Browsing Category

ରାଜ୍ୟ

ଦୁଇ କାର୍ ମଧ୍ୟରେ ଧକ୍କା, ୩ ଗୁରୁତର

ବୌଦ୍ଧ,୨୧/୧୧- ଆଜି ଅପରାହ୍ନରେ ଜାତୀୟ ରାଜପଥ ନମ୍ବର ୫୭ର ଆଡେନିଗଡ୍ ନିକଟ ରାଣୀଗଂଜ ଠାରେ ଗୋଟିଏ ଇଣ୍ଡିକୋ ଓ ହୁଣ୍ଡାଇ କ୍ରେଟା କାର୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହରେ ଭୁବନେଶ୍ବରରୁ
Read More...

ବୌଦ୍ଧ : ଆଜି 3 କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୧/୧୧ - ଗତକାଲି ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩ ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା
Read More...

ଆସ୍ଥା ଓ ବିଶ୍ବାସର ପର୍ବ ଛଠ, ସୂର୍ଯ୍ୟଙ୍କୁ ଅରକ ଦେବାସହିତ ବ୍ରତ ସଂପନ୍ନ

କଣ୍ଟାବାଞ୍ଜି, ୨୧/୧୧- ଆସ୍ଥା ଓ ବିଶ୍ୱାସ ର ପରମ୍ପରାଗତ ମହାନ ପର୍ବ ଛଠ ଆଜି ସୂର୍ଯ୍ୟ କୁ ଅରକ ଦେବା ସହିତ 36 ଘଣ୍ଟିଆ ନିର୍ଜଳା ବ୍ରତ ସଂପନ୍ନ ହୋଇଛି । ସୂର୍ଯ୍ୟ ଓ ଭଉଣୀ ଛଠି ମାତାକୁ ସମର୍ପିତ ଏହିପର୍ବ ବର୍ତ୍ତମାନ ସାରା ବିଶ୍ୱରେ ପ୍ରଚଳିତ । କଣ୍ଟାବାଞ୍ଜିସ୍ଥିତ ବିହାରର ଲୋକମାନଙ୍କ
Read More...

ହୋଲଡିଂ ଟିକସ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ,୨୧/୧୧- ଫୁଲବାଣୀ ପୌର ପରିଷଦର ହୋଲଡିଂ ଟିକସ ଓ ସେବା କର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ ରେ ନୋଟିସ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନ କରିବା ପାଇଁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମାନ୍ୟବର
Read More...

ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶପାଇଁ ପ୍ରସ୍ତୁତି ବୈଠକ

ସୋନପୁର ,୨୧/୧୧ -ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଉପଜିଲ୍ଲାପାଳ ତଥା ପାତାଳୀ ଶ୍ରୀକ୍ଷେତ୍ର ର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆରେ ବଢ଼ିଚାଲିଛି ମଦୁଆଙ୍କ ରାଜ୍

ବୌଦ୍ଧ/ବାଉଁଶୁଣୀ,୨୧/୧୧-ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁଃପାର୍ଶ୍ବରେ ବସି ମଦ୍ୟପାନ କରିବାସହ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ସେହି
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,୨୧/୧୧- ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼
Read More...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଅଟୋ ଜବତ, ୩ ଚାଲାଣକାରୀ ଗିରଫ

ବାଲିଗୁଡ଼ା,୨୧/୧୧: ଆକ୍ସନ ମୁଡ୍‌ରେ କନ୍ଧମାଳ ପୋଲିସ୍‌ । ଗଞ୍ଜେଇ ଚୋରାଚାଲାଣ ବେଳେ ରାଇକିଆ ପୋଲିସ୍‌ ପକ୍ଷରୁ ଚଢ଼ାଉ । ୨୦କେଜି ୪୦୦ଗ୍ରାମ୍‌ ଗଞ୍ଜେଇ ସହ ଗୋଟିଏ ଅଟୋ ଜବତ କରିଛି ପୋଲିସ୍‌ । ଏଥିସହିତ ଚୋରାଚାଲାଣରେ ସମ୍ପୃକ୍ତ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି
Read More...

ବିଡିଓଙ୍କ ନାମରେ ଥାନାରେ ମାମଲା ପରେ ଖୋଲିପାରେ ଆବାସ ଦୁର୍ନୀତିର ଗୁମର !

ବୌଦ୍ଧ,୨୧/୧୧ - ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତରେ ଆବାସ ଯୋଜନାରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଯାଇ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ମାମଲାରେ ଛନ୍ଦି ହୋଇଛନ୍ତି । ଅଭିଯୋଗକାରୀଙ୍କ ଘରକୁ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ସେ କୁଆଡେ ଜାତିଆଣ ଆକ୍ଷେପ
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,୨୧/୧୧-ବୌଦ୍ଧଜିଲ୍ଲା ଶଗଡା ପଂଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି ।ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣା ରେ ତାଙ୍କର ଗୋଡ଼ ଆଘାତ
Read More...