Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନଳକୂପ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ବୌଦ୍ଧ, ୪/୨ - ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ନୂତନ ନଳକୂପ ଖନନ ପାଇଁ ଦାବୀ ଜଣାଇ ଆଜି ଗ୍ରାମବାସୀ ବୌଦ୍ଧସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଝାଙ୍କରପଡା!-->…
Read More...
Read More...
ଦାଦନ ଶ୍ରମିକର ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି
ଖପ୍ରାଖୋଲ,୪/୨ - କେତେ ଆଶା ଭରସା କରି ଦି ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୂର୍ଘଟଣା ରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ (୪୫ ବର୍ଷ) । ପଛରେ!-->…
Read More...
Read More...
ଦୁର୍ଘଟଣାରେ ଆହତ ଯୁବକଙ୍କ ବୁର୍ଲା ନେବା ବେଳେ ବାଟରେ ମୃତ୍ୟୁ
ବୌଦ୍ଧ / ବାଉଁଶୁଣୀ,୪/୨ - ଗତକାଲି ସନ୍ଧ୍ୟାରେ ବାଉଁଶୁଣୀ ଥାନା ସାହାଜପାଲ୍ ନିକଟ କନକପୁର ଛକରେ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ସିଦ୍ଧପୁର ଗ୍ରାମର ଗୁରୁ ସାହୁଙ୍କ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି lଏଠାରେ ଉଲ୍ଲେଖଯୋଗ୍ୟ ଯେ!-->…
Read More...
Read More...
ବାଇକକୁ ଧକ୍କା ଦେଲା ସୁମୋ, ବାଇକ ଆରୋହୀ ଗୁରୁତର
ବୌଦ୍ଧ,୪/୨- ଚାରିଛକ୍ - ହରଭଙ୍ଗା ରାସ୍ତାର ଭାଲିଆଗୁଡା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଟାଟା ସୁମୋ ସହ ବାଇକର ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ମୋହନ କୁମାର୍ (32) କୌଣସି କାମରେ ଚାରିଛକ୍ ଯାଇ!-->!-->!-->…
Read More...
Read More...
ବାଇକ ଧକ୍କାରେ ଯୁବକ ଗୁରୁତର
ବୌଦ୍ଧ/ବାଉଁଶୁଣୀ,୩/୨- ଆଜି ସନ୍ଧ୍ୟା ପ୍ରାୟ ଘ. 8. 30 ମିନିଟ ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ନିକଟ କନକପୁର ଛକରେ ଜଣେ ପଥଚାରୀ ଯୁବକ ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା!-->!-->!-->…
Read More...
Read More...
ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଫୁଲବାଣୀ,୩/୨- ଚଳିତ ବର୍ଷ ପ୍ରଥମ ବଜେଟ୍ ଅଧିବେଶନରେ ବିଜେପି ସରକାରଙ୍କ ତରଫରୁ ଆଣିଥିବା ବଜେଟ୍ରେ ପେଟ୍ରୋଲ୍ ଓ ଡିଜେଲ ଅହେତୁକ ବୃଦ୍ଧିକୁ ନେଇ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଆଜି ଫୁଲବାଣୀ କୋର୍ଟଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…
Read More...
Read More...
ଓଡିଶା କର୍ମଜୀବି ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବୌଦ୍ଧ,୩/୨ - ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ନିର୍ବାଚନ ଚାରିଛକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପ-ସଭାପତି ଆଶୁତୋଷ ରଥ ଏବଂ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ପରମାନନ୍ଦ ମିଶ୍ରଙ୍କ ତତ୍ୱାବଧାନରେ ୨୦୨୧ ମସିହା ଠାରୁ!-->…
Read More...
Read More...
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ: କ.ନୂଆଗାଁ ବ୍ଲକ୍ରେ ଜନଜାତି ଗୋଷ୍ଠୀ…
ବାଲିଗୁଡ଼ା,୩/୨: ଆଜି ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କନ୍ଧମାଳ ଗସ୍ତ କରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ଠାରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଓ ଡାମେରିକିଆଠାରେ ଜନଜାତି ଗୋଷ୍ଠୀ ଗୃହର ଶୁଭ ଉଦଘାଟନ କରିଛନ୍ତି । ଏଥିସହିତ କ.ନୁଆଗାଁ!-->…
Read More...
Read More...
ନୃସିଂହନାଥ ପୀଠର ବିକାଶ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ
ଭୁବନେଶ୍ୱର,୩/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଯାଇ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ସେମାନେ ଭୁବନେଶ୍ୱର!-->…
Read More...
Read More...
ଭାରସାମ୍ୟ ହରାଇ ପିକ୍ଅପ୍ ଦୁର୍ଘଟଣା, 2 ଆହତ
ବୌଦ୍ଧ,୩/୨ - ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ଥାନା ଚାରିଛକ ହାଇସ୍କୁଲ ସାମ୍ନାରେ ଗତକାଲି ଅପରାନ୍ହରେ ଗୋଟିଏ ପିକ୍ଅପ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରୁ ବଲାଙ୍ଗୀରକୁ ଟମାଟୋ ଆଣିବାକୁ ଯାଉଥିବା ଏକ ମାଲ୍ ବୋଝେଇ ପିକ୍ଅପ୍!-->…
Read More...
Read More...