Browsing Category

ରାଜ୍ୟ

ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଲକରୁ ୨ ଜଣ ଗୋଶାଣି ବ୍ଲକରୁ ୪ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୧୧ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୨ ଜଣ, ଆର…
Read More...

ସମ୍ବଲପୁରରେ ଆଜି ନୂଆ ୭୮ ଜଣ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି

ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ…
Read More...

ବୌଦ୍ଧ: ଆହୁରି କୋହଳ ହେଲା ଲକ୍‌ଡାଉନ ସମୟ

ବୌଦ୍ଧ,୧/୯-ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେପ୍‌ଟେମ୍ବର ପହିଲାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍‌ କଟକଣାକୁ ଟିକିଏ କୋହଳ କରିଛନ୍ତି । ଗତ ଅଗଷ୍ଟ ୧୬ ତାରିଖଠାରୁ ଅଗଷ୍ଟ ଶେଷ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ…
Read More...

କାର୍‌ ଧକ୍କାରେ ବାଳିକା ଗୁରୁତର

ବୌଦ୍ଧ,୧/୯ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ନିକଟରେ କାର୍‌ ଧକ୍କାରେ ଜଣେ ବାଳିକା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ଛକ ନିକଟରେ ମନୀଷା…
Read More...

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ କଣ୍ଟାମାଳ ବ୍ଲକ୍‌ ଶୁଣ୍ଢୀପଦର ଗ୍ରାମ ପଂଚାୟତ ଧୁଙ୍ଗିଆପଦର ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧୁଙ୍ଗିଆପଦର ଗ୍ରାମର ଶୁକୃ ନାଏକ (୨୫ ବର୍ଷ ) ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ…
Read More...

ବିଷଧର ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ /ଜହ୍ନାପଙ୍କ- ଗୋଟିଏ ବିଷଧର ସାପ କାମୁଡାରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ତେଲିବନ୍ଧ ଗ୍ରାମର ରାମଚନ୍ଦ୍ର ହୋତାଙ୍କ ପୁଅ ମିତ୍ରଭାନୁ ହୋତା ( 25)ବର୍ଷ ଗତକାଲି ଅପରାନ୍ହ ପ୍ରାୟ ଘ 2. 30 ମିନିଟ ସମୟରେ ନିଜ…
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୋନପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଜରି ପାଇଁ ରାସ୍ତାରୋକ, ପ୍ରତିଶ୍ରୁତି ପରେ ଲୋକେ ହେଲେ ଶାନ୍ତ

ବୌଦ୍ଧ : ଗତ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଘର ଉପରେ ଟାଣିବା ପାଇଁ ଯେଉଁ ଜରି ପାଲ ଦିଆଯାଏ ତାହା ମଧ୍ୟ ଲୋକଙ୍କୁ ମିଳୁନାହିଁ । ହରଭଙ୍ଗା ତହସିଲ ଅନ୍ତର୍ଗତ୍ ବୀରନରସିଂହପୁର ରାଜସ୍ୱ…
Read More...

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ସ୍ୱେଚ୍ଛାସେବୀ

ସମ୍ବଲପୁର : ବିଗତ ଦିନରେ ହୀରାକୁଦବନ୍ଧରୁ ବନ୍ୟାଜଳ ନିଷ୍କାସନ ଫଳରେ ଏଠାକାର ବିଭିନ୍ନ ତଳି ଅଂଚଳରେ ଉପୁଜିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସହରର ସମସ୍ତ ତଳି ଅଂଚଳରେ ପଛୁଆ ପାଣି ପ୍ରବେଶ କରି ଅଂଚଳ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଫଳରେ ଲୋକେ…
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୪ ଜଣ ଗୋଶାଣି ବ୍ଲକରୁ ୫ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୯ ଜଣ, ମୋହନା ବ୍ଲକରୁ ୩ ଜଣ, ରାୟଗଡ ବ୍ଲକ ରୁ ୩ ଜଣ, ଗଜପତି ଜିଲ୍ଲାର ଜଣେ…
Read More...