Browsing Category

ରାଜ୍ୟ

କରୋନା ଯୋଦ୍ଧା ବରିଷ୍ଠ ସାମ୍ବାଦିକ ରତନମ୍ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନୁମୋଦନ,ଗଜପତି ସାମ୍ବାଦିକଙ୍କ…

ପାରଳାଖେମୁଣ୍ଡି, ଜିଲ୍ଲାର ଜଣେ କୋଭିଡ୍ ଯୋଦ୍ଧା ତଥା ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତନମ୍‌ଙ୍କ ଗତ ୧୨ ତାରିଖରେ ପରଲୋକ ହୋଇଥିଲା । ସେ ସାମ୍ବାଦିକମାନଙ୍କ ପାଇଁ ରୋଲ୍ ମଡେଲ୍ ଥିଲେ । ତେଲୁଗୁ ଇନାଡୁ ଦୈନିକ ପତ୍ରିକାରେ ସେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ।
Read More...

ଆପ୍ ପକ୍ଷରୁ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି : ଆପ୍ ଗଜପତି ତରଫରୁ ଗୁମ୍ମା ବ୍ଲକର ମୁନି ସିଂ ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗ ସିଂ ଗ୍ରାମରେ ମାସ୍କ ବଣ୍ଟନ କରାଯାଇଛି । ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ଉକ୍ତ ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କୋରୋନା ସଂକ୍ରମଣ ରୁ
Read More...

ଗଜପତି ଜିଲ୍ଲାରେ ପାସ ହାର ୭୫.୮୨% ପ୍ରତିଶତ

ପାରଲାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ୭୫.୮୨% ପ୍ରତିଶତ ରହିଛି । ଜିଲ୍ଲାରେ ପାସ ହାର ଭଲ ଥିଲେ ମଧ୍ୟ କେହି ଜଣେ ଏ-୧ ଗ୍ରେଡରେ ନାହାନ୍ତି । ଜିଲ୍ଲାରେ ମୋଟ ୭,୪୭୯ ଛାତ୍ରଛାତ୍ରୀପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୭୨୬୨
Read More...

ଦିନକରେ ୨୪ ପଜିଟିଭ ଚିହ୍ନଟ,ସଙ୍କଟାପନ୍ନ ସ୍ଥିତିରେ ଷ୍ଟେସନପଡ଼ା

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଘନେଇବାରେ ଲାଗିଛି ଓ ବର୍ତ୍ତମାନ ସବୁଠାରୁ ବିପନ୍ନ ସ୍ଥିତି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ଦିନକ ମଧ୍ୟରେ ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ କେବଳ ମାତ୍ର ଜଣେ ରେଢ଼ାଖୋଲର ହେବା ବ୍ୟତୀତ ବାକି ସବୁ ୫୫ଯାକ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସ୍ଥାପନା ଦିବସ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪୩ତମ ସ୍ଥାପନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି
Read More...

ଡ୍ୟୁଟି ସାରି ଫେରିବା ବେଳେ ଦୁର୍ଘଟଣା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ସଦର ଥାନା ଫୁଲବାଣୀର ଦୁଇ ଗୃହରକ୍ଷୀ ସଦାନନ୍ଦ ସାହାଣୀ ଓ ପ୍ରତାପ କୁମାର ସାହାଣୀ ଆଜି ଗୁମାଗଡ ଠାରେ ଡ୍ୟୁଟି ସାରି ୨ ଘଣ୍ଟିକା ସମୟରେ ଥାନାକୁ ଫେରୁଥିବା ବେଳେ କେରେଡି ଠାରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ
Read More...

ଘର ନଥିବାରୁ ଏ ଘରେ ସେ ଘରେ ରହୁଛନ୍ତି ନିତ୍ୟାନନ୍ଦ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୀର୍ଘ ୭ବର୍ଷ ହେଲା ଘୁ.ଉଦୟଗିରି ବ୍ଲକ ରାଇକଲା ଗ୍ରାମପଞ୍ଚାୟତର ଖାରିଆପଡ଼ା(ଦେରିନାଜୁ)ରେ ବାସ କରୁଥିବା ନିତ୍ୟାନନ୍ଦ ପ୍ରଧାନ(ନିତେଇ)(୬୮)ଙ୍କ ଘର କିମ୍ବା ଜମିବାଡ଼ି ନଥିବା ହେତୁ ଏ ଘରେ ସେ ଘରେ ରହୁଛନ୍ତି । ପଞ୍ଚାୟତରେ ହେଉ ବା ବ୍ଲକରେ ହେଉ କେତେଥର ଆବେଦନ
Read More...

ଗଜପତିରେ ପୁଣି ୯୭କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୧୦ ଜଣ,ଗୁମ୍ମା ବ୍ଳକରୁ ୩ଜଣ,ରାୟଗଡ଼ ବ୍ଳକରୁ ୫ଜଣ,ପାରଳା ପୌର ପରିଷଦରୁ ୫୮ ଜଣ, ଆର.ଉଦୟଗିରି ବ୍ଳକରୁ ୮ଜଣ କାଶୀନଗର ବ୍ଳକରୁ ୮ ଜଣ ଚିହ୍ନଟ ହୋଇଥିବା
Read More...

ସମ୍ଵଲପୁର ଜିଲ୍ଲାରେ ଆଜି ୫୬ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟାା ୩୯୮ହେଲା

ସମ୍ବଲପୁର,ସମ୍ବଲପୁର ଜିଲ୍ଲାରେ ଆଜି ୫୬ ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ମୋଟ ଆକ୍ରାନ୍ତ ଙ୍କ ସ°ଖ୍ଯା ୩୯୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୨୧୫ ସକ୍ରିୟ ପଜିଟିଭ ଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି ଓ ଜଣଙ୍କ ର ମୃତ୍ୟୁ ହୋଇଛି ।
Read More...

ସମ୍ବଲପୁରରେ କରୋନା ମୃତ୍ୟୁ ଆରମ୍ଭ ହେଲା

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶତକ ଅତିକ୍ରମ କଲାପରେ ଏଠାରେ କରୋନା ମୃତ୍ୟୁ ଆରମ୍ଭ ହୋଇଛି । ମୃତକଙ୍କ ଚିହ୍ନଟ ଜଣେ ୬୭ ବର୍ଷୀୟ ପୁରୁଷ ରୂପେ କରାଯାଇଛି ଓ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଶାସନିକ
Read More...