାୟତ ସମିତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ନିମ୍ନ ଲିଖିତ ଯୋଗ୍ୟବ୍ୟକ୍ତିଙ୍କୁ କୋଭିସିଲ ଟୀକା ଦ୍ୱାରା ଟୀକାକରଣ କରାଯାଉଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ ଟୀକା ଦେବାର ବ୍ୟବସ୍ଥା ଅଛି ।
Read More...

ବୌଦ୍ଧ: କରୋନା ନେଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

ବୌଦ୍ଧ,୨୦/୫- ଆଜି କରୋନାରେ ଆଉଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ସାନ ବୁଟୁପାଲି ଗ୍ରାମର ଅଶ୍ୱିନୀ କୁମାର ମିଶ୍ର (୬୦) କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଠ ଦିନ ତଳେ ବୌଦ୍ଧ କୋଭିଡ୍‌
Read More...

ଗଜପତିରେ ପୁଣି ୮୬ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୦/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୨୬ ଜଣ, ଗୋଶାଣି ବ୍ଳକରେ ୧୩ ଜଣ,ଗୁମ୍ମା ବ୍ଳକ ରୁ ୨ ଜଣ,କାଶୀ ନଗର ବ୍ଳକରୁ ୯ଜଣ, ମୋହନା ବ୍ଳକରୁ ୧୭ ଜଣ, ନୂଆଗଡ଼
Read More...