Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ
ପୁରୀ : ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ!-->…
Read More...
Read More...
ମହୁଲ ଫୁଲ ସହ ପିକଅପ ଜବତ, ୨ ଗିରଫ
ରେଢ଼ାଖୋଲ: ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ବାରବାଙ୍କ ଗ୍ରାମରୁ ଏକ ମହୁଲ ଫୁଲ ବୋଝେଇ ପିକଅପ ଗାଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି ।୯ କ୍ୟୁଣ୍ଟାଲ ମହୁଲ ଫୁଲ, ନଗଦ ଦଶ ହଜାର ଟଙ୍କା ସହ ଓଡି୧୯ଏସ୍୦୧୧୫ ନମ୍ବର ଗାଡି!-->…
Read More...
Read More...
ଚମ୍ପୁଆ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ୧୫ଜଣଙ୍କ ପ୍ରାର୍ଥୀପତ୍ର କାଏମ
ଚମ୍ପୁଆ: ଚମ୍ପୁଆ ନିର୍ବାଚନମଣ୍ଡଳି ପାଇଁ ଗତକାଲି ପ୍ରାର୍ଥୀ ପତ୍ର ଦାଖଲ ହୋଇଥିବାବେଳେ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଯାଇଛି । ଚମ୍ପୁଆ ବିଧାନସଭା ଆସନରେ ମୋଟ ୧୫ ଜଣ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ ପରେ ସମସ୍ତଙ୍କ ପ୍ରାର୍ଥୀ ପତ୍ର କାଏମ ଥିବା!-->…
Read More...
Read More...
ଗଛକୁ ଧକ୍କା ଦେଲା କାର,ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ
ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଇରୀଘାଟି ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ । ସୂଚନା ମତେ ଏକ ନାଲି ରଙ୍ଗର କାର ଖୋର୍ଦ୍ଧା ପଟୁ ବଲାଙ୍ଗୀର ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ କଇରୀ!-->…
Read More...
Read More...
ଡିଭିଜନାଲ କମିଟି ମେମ୍ବର ମାଓବାଦୀ ମାଡକାମର ଆତ୍ମସମର୍ପଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ନିୟମିତ କମ୍ବିଙ୍ଗ ଅପରେସନ ମାଓ ସଂଗଠନର ବରିଷ୍ଠ ନେତାଙ୍କ ଶାରୀରିକ ଓ ମାନସିକ ନିର୍ଯାତନାରେ ଅତିଷ୍ଟ ହୋଇ କେକେବିଏନ ଡିଭିଜନର (ଡି ସିଏମ) ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଦକ୍ଷିଣା ଞ୍ଚଳ ଆଇଜି ଜୟନାରାୟଣ ପଙ୍କଜ,!-->…
Read More...
Read More...
ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ବଢିବ ମହିଳା ଭୋଟରଙ୍କ ମତଦାନ ହାର
ଦଶପଲ୍ଲା : ମଇ ୨୦ରେ ଦଶପଲ୍ଲାରେ ହେବ ମତଦାନ । ଏଥିପାଇଁ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ପାଇଁ ୨୩୪ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ କରାଯିବ । ଦଶପଲ୍ଲା ବ୍ଲକରେ ୧୦୦ ମତଦାନ କେନ୍ଦ୍ର ମଧ୍ୟରୁ ୭ଟି ସଖୀ ବୁଥ୍, ୩୬ଟି ଇକୋ ଫ୍ରେଣ୍ଡଲି ବୁଥ୍, ୨ଟି ସବୁଜ ସୁନ୍ଦର!-->…
Read More...
Read More...
ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ
ଦେବଗଡ଼: ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ଦେବଗଡ଼ ବିଧାନସଭା ଆସନରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି ।ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି!-->…
Read More...
Read More...
ହଜାର ହଜାର ସମର୍ଥଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ଜଗନ୍ନାଥ
କେନ୍ଦୁଝର : ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ସୋମବାର ଦିନ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । କେନ୍ଦୁଝରଗଡ ମୁନିସିପାଲିଟି କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତାରୁ ଏକ ସୁସଜ୍ଜିତ ଗାଡିରେ ହଜାର ହଜାର ଦଳୀୟ କର୍ମୀ ଏବଂ ଜିଲ୍ଲା ନେତୃବର୍ଗଙ୍କ ଗହଣରେ ଶ୍ରୀ!-->…
Read More...
Read More...
ବାଲିଗୁଡାରେ ବିଜେଡିର ଜୋରଦାର ପ୍ରଚାର
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବାଇକ୍ ରାଲି ସହ ଘନଘନ ପ୍ରଚାର । ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ଠାରୁ ମିଡ଼ିଆକିଆ ବିଶାଳ ମୋଟରସାଇକେଲ ରାଲିରେ ଯାଇ ସେଠାରେ ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଭୋଟ୍!-->…
Read More...
Read More...
ଏଥର ରାଜ୍ୟରେ ହେବ ଡବଲ ଇଂଜିନ ସରକାର : ମୋଦୀ
ବ୍ରହ୍ମପୁର/ନବରଙ୍ଗପୁର,୬/୫ : ଏଥର ଓଡିଶାରେ ବିଜେଡି ଯିବ ଓ ବିଜେପି ଆସିବ । ପ୍ରଥମ ଥର ରାଜ୍ୟରେ ହେବ ଡବଲ ଇଂଜିନ ସରକାର । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡିଶାକୁ ନୂଆ ଶକ୍ତି ଓ ନୂଆ ନେତୃତ୍ୱ ମିଳିବ । ଜୁନ୍ ୪ରେ ବିଜେଡି ସରକାର ଏକ୍ସପାୟାରୀ ହେବ ଓ!-->…
Read More...
Read More...