Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି
ପୁରୀ : ଜୁଲାଇ ୭ ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚଛି ରଥ ଦଉଡି । ସମୁଦାୟ ୨୬ଟି ଦଉଡି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି!-->…
Read More...
Read More...
ବିଜେଡିରେ ଯୋଗଦେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ
ଭୁବନେଶ୍ବର:ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି | ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା!-->…
Read More...
Read More...
ସାହିଯାତ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ
ପୁରୀ : ଶ୍ରୀକ୍ଷେତ୍ର ରେ ହେବାକୁ ଥିବା ସାହି ଯାତ କୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ବାଲି ସାହି ଆଖଡା ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ସାହିଯାତ ପୁରୀ ର ଐତିହ୍ୟ,!-->…
Read More...
Read More...
ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କୁ ଜିଲ୍ଲାପାଳଙ୍କ ଛାଟ
ବୌଦ୍ଧ : ନୂଆପାଲି ହାଇସ୍କୁଲର ଶିକ୍ଷକଙ୍କୁ ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ ବଦଳି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ lଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜନୈତିକ ସମ୍ପୃକ୍ତି ଥିବା ଆଦିବାସୀ ହାଇସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବୌଦ୍ଧ!-->…
Read More...
Read More...
ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ : ଜଣେ ଗିରଫ
ବରଗଡ : ବରଗଡ ବନବିଭାଗ ଦ୍ୱାରା ହିମାଚଳପ୍ରଦେଶକୁ ଚାଲାଣ ହେଉଥିବା ଲକ୍ଷାଧିକ ମୂଲ୍ୟର ଖଇରକାଠ ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସମ୍ବଲପୁର ବନମଣ୍ଡଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏବଂ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ!-->…
Read More...
Read More...
ଜୟନ୍ତୀଗଡ଼ଠାରେ ଧୂମଧାମରେ ପାଳିତ ହେଲା ଇଦ୍ ଉଲ୍ ଫିତର
କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ଝାଡଖଣ୍ଡ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଜୟନ୍ତୀଗଡଠାରେ ଆଜି ସକାଳ ୬.୩୦ମି ସମୟରେ ମୁସଲମାନ ବସ୍ତିର ମସଜିଦରେ ଏକ କାଳୀନ ୬୦୦୦ ହଜାର ମୁସଲମାନ ପୁରୁଷ ଓ ସ୍ତ୍ରୀଲୋକ ନମାଜ ପାଠ କରିଥିଲେ । ଏହି ପ୍ରାର୍ଥନା ସଭାର ସୁଚାରୁପରେ ପରିଚାଳନା ପାଇଁ ମହିଳା ନମାଜି!-->…
Read More...
Read More...
ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ
ନୂଆଗାଁ : ନୂଆଗାଁ ବ୍ଲକ ସଦରମହକୁମାରେ ଥିବା ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ!-->…
Read More...
Read More...
ମହା ଆନନ୍ଦରେ ପାଳିତ ହେଲା ଇଦ୍ ଉଲ୍ ଫିତର
ଘୁ.ଉଦୟଗିରି: ମୁସଲମାନ ସଂପ୍ରଦାୟ ମାନଙ୍କର ସବୁ ଠାରୁ ବଡ଼ ପର୍ବ ଇଦ ଉଲ ଫିତର । ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସି ମନରେ ଏହି ଭାଇଚାରାର ପର୍ବକୁ ବିଶ୍ୱ ବାସୀଙ୍କ ଖୁସି କାମନା କରି!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଆଜି ବିଜେଡି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିଭଳି ବାଲିଗୁଡା!-->!-->!-->…
Read More...
Read More...
ଚୋରାବନ୍ଧୁକ ଜବତ୍, ଜଣେ ଗିରଫ
ଦଶପଲ୍ଲା : ) ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ । ଏହି ଅଂଚଳର ଅଧିକାଂଶ ବ୍ୟକ୍ତି ନିଜ ପାଖରେ ଦେଶୀ ବନ୍ଧୁକ ରଖି ଜଙ୍ଗଲରୁ ଅବାଧରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତକାଲି ରାତିରେ ବାଣୀଗୋଛା ପୁଲିସ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ!-->…
Read More...
Read More...