Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମର ମହାଲିଙ୍ଗ ଖେଳ ପଡିଆରେ ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ମୁଣ୍ଡି ପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯାମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବରେ ସମିତି ସଭ୍ୟ!-->…
Read More...
Read More...
ଭାରତୀୟ କିଷାନ ସଂଘ ତରଫରୁ କୃଷକ ସମାବେଶ
ବୌଦ୍ଧ,୨୧/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚାୟତ ଖଣ୍ଡହତା ଠାରେ ଗତକାଲି ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଚାଷୀ ନେତା ଇଂ . ବିକାଶ ମହାକୁଡ଼ ସଭାରେ ଯୋଗ ଦେଇଥିଲେ | 2015ମସିହା!-->!-->!-->…
Read More...
Read More...
ଅଟୋକୁ ଧକ୍କା ଦେଲା ହାଇୱା, 3 ମୃତ, ଜଣେ ଗୁରୁତର
ବୌଦ୍ଧ,୨୧/୧ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା!-->…
Read More...
Read More...
ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିଅର: ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ
ବାଲିଗୁଡ଼ା,୨୦/୧: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିଅର ବଟକୃଷ୍ଣ କଟା । ଆମ୍ବ ବଗିଚା ବିଲ୍ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର!-->…
Read More...
Read More...
ସୁନାଦୋକାନ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ ଅଭିଯୋଗ
ବୌଦ୍ଧ,୨୦/୧ - ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜ୍ୱେଲର୍ସ ମାଲିକ ପ୍ରଦୀପ ପୃଷ୍ଟିଙ୍କ ପୁଅ ଦୀପକ କୁମାର ପୃଷ୍ଟି ଦୋକାନ!-->…
Read More...
Read More...
୪୦ ଓ.ଟି.ଇ.ଟି. ଗଣ ଶିକ୍ଷକ ହେଲେ ବହିଷ୍କୃତ !
ବୌଦ୍ଧ,୨୦/୧ - ଜାଲ୍ ଓ.ଟି.ଇ.ଟି. ପାସ୍ ସାର୍ଟିଫିକେଟ ଦେଇ ରେଗୁଲାର୍ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ୪୦ ଜଣ ଗଣଶିକ୍ଷକ ବହିଷ୍କୃତ ହେବାର ସମସ୍ତ ପ୍ରକ୍ରିୟା ସରି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଚିଠି ମଧ୍ୟ ସମ୍ପୃକ୍ତ ଶିକ୍ଷକ ମାନଙ୍କ!-->…
Read More...
Read More...
ଚଳନ୍ତା ଅଟୋରୁ ଝାମ୍ପିନେଲେ ଦୁବୃର୍ତ୍ତ ୫୦ହଜାର ଟଙ୍କା
ବାଲିଗୁଡ଼ା,୨୦/୧: ଚଳନ୍ତା ଅଟୋରୁ ବାଇକ୍ରେ ଆସି ୨ଜଣ ଲୁଟେରା ଝାମ୍ପିନେଲେ ୫୦ହଜାର ଟଙ୍କା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସିର୍ତ୍ତିଗୁଡା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସର୍ତ୍ତିର୍ିଗୁଡ଼ା ସ୍ୱର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି!-->…
Read More...
Read More...
ମାହେଶ୍ୱରୀ ପଡିଆରେ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ
ବୌଦ୍ଧ,୨୦/୧- କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା ଗ୍ରାମରେ ଥିବା ମା ମାହେଶ୍ୱରୀ ଦେବୀଙ୍କ ମନ୍ଦିର ନିକଟ ପଡିଆରେ ମା ମାହେଶ୍ୱରୀ କମିଟି ଓ ଗ୍ରାମବାସୀ ମାନଙ୍କ ତରଫରୁ ଅଷ୍ଟପ୍ରହର ନାମଯଜ୍ଞ ଆଜି ଆରମ୍ଭ ହୋଇଯାଇଛି । ପାଖ ଆଖ ଅଂଚଳର ବହୁ ସଂଖ୍ୟାରେ ସଂକୀର୍ତ୍ତନ୍ୟ ଦଳକୁ!-->…
Read More...
Read More...
ଚାଇଲ୍ଡ ଲାଇନ ଦ୍ୱାରା ୨୬ ଶିଶୁଙ୍କ ସମେତ ୭୩ ଶ୍ରମିକ ଉଦ୍ଧାର
ଟିଟଲାଗଡ,୨୦/୧- ବଲାଙ୍ଗୀର ଚାଇଲ୍ଡ ଲାଇନର ଉଦ୍ୟମକ୍ରମେ ତେଲେଙ୍ଗାନାର ଜାଗତିଆଲ ଇଟାଭାଟିରୁ ଆଜି ଟିଟିଲାଗଡ ଥାନାକୁ ୨୬ ଜଣ ଶିଶୁଙ୍କ ସମେତ ୭୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର କିଛି ଦାଦନ ଶ୍ରମିକଙ୍କୁ ଉଦ୍ଧାର!-->…
Read More...
Read More...
ଚାଇଲ୍ଡ ଲାଇନ ଦ୍ୱାରା ୨୬ ଶିଶୁଙ୍କ ସମେତ ୭୩ ଶ୍ରମିକ ଉଦ୍ଧାର
ଟିଟଲାଗଡ,୨୦/୧- ବଲାଙ୍ଗୀର ଚାଇଲ୍ଡ ଲାଇନର ଉଦ୍ୟମକ୍ରମେ ତେଲେଙ୍ଗାନାର ଜାଗତିଆଲ ଇଟାଭାଟିରୁ ଆଜି ଟିଟିଲାଗଡ ଥାନାକୁ ୨୬ ଜଣ ଶିଶୁଙ୍କ ସମେତ ୭୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ବ୍ଲକ ଏବଂ ବରଗଡ଼ ଜିଲ୍ଲାର କିଛି ଦାଦନ ଶ୍ରମିକଙ୍କୁ ଉଦ୍ଧାର!-->…
Read More...
Read More...