Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଠ ସାମଗ୍ରୀ ବୋଝେଇ ଦୁଇଟି ମିନି ଟ୍ରକ ଜବତ୍, ୬ ଗିରଫ
ବୌଦ୍ଧ,୭/୨ - ଆଜି ସକାଳେ ବୌଦ୍ଧ ବ୍ଲକ୍ ବଘିଆପଡା ଅଂଚଳରୁ ଦୁଇ ଗୋଟି ମିନିଟ୍ରକ ରେ ମୂଲ୍ୟବାନ କାଠ ଓ ଆସବାବପତ୍ର ବୋଝେଇ ହୋଇ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ଜବତ୍ କରିଛି ଓ ସେଥିରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ!-->!-->!-->…
Read More...
Read More...
ଦୁର୍ଘଟଣାରେ ଗୁରୁତର ଆହତଙ୍କ ବୁର୍ଲାରେ ମୃତ୍ୟୁ
ବୌଦ୍ଧ /ବାଉଁଶୁଣୀ,୭/୨- ବାଉଁଶୁଣି ନିକଟ ମାଉଲୀମୁଣ୍ଡା ଛକ ପାଖ ମହାରାଜା ହୋଟେଲ ସାମ୍ନାରେ ଶନିବାର ସକାଳେ କ୍ଷୀର ଗାଡି ସହ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମର ବଜରଙ୍ଗୀ ସେଠୀଙ୍କ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।!-->…
Read More...
Read More...
ଓ.ଜେ.ୟୁର ବାର୍ଷିକ ସାଧାରଣ ବୈଠକ ଓ ବନ୍ଧୁମିଳନ
ବୌଦ୍ଧ,୭/୨- ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ ଉତ୍ସବ ଆଜି ପୁରୁଣାକଟକସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସୁକାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠରେ ଓଡିଶା!-->…
Read More...
Read More...
ଡା. ଏସ. ଏନ. ସୁବାରାଓଙ୍କ ୯୩ ତମ ଜୟନ୍ତୀ ପାଳିତ
ବୌଦ୍ଧ,୭/୨- ବୌଦ୍ଧବ୍ଲକ୍ ଗୋଛ ।ପଡା ପଞ୍ଚାୟତ ଅନ୍ତର୍ଗତ ବନପାଲି ଭାରତ ମାତା ମନ୍ଦିରରେ ଜାତୀୟ ଯୁବ ପ୍ରକଳ୍ପ ବୌଦ୍ଧ ଶାଖା ପକ୍ଷରୁ ଡା.ଏସ. ଏନ ସୁବାରାଓଙ୍କର ୯୩ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଭାରତମାତା ମନ୍ଦିର ବନପାଲି ପରିସରରେ ବୃକ୍ଷରୋପଣ କରିବାସହିତ ସ୍ୱଚ୍ଛ ଭାରତ!-->…
Read More...
Read More...
ସଲପ ତାଡି ପିଆଇ ଯୁବତୀ ଙ୍କୁ ଦୁଷ୍କର୍ମ, ଡାକ୍ତରୀ ରିପୋର୍ଟ ପାଇଁ ପୀଡିତାଙ୍କୁ ନେଇ ପୁଲିସକୁ ବୁଲିବାକୁ ପଡିଲା ୩ଦିନ
ବାଲିଗୁଡା,୭/୨- କୋଟଗଡ ଥାନା ଅନ୍ତର୍ଗତ ପକାରୀ ପଞ୍ଚାୟତରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ସଲପ ମଦ ପିଆଇ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଟଗଡ଼ ପୋଲିସ୍ । ସୂଚନା ପ୍ରକାରେ ଗତ ଫେବୃଆରୀ ୧ ତାରିଖ ଦିନ!-->…
Read More...
Read More...
କେବେ ଧରା ପଡିବେ ପ୍ରଜିତା ଜ୍ୱେଲର୍ସ ଲୁଟେରା ?
ବୌଦ୍ଧ/ବାଉଁଶୁଣୀ,୭/୨ - ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସରୁ ଗତ ଜାନୁଆରି ୨୦ ତାରିଖରେ ହୋଇଥିବା ଲୁଟ ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ବାଉଁଶୁଣୀ ପୋଲିସ ସଫଳ ହୋଇନାହିଁ । ଲୁଟ୍ ସମୟର ସି.ସି.ଟି.ଭି. ଫୁଟେଜର କ୍ୟାସେଟ ଓ ସେଥିରୁ!-->…
Read More...
Read More...
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ !
ବୌଦ୍ଧ,୭/୨ - ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ବିଦାୟୀ ସଂପାଦକ ସୁରେନ୍ଦ୍ର କୁମାର ପ୍ରଧାନ ବଦଳି ହେବାପରେ ପିଛିଲା ଭାବେ ଅନେକ କର୍ମଚାରୀଙ୍କ ବଦଳି ଉଦ୍ଦେଶ୍ୟମୁଳକ ଭାବରେ କରିଥିଲେ । ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପ୍ରଶାସକ ଦାୟିତ୍ୱରେ ଥିବା ଜିଲ୍ଲାପାଳଙ୍କ ନିକଟରେ ଏ ସମ୍ପର୍କରେ!-->…
Read More...
Read More...
ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ
ବୌଦ୍ଧ,୬/୨-ମନମୁଣ୍ଡା ଅଞ୍ଚଳରେ ବଢ଼ୁଥିବା ରାହାଜାନୀକୁ ନେଇ ଥାନା ଘେରାଉ କଲେ ଶତାଧିକ ଏସ. ଏଚ.ଜି. ମହିଳା ମାନେ । ମନମୁଣ୍ଡା ଥାନା ଅନ୍ତର୍ଗତ ଦେଉଳିରେ ଲଗାତାର କିଛି ଦିନ ହେଲା ଚୋରି, ଡକାୟତି ଓ ରାହାଜlନୀ ବୃଦ୍ଧି ପାଉଛି । ତେବେ ଏ କ୍ଷେତ୍ରରେ ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ!-->!-->!-->…
Read More...
Read More...
ପ୍ରଶାସନର ନୂଆ ଟୋକନ ବ୍ୟବସ୍ଥା, ପେକ୍ସ ସଂପାଦକ ନୟାନ୍ତ !
ବୌଦ୍ଧ,୬/୨ - ଗତ ଜାନୁଆରୀ ୨୧ ତାରିଖ ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନକ୍ରୟ କମିଟି ବୈଠକରେ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକି ପାରିବେ ସେ ସମ୍ପର୍କରେ କିଛି ପଦକ୍ଷେପ ନେଇଥିବା ଜଣାପଡିଛି । ଧାନକ୍ରୟ ଟାର୍ଗେଟର ସିଂହ ଭାଗ ଅର୍ଥାତ୍ ୧୦ ଲକ୍ଷ!-->…
Read More...
Read More...
ସୁବର୍ଣ୍ଣପୁର: ଓଡ଼ିଶା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ
ସୋନପୁର,୬/୨ - ଆଜି ସ୍ଥାନୀୟ ପ୍ରଭାସ ଲଜ୍ର ସମ୍ମିଳନୀ କକ୍ଷରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖାର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଏସପି ଆନନ୍ଦ!-->…
Read More...
Read More...