Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିନା ଟୋକନରେ ମଣ୍ଡିରେ ଥିବା ୧୦୦ କ୍ୱିଣ୍ଟାଲ ଧାନ ଜବତ
ବୌଦ୍ଧ,୧୪/୧ - ହରଭଙ୍ଗା ବ୍ଲକ ହରଭଙ୍ଗା ସେବା ସମବାୟ ସମିତିର ଧାନମଣ୍ଡିରେ ସନ୍ଦେହଜନକ ଅବସ୍ଥାରେ ରଖା ଯାଇଥିବା ପ୍ରାୟ ୧୦୦ କ୍ୱିଣ୍ଟାଲ ଧାନକୁ ଗତକାଲି ଯୋଗାଣ ବିଭାଗ ଜବତ୍ କରିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ମଣ୍ଡିରେ ପ୍ରାୟ ୧୦୦ କ୍ୱିଣ୍ଟାଲ୍ ଧାନ କୌଣସି ବ୍ୟକ୍ତି!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ସ୍କୋର୍ପିଓକୁ ଧକ୍କାଦେଲା ଟ୍ରକ
ବୌଦ୍ଧ,୧୪/୧ - ଆଜି ମଧ୍ୟାହ୍ନ ପ୍ରାୟ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ରାଜନପାଲି ଛକରେ ଗୋଟିଏ ଟ୍ରକ ଓ ସ୍କୋର୍ପିଓ ମଧ୍ୟରେ ଧକ୍କା ହେବାରୁ ଦୁଇଜଣ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ଗୋଟିଏ ଟମାଟୋ ବୋଝେଇ ଟ୍ରକ!-->…
Read More...
Read More...
ଆର.ଆଇ.ମାନେ ଖସିଲେ, ବଳି ପଡିଲେ ଦୁଇ ପେକ୍ସ ସମ୍ପାଦକ
ବୌଦ୍ଧ,୧୩/୧ - ବୌଦ୍ଧ ଜିଲ୍ଲାର ବିଭିନ୍ନ ସମିତିରେ ଧାନ ପଞ୍ଜିକରଣ ସମୟରେ ଆଟ ଜମି ପଞ୍ଜିକରଣ କରାଯାଇଥିବା ମାମଲାରେ ଆଜି ଦୁଇ ଜଣ ସମିତି ସମ୍ପାଦକ ନିଲମ୍ବିତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ରାମଗଡ ପେକ୍ସ ସମ୍ପାଦକ ନିରୋଦ କୁମାର ପାତ୍ର ଓ ବୌଦ୍ଧବ୍ଲକ!-->…
Read More...
Read More...
ମା କନ୍ଧେନବୁଢୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୌଦ୍ଧ,୧୩/୧- ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆରେ ମା କନ୍ଧେନବୁଢୀ ଯୁବକ ସଂଘ ଆନୁକୁଲ୍ୟରେ ମା କନ୍ଧେନବୁଢୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଜୟନ୍ତୀର ଉଦଯାପନ ସମାରୋହ ଅବସରରେ ଅନୁଷ୍ଠିତ ଭଲିବଲ୍!-->…
Read More...
Read More...
ନିଲମ୍ବିତ ଖୁଣ୍ଟବନ୍ଧ ସରପଞ୍ଚ ପୁନଃ ଅବସ୍ଥାପିତ ହେଲେ
ବୌଦ୍ଧ,୧୩/୧- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ନିଲମ୍ବିତ ନିର୍ବାଚିତ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ସରକାର ପୁନଃ ଅବସ୍ଥାପିତ କରିଥିବା ଜଣାପଡିଛି । ଆଜି ସରପଞ୍ଚ ଭାବେ ସେ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ଶୃଙ୍ଖଳାଗତ!-->…
Read More...
Read More...
ବାଲିଗୁଡ଼ା ସିଟି ସ୍କୁଲ୍ ନିକଟରୁ ଦେଢ଼ଏକରୁ ଉର୍ଦ୍ଧ୍ୱ ଜମି ଉଚ୍ଛେଦ କଲେ ତହସିଲଦାର
ବାଲିଗୁଡ଼ା,୧୩/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ କରିବାରେ ଲାଗିଛନ୍ତି ଜମିମାଫିଆ । ସରକାରୀ ଜମି ଧିରେଧିରେ ଅଞ୍ଚଳରୁ ମାଫିଆ ନିଜ ଅବଦାନକୁ ନେଉଥିବା ଯୋଗୁଁ ସରକାରଙ୍କ ଉନ୍ନୟନ ମୂଳକ କାମ ପାଇଁ ଜମି ଅଭାବ ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ!-->…
Read More...
Read More...
ବିଜେପି କୃଷକ ମୋର୍ଚ୍ଚା ସଂଯୋଜକଙ୍କ ମଣ୍ଡି ପରିଦର୍ଶନ
ବୌଦ୍ଧ,୧୩/୧- ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ମନରଞ୍ଜନ ଦାଶ ଗତକାଲି ଅପରାହ୍ନରେ ବୁଟୁପାଲି ଠାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡି ପରିଦର୍ଶନରେ ଯାଇ ଚାଷୀ ଓ ପେକ୍ସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ଯେଉଁ!-->…
Read More...
Read More...
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବୌଦ୍ଧଗସ୍ତ
ବୌଦ୍ଧ,୧୩/୧- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗତକାଲି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ଜିଲ୍ଲାରେ ସନ୍ତୋଷଜନକ ଥିବା ଶ୍ରୀ ଦାସ ବର୍ମା କହିଥିଲେ । ବୌଦ୍ଧ ଜିଲ୍ଲାରେ ୪୨ ଗୋଟି ପେକ୍ସ ଜରିଆରେ ଖରିଫ ଧାନ!-->…
Read More...
Read More...
ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ
ବୌଦ୍ଧ,୧୨/୧ - ଗତ ୭ ତାରିଖ ଦିନ ଖୁଣ୍ଟବନ୍ଧ - ଚଣ୍ଡିଗଡ ରାସ୍ତାରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବକଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ସମରାଜ୍ ଧଳ!-->!-->!-->…
Read More...
Read More...
ପୋଲିସ୍ର ଲାଠିଚାର୍ଜକୁ ନେଇ ଗାଁରେ ଉତ୍ତେଜନା,୫୯ନଂ ଜାତୀୟ ରାଜପଥ ଅବରୋଧ
ବାଲିଗୁଡ଼ା,୧୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ର ଲାଠିଚାର୍ଜକୁ ନେଇ ଦଣ୍ଡପଦର ଗାଁରେ ଉତ୍ତେଜନା । ସୂଚନା ପ୍ରକାରେ ଗତକାଲି ରାତିରେ କୌଣସି କାରଣରୁ ଦଣ୍ଡପଦର ଗାଁରେ ଅଚାନକ ଚଢ଼ାଉ କରି ପୋଲିସ୍ ଲାଠିଚାର୍ଜ କରି ଗାଁ ଲୋକଙ୍କୁ ଲହୁଲହାଣ କରିଥିବା ଅଭିଯୋଗ ହୋଇଛି । ନାବାଳକ ସମେତ!-->…
Read More...
Read More...