Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ପୁରୀ: ରବିବାର ଅନବସର ଆରମ୍ଭ ହୋଇଥିବା ବେଳେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ଅଣସର ଦର୍ଶନ ଏକ ଅନନ୍ୟ ଦର୍ଶନ । ଅନବସର ସମୟରେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାସହ ଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ । ଏହି ବିଶ୍ୱାସକୁ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବୀରମହାରାଜପୁର ବିଧାୟକ
ଉଲୁଣ୍ଡା: ଆଜି ଦିନ ୧୧ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା । ଏହି ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର ରୋହିତ ହୋତା ନାମକ ଜଣେ ଯୁବକ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ!-->…
Read More...
Read More...
ଜିଲ୍ଲା ଷ୍ଟାଡିୟମ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କଲେ ବୌଦ୍ଧ ବିଧାୟକ
ହଟିଲା କଂକ୍ରିଟ ହେଲିପ୍ୟାଡ, କ୍ରୀଡାପଯୋଗୀ ହେବ…
ବୌଦ୍ଧ,୨୨/୬:- ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ବୌଦ୍ଧ ଜିଲ୍ଲାର ଏକମାତ୍ର ଜିଲ୍ଲା ଷ୍ଟାଡିୟମ ପରିଦର୍ଶନରେ ଯାଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦ ବର୍ଷରୁ ଉର୍ଦ୍ଧ୍ୱ ହେଲା ଷ୍ଟାଡିୟମ ନିର୍ମାଣ ଚାଲିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରୀଡାପଯୋଗୀ ହୋଇନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ!-->…
Read More...
Read More...
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୨୧/୬:- ବୌଦ୍ଧଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ଆଜି ଜିଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ!-->…
Read More...
Read More...
ନୈତିକତାକୁ ବ୍ରତ ପାଇଁ ଡାକ୍ତରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ବଲାଙ୍ଗିର,୨୧/୬:- ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ!-->…
Read More...
Read More...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ଯୋଗ ଦିବସ ପାଳିତ
ଫୁଲବାଣୀ : ଗୁମା ଗୁମାଗଡ଼ ସ୍ଥିତ ନୃସିଂହ ସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ରୀୟ ଜନସଂଚାର କାର୍ଯ୍ୟାଳୟ, ଫୁଲବାଣୀ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ- ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉଚ୍ଚ ବିଦ୍ୟାଳୟର!-->…
Read More...
Read More...
କାଳବୈଶାଖୀ ଉଡ଼ାଇନେଲା ଛପର
ଦଶପଲ୍ଲା : - ଗତକାଲି ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । କାଲି ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରକୁ ସଂପୂର୍ଣ୍ଣ ଭାବେ ମାଟିରେ!-->…
Read More...
Read More...
ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ
ବାଲିଗୁଡ଼ା: ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା ।ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍ ଡ୍ରାଇଭର ଖୋର୍ଦ୍ଧା!-->…
Read More...
Read More...
ରାଜ୍ୟର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଭୁବନେଶ଼୍ବର,: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି । ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ରାଜ୍ୟର ୨୪ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁଥିବା ଜଣାପଡ଼ିଛି । ଅନ୍ୟ ୬ଟି ଜିଲ୍ଲା- ମୟୁରଭଞ୍ଜ, ବାଲେଶ଼୍ବର, ସୁନ୍ଦରଗଡ଼, କେନ୍ଦୁଝର ଏବଂ!-->…
Read More...
Read More...
ବନାଂଚଳ ସ୍ତରୀୟ ବନସୁରକ୍ଷା ସମିତି କର୍ମଶାଳା
ଚମ୍ପୁଆ: ଚମ୍ପୁଆ ବନାଂଚଳ କାର୍ଯ୍ୟାଳୟ ଠାରେ ବନସୁରକ୍ଷା ସମିତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ଡି ହନୁମନ୍ତ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟ ଓ ମଣିଷ ସମାଜର ସାମାଜିକ କାର୍ଯ୍ୟଶୈଳୀ ଉପରେ ପ୍ରଭାବ!-->…
Read More...
Read More...