Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧୋନୀଙ୍କ ସହ ବିତାଇଥିବା ପୁରୁଣା ଦିନକୁ ମନେ ପକାଇଲେ ଗମ୍ଭୀର, କହିଲେ ଏହି କଥା
ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ବିତାଇଥିବା ପୁରୁଣା ଦିନକୁ ମନେ ପକାଉଛନ୍ତି । ସେ ଏକ ସୋ ଜରିଆରେ କହିଛନ୍ତି ଯେ, ଆମେ ଧୋନୀଙ୍କ ସହ କେବଳ କେଶ ଉପରେ ଚର୍ଚ୍ଚା କରିଥାଉ । ଗମ୍ଭୀର ଏକ ସିରିଜ!-->…
Read More...
Read More...
ପାଟଣାଗଡର ଏହି ଅଂଚଳ କଣ୍ଟେନମେଣ୍ଟ ଜୋନ୍
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ଗଡଭିତରରେ ୨୩ ବର୍ଷିୟ ଯୁବକ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ନମ୍ବର ୱାର୍ଡର ୨୩ ବର୍ଷର ଯୁବକ ଜଣକ କିରିଗିସ୍ଥାନରୁ ଗତ ୪ ତାରିଖରେ ପାଟଣାଗଡ ଆସି ହୋମ କ୍ୱାରେଣ୍ଟାଇନରେ ଥିଲେ । ଆଜି ତାର କରୋନା ଟେଷ୍ଟ ପଜିଟିଭ ବାହାରିବାରୁ!-->…
Read More...
Read More...
ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ
ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌରପରିଷଦ ପକ୍ଷରୁ ବଜାର ନିକଟରେ ଦୁଇ ଚକିଆ ଓ ଚାରି ଚକିଆଯାନ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ରହିଛି । କିନ୍ତୁ ଲୋକେ ବଜାରକୁ ଆସିଲେ ଦୁଇଚକିଆ ଯାନ ବିଭିନ୍ନ ଦୋକାନ ସମ୍ମୁଖରେ ବା ବଜାରକୁ ଯିବା ମୁଖ୍ୟ ରାସ୍ତାରେ!-->…
Read More...
Read More...
ବେଲପଡାରେ ଡବଲ ମର୍ଡର, ୮ ଗୁରୁତର
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡାଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଟ୍ରାକ୍ଟର ଭଡା ଟଙ୍କା ନେଣାଦେଣାକୁ ନେଇ ଡବଲ ମର୍ଡର ଘଟିଛି । ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡରୁ ହଣାକଟାରେ ଚାଲିଗଲା ବାପପୁଅଙ୍କ ଦୁଇଟି ଅମୂଲ୍ୟ ଜୀବନ । ମୃତକ ମୋତିଲାଳ ବନଛୋର(୫୮) ଓ ତାଙ୍କ ପୁଅ!-->…
Read More...
Read More...
ଗଜପତିରେ ପୁଣି ୧୯ଟି କରୋନା ପଜିଟିଭ ଚିହ୍ନଟ
ଗଜପତି ରେ ପୁଣି ୧୯ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୁମ୍ମା ବ୍ଳକରୁ ୨ ଜଣ, ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୪ ଜଣ ଓ ପାରଳା ପୌରପରିଷଦ ରୁ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା ପଜିଟିଭ!-->…
Read More...
Read More...
ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ପୁଣି ୩ଜଣ ଜୀବନ ଏହି ବିଶ୍ୱ ମହାମାରୀ କରୋନା ରୋଗରେ ଯାଇଛି । ମୃତକ ତିନି ଜଣ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ!-->…
Read More...
Read More...
ଅବକାରୀ ବିଭାଗର ଚଢ଼ାଉ ଧର୍ମକୁ ଆଖି ଠାର : ଦାରିଙ୍ଗବାଡ଼ିରେ ଓଡି-୧୨ କାରବାର ବୃଦ୍ଧି
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ଧର୍ମକୁ ଆଖିଠାରସଦୃଶ୍ୟ ହୋଇଛି କ୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର (କୋଡ ୱାର୍ଡ -ଓଡି-୧୨ -ଓନଲି ଦେଶୀ ବାର) ବହୁ ମାତ୍ରାରେ ବୃଦ୍ଧି ପାଇଛି । ଯାହା ଫଳରେ ବର୍ତ୍ତମାନ ଲୋକଙ୍କ ପାଖରେ କାମ!-->…
Read More...
Read More...
ପୁଣି ୨ କରୋନା ପଜିଟିଭ, ସମ୍ବଲପୁର ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୧୩କୁ ବୃଦ୍ଧି
ସମ୍ବଲପୁର : ଆଜି ଆଉ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୧୩ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୩ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ଯେ!-->…
Read More...
Read More...
ଅପହରଣର କାରଣ ଅସ୍ପଷ୍ଟ; ତୃତୀୟ ଦିନରେ ମଧ୍ୟ ପୁଲିସର ହାତ ଖାଲି
ସମ୍ବଲପୁର : ଏଠାକାର ଜଣେ ପ୍ରତିଷ୍ଠିତ ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ(୬୩)ଙ୍କ ଶୁକ୍ରବାର ଦିନ ଅପହରଣ ଓ ୧୨ ଘଣ୍ଟା ଭିତରେ ସୁରକ୍ଷିତ ଘର ବାହୁଡ଼ାର ଆଜି ତୃତୀୟ ଦିନରେ ମଧ୍ୟ ଏହି ଘଟଣା ପଛରେ ନିହିତ କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଏକ ଅସ୍ପଷ୍ଟ ସୂତ୍ରରୁ ଜଣାପଡିଛି ଯେ ଏହା ପଛରେ!-->…
Read More...
Read More...
ମନମୁଣ୍ଡାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା
ବୌଦ୍ଧ,୧୨/୭ - ମହାନଦୀ ଓ ତେଲ ନଦୀ ମନମୁଣ୍ଡା ନିକଟରେ ଏକାଠି ମିଶିଛନ୍ତି କିନ୍ତୁ ଦୁଃଖର କଥା ଯେ ମନମୁଣ୍ଡାବାସୀ ପାନୀୟ ଜଳ ସମସ୍ୟା ପାଇଁ କଷ୍ଟ ଭୋଗୁଛନ୍ତି । ନଦୀରେ ଜଳ ଅଛି, ପାଇପ ବି ପୋତା ଯାଇଛି,୨୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଅଛି କିନ୍ତୁ ଜଳଯୋଗାଣ କେବେ ମଧ୍ୟ ଶ୍ୃଙ୍ଖଳିତ!-->…
Read More...
Read More...