Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ସୁବ୍ରତ ବାଗଚୀ
ବୌଦ୍ଧ - ଓଡିଶା ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିବା ଜଣା ପଡିଛି l ଶ୍ରୀ ବାଗଚୀ ଆଜି ଭବାନୀପାଟଣାରୁ କାର୍ ଯୋଗେ ଦିନ ପ୍ରାୟ 12 ଘଣ୍ଟା ସମୟରେ ବୌଦ୍ଧରେ ପହଞ୍ଚିବା ପରେ ନୂତନ ଭାବେ!-->!-->!-->…
Read More...
Read More...
ଚଣ୍ଡିଖୋଲ କଲେଜରେ ବିଦାୟକାଳୀନ ସମର୍ଦ୍ଧନା
ଚଣ୍ଡିଖୋଲ --ଚଣ୍ଡୀଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅବସର ନେଇଥିବା ଚାରିଜଣ କର୍ମଚାରୀଙ୍କ ପାଇଁ ବିଦ୍ୟକାଳୀନ ସମ୍ୱର୍ଦ୍ଧନା ସଭା ଅଧ୍ୟକ୍ଷ ଡ଼ ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି ।ଅବସର ନେଇଥିବା ବ୍ୟକ୍ତିତ୍ୱ ମଧ୍ୟରେ!-->!-->!-->…
Read More...
Read More...
ଦଶମଶ୍ରେଣୀ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପାଇଁ ଶିକ୍ଷା ବିଭାଗର ପ୍ରୟାସ
ପାରଳାଖେମୁଣ୍ଡି,୬/୨- ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ ଦଶମଶ୍ରେଣୀ ବାର୍ଷିକ ପରୀକ୍ଷା ଦେବାକୁ ଥିବା ପ୍ରାୟ ୮୩୭୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ପରୀକ୍ଷା ଦର୍ପଣ ଅଭ୍ୟାସ ପୁସ୍ତିକା ଜିଲ୍ଲାରେ ଥିବା ସମସ୍ତ!-->…
Read More...
Read More...
ବାଇକକୁ ଧକ୍କା ଦେଲା ଦୁଗ୍ଧ ବୋଝେଇ ୪୦୭, ଜଣେ ଗୁରୁତର
ବୌଦ୍ଧ /ବାଉଁଶୁଣୀ - ଆଜି ସକାଳ ପ୍ରାୟ ଘ. 7. 40 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ମାଉଲୀ ମୁଣ୍ଡା ଛକ ନିକଟରେ ମହାରାଜା ହୋଟେଲ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ତାଲସରଡା!-->!-->!-->…
Read More...
Read More...
ଜୟ ବାବା କଙ୍କାଳୀ ବୁଢା କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଯାପିତ
ବୌଦ୍ଧ,୫/୨ – କଣ୍ଟାମାଳ ବ୍ଲକ ସାନ ମନମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଜୟ ବାବା କଙ୍କାଳୀ ବୁଢା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଦୋହେଲୋ ଓ ସାନ ମନମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୩ ଫର୍ମାଟ ବିଶିଷ୍ଟ ଫାଇନାଲ ମ୍ୟାଚରେ ସାନ ମନମୁଣ୍ଡା!-->…
Read More...
Read More...
ଜିଲ୍ଲା ସଂଗ୍ରହାଳୟକୁ ହୁଇଲ ଚେୟାର ଓ ପ୍ରାଚୀନ ମୁଦ୍ରା ଦାନ
ବୌଦ୍ଧ,୫/୨ – ପୁରୁଣା କଚେରୀ କୋଠାକୁ ଜିଲ୍ଲା ସଂଗ୍ରହାଳୟ ଭାବରେ ପ୍ରତିଷ୍ଠା କରାଯିବା ପରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରାଚୀନ ସାମଗ୍ରୀ ଦାନ କରିଛନ୍ତି । ଗତକାଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ବରିଷ୍ଠ କବୟିତ୍ରୀ ସୁଶ୍ରୀ ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ ସଂଗ୍ରହାଳୟକୁ ବୁଲି!-->…
Read More...
Read More...
ବୁଲାଣିରେ ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ
ବୌଦ୍ଧ,୫/୨- ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ତିନି ପୋଲିଆ ବୁଲାଣିରେ ରାସନ ସାମଗ୍ରୀ ବୋଝେଇ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଞ୍ଚଳରୁ ରାସନ ସାମଗ୍ରୀ ବୋଝେଇ କରି ଗୋଟିଏ ମିନି ଟ୍ରକ ଓଡି!-->…
Read More...
Read More...
ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଖଲାସୀ
ବୌଦ୍ଧ,୫/୨- ମନମୁଣ୍ଡା - ସିନ୍ଧିଗୋରା ୪୧ ନମ୍ବର୍ ରାଜ୍ୟ ରାଜପଥର ଘଣ୍ଟାପଡା ଗ୍ରାମ ପଞ୍ଚାୟତ ଶ୍ରୀମାଳ ଗ୍ରାମ ନିକଟରେ ଆଜି ଭୋର ୩ ଘଣ୍ଟା ସମୟରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଅଞ୍ଚଳରୁ ମକା ବୋଝେଇ କରି!-->…
Read More...
Read More...
ସ୍ୱଧାର ଅନ୍ତେବାସୀଙ୍କ ଟଙ୍କା ହଡପ ଅଭିଯୋଗ, ଥାନାରେ ମାନିଲେ ଅଧିକ୍ଷିକା
ବୌଦ୍ଧ,୫/୨- ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଗ୍ରାମ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ପରିଚାଳିତ ସ୍ୱଧାର କେନ୍ଦ୍ରରେ ରହୁଥିବା ଜଣେ ମହିଳାଙ୍କ ଜମାଖାତାରୁ ଏଟିଏମ ମାଧ୍ୟମରେ ୩ ଲକ୍ଷ ଟଙ୍କା ହଡପ ଅଭିଯୋଗ ବୌଦ୍ଧ ଆଦର୍ଶ ଥାନାରେ ପହଞ୍ଚିବା ପରେ ସ୍ୱଧାର କେନ୍ଦ୍ର ଅଧିକ୍ଷିକା ଏବେ!-->…
Read More...
Read More...
ଅସଂପୂର୍ଣ୍ଣ ଡିଭାଇଡର ଯୋଗୁଁ ନିୟମିତ ଘଟୁଛି ଦୁର୍ଘଟଣା
ବୌଦ୍ଧ,୫/୨- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ!-->…
Read More...
Read More...