Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କରୋନା ସଚେତନତା
କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାରେ 7ଟି ବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଳନ କରାଯାଇଛି।ଏହି ସକାଶେ NKYର ଜିଲ୍ଲା ଯୁବ ଅଧିକାରୀଶ୍ରୀ ବିଜୟ କୁମାର!-->…
Read More...
Read More...
ସୁବର୍ଣ୍ଣପୁର :ନୂଆଁଖାଇ ପାଇଁ କରୋନା କଟକଣା କୋହଳ
ସୁବର୍ଣ୍ଣପୁର :ଚଳିତ ବର୍ଷର ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଜିଲ୍ଲାରେ ଜାରି କରାଯାଇଥିବା କିଛି ପୁରୁଣା କଟକଣା କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୧୭୦୮/୨୦,୮,୨୦ ଅନୁସାରେ କୋହଳ କରିଛନ୍ତି। ପୂର୍ବରୁ ଥିବା ଶନିବାର ଓ ରବିବାର ର ସଟଡାଉନ କୁ କୋହଳ!-->…
Read More...
Read More...
ଦହ୍ୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଦୁରାବସ୍ଥା
ବୌଦ୍ଧ - ବୌଦ୍ଧ ତହସିଲ୍ ଅନ୍ତର୍ଗତ ଦହ୍ୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦୁଇ ମାସ ତଳେ ଆସିଥିବା ବାତ୍ୟାରେ ଭାଙ୍ଗି ଯାଇଥିଲା l କାର୍ଯ୍ୟାଳୟର ଟିଣ ଛପର ପବନରେ ଉଡି ଯାଇଥିଲା l ସେଗୁଡିକ ସଂଗ୍ରହ କରି ଉପରେ ଲଦି ଦିଆଯାଇ ଥିଲା | ବର୍ଷା ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର!-->…
Read More...
Read More...
ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୌଦ୍ଧ - ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ନିକଟରେ ଗୋଟିଏ ବଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ କଳାହାଣ୍ଡି ଯାଉଥିବା ଏକ ବଲେରୋ ଓଡି 33 ସି 8604 ଗତକାଲିର ବିଳମ୍ବିତ ରାତିରେ ପୁରୁଣାକଟକ ଟିଭିଏସ ସୋ!-->…
Read More...
Read More...
ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ
ବୌଦ୍ଧ/ବାଉଁଶୁଣୀ - ପ୍ରାଚୀନ ବୌଦ୍ଧ ଗଡଜାତର ମହିଳା ସ୍ବାଧୀନତା ସଂଗ୍ରାମୀ ମଣି ମେହେର ଆଜି 94 ବର୍ଷ ବୟସରେ ନିଜ ଘର ବାଉଁଶୁଣି ଠାରେ ପରଲୋକ ଗମନ କରିଛନ୍ତି | ତାଙ୍କର ସ୍ବାମୀ କିଶନ ମେହେର ମଧ୍ୟ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ l ଉଭୟେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ସମ୍ବଲପୁର ଓ!-->…
Read More...
Read More...
କିଆକଟା ନିକଟରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା
ବୌଦ୍ଧ - ଆଜି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ବୌଦ୍ଧ - ରେଢାଖୋଲ୍ ରାସ୍ତାର ମହାନଦୀ ପୋଲର ଅପର ପାର୍ଶ୍ବରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟି 4 ଜଣ ଯାତ୍ରୀ ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ସମ୍ବଲପୁରର ଯାଉଥିବା ଗୋଟିଏ ଇଣ୍ଡିକା ଭିଷ୍ଟା କାର୍!-->!-->!-->…
Read More...
Read More...
ବୌଦ୍ଧ ବନ ବିଭାଗ କର୍ମଚାରୀଙ୍କ ସ୍ବାବ ନମୂନା ସଂଗ୍ରହ
ବୌଦ୍ଧ,୨୦/୮ - କେନ୍ଦୁପତ୍ର ଡିଭିଜନର ୧୨ କର୍ମଚାରୀଙ୍କ ଦୁଇ ଦିନ ତଳେ କରୋନା ପଜିଟିଭ ବାହାରିଥିଲା l ସେହିପରି ବୌଦ୍ଧ ଟେରିଟୋରିଆଲ ଫରେଷ୍ଟ ଡିଭିଜନରେ କାର୍ଯ୍ୟରତ ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଆଜି ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା!-->…
Read More...
Read More...
ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୬ ତମ ଜନ୍ମଦିବସ ପାଳିତ
ପାରଳାଖେମୁଣ୍ଡି,୨୦/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୬ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା!-->…
Read More...
Read More...
ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ୧୧୮ ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୨୦/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପଦ୍ମଶ୍ରୀ ଡଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୧୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସୃତି ସଂସଦର ସଂପାଦକ ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ କୋର୍ଟ ଛକ ନିକଟରେ ଥିବା ତାଙ୍କ!-->…
Read More...
Read More...
ହରଭଙ୍ଗା: ଭ୍ରମ୍ୟମାଣ ଗାଡିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ବନ୍ଦ କରିବାକୁ ଚାଲିଛି ମସୁଧା
ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ପଞ୍ଚାୟତବାସୀଙ୍କ ପାଇଁ ହରଭଙ୍ଗା ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ଅତ୍ୟାବଶକୀୟ ସାମଗ୍ରୀ ଚାଉଳ, ଗହମ ଯୋଗାଇବା ନିମନ୍ତେ ନିୟୋଜିତ ଭ୍ରାମ୍ୟମାଣ ଗାଡିରେ ସାମଗ୍ରୀ ପରିବହନ କରି ଦୁର୍ଗମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚାଇବାରେ ଏକ ପ୍ରମୁଖ ଦାୟିତ୍ୱ ଗ୍ରହଣ!-->…
Read More...
Read More...