Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ରାଜପଥ ୫୩ରେ ଦୁର୍ଘଟଣାରେ ମା ଓ ପୁଅର ମୃତ୍ୟୁ ଯୋଗୁଁ ରାସ୍ତାରୋକ
ସମ୍ବଲପୁର :ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ସଦର ପୁଲିସ ଥାନା ଅନ୍ତର୍ଗତ ପଡିଆ ବାହାଲରେ ଆଜି ମଙ୍ଗଳବାର ଦିନ ସାପ୍ତାହିକ ହାଟ ଯୋଗୁଁ ସେଠାରେ ପ୍ରବଳ ଭିଡ ଲାଗି ରହିଥିଲା । ଏହି ସମୟରେ ସଡ଼କ ପାର ହେଉଥିବା ସମୟରେ ମା ଓ!-->…
Read More...
Read More...
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ
ସୋନପୁର: ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବିଡିଓ ଙ୍କ ଠାରେ ଆବେଦନ କରିଥିଲେ । ବିଡିଓ ଉକ୍ତ!-->…
Read More...
Read More...
ସମିତି ସମ୍ପାଦକ ଓ ପିଅନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ଏଆରସିଏସ
ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଶିମିଳିପଦର ସେବା ସମବାୟ ସମିତିର ସମ୍ପାଦକ ଓ ପିଅନଙ୍କ ନାମରେ ଦାୟୀତ୍ୱରେ ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଅଭିଯୋଗର ତଦନ୍ତ ପରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମିତିର!-->…
Read More...
Read More...
ବହିରା-ଦୁମୁଦୁମା ରାସ୍ତା କାମର ମାନ ତନଖି କଲେ କନିଷ୍ଠ ଯନ୍ତ୍ରୀ
ବୌଦ୍ଧ/ ବାଉଁଶୁଣୀ,୨୦/୧୦ - ବୌଦ୍ଧବ୍ଲକ ବହିରା-ଦୁମୁଦୁମା ରାସ୍ତାର କାମ ଗତ ମାର୍ଚ୍ଚ ମାସରେ ହୋଇଥିବା ବେଳେ 6 ମାସ ନ ହେଉଣୁ ପିଚୁ ଉଠିଯିବା ନେଇ ଏକ ଖବର ହିରାଞ୍ଚଳ Live ଓ ହୀରାଞ୍ଚଳରେ ପ୍ରକାଶିତ ହୋଇଥିଲା | ତାର ପ୍ରଭାବରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ!-->…
Read More...
Read More...
ସଂକ୍ରମଣ ହାର କମିବା ସହିତ ସୁସ୍ଥତାହାର ବଢିଛି: ଆଜି ନୂଆ ୪୪ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର :କରୋନା ସଂକ୍ରମଣ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉତ୍ତରତ୍ତର ଉନ୍ନତି ଦେଖାଯାଉଛି, କିନ୍ତୁ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ବିଲୋପ ହୋଇ ପାରିବ ଏଥିରେ ସନ୍ଦେହ ରହିଛି । ଗୋଟିଏ ପଟେ ସଂକ୍ରମଣ କମୁଛି ତ ଅନ୍ୟ ପଟେ ସୁସ୍ଥତାହାର ବଢିଚାଲିଛି, ଯାହାକି ଜନସାଧାରଣ ସହିତ!-->…
Read More...
Read More...
ଗଜପତିରେ ପୁଣି ୨ଟି କରୋନା ପଜିଟିଭ ଚିହ୍ନଟ
ଗଜପତିରେ ପୁଣି ୨ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ କାଶୀ ନଗର ବ୍ଳକରୁ ଜଣେ ଗୋଶାଣି ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟରକୁ!-->…
Read More...
Read More...
ବୌଦ୍ଧ : 2400 ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା, ଆଜି 24 ଚିନ୍ହଟ
ବୌଦ୍ଧ,୨୦/୧୦ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ନୂତନ 24 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା 2400 ଡେଇଁଲା l ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ 24 କରୋନା ପଜିଟିଭ ଚିନ୍ହଟ ହୋଇଥିବା ଘୋଷଣା କରିବା ପରେ ଜିଲ୍ଲାରେ ପଜିଟିଭ ଚିନ୍ହଟ!-->…
Read More...
Read More...
ପୁଣି ରାଜ୍ୟରେ ୧୯୦୪ କରୋନା ପଜିଟିଭ ଚିହ୍ନଟ, ୧୬ମୃତ
ଭୁବନେଶ୍ୱର ୧୯ ।୧୦: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୧୯୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ!-->…
Read More...
Read More...
ଆମ୍ବଝରୀ ପଂଚାୟତ ମାମଲା, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ
ବୌଦ୍ଧ,୨୦/୧୦ - ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଂଚାୟତର ସରପଞ୍ଚ ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା କରିବା ସହ ସମିତି ସଭ୍ୟlଙ୍କୁ କରୁଥିବା ଉପେକ୍ଷା ସମ୍ପର୍କରେ ଆମ୍ବଝରୀ ସମିତି ସଭ୍ୟା ମନ୍ଦାକିନୀ କର୍ଣ୍ଣ ଅଭିଯୋଗ କରିଥିଲେ | ଶ୍ରୀମତୀ କର୍ଣ୍ଣଙ୍କ ଅଭିଯୋଗ ପାଇବା ପରେ ଓଡିଶା!-->!-->!-->…
Read More...
Read More...
ଦୁର୍ଘଟଣାଗ୍ରସ୍ତ ଛାତ୍ରଛତ୍ରୀଙ୍କୁ ପୁର୍ନବାର ଓଜେଇଇ ପରୀକ୍ଷା ଦେବାକୁ ମିଳିଲା ଅନୁମତି, ସୂଚନା ଦେଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁଟ, ରାମଗିରି, ଚନ୍ଦ୍ରଗିରି ଅଂଚଳର ୪୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଏକ ବସ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଗ୍ରାମ ନିକଟରେ ଗତ ୧୫ ତାରିଖ ଦିନ ଦୁର୍ଘଟଣାର ଶିକାର!-->…
Read More...
Read More...