Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାତାଳୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା
ସୋନପୁର,୧/୭: ସୁବର୍ଣ୍ଣପୁର ଜିଲ୍ଲାକୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ସମାପନ ହୋଇଯାଇଛି । କରୋନା କଟକଣା କୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଶ୍ରୀଜୀଉଙ୍କ ନୀତିକାନ୍ତିରେ ସୀମିତ ଭାବେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ!-->…
Read More...
Read More...
ପ୍ରଦୀପ ଅମାତ ରାଜ୍ୟ ବିଜେଡିର ଉପ ସଭାପତି ନିଯୁକ୍ତ
ବୌଦ୍ଧ,୧/୭ - ବିଜୁ ଜନତା ଦଳର ଉପ ସଭାପତି ଭାବରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବୌଦ୍ଧ ବିଧାୟକ ପ୍ରଦୀପ ଅମାତଙ୍କୁ ନିଯୁକ୍ତ କରିଛନ୍ତି । ସେ ଦଳର ଉପ ସଭାପତି ଭାବେ ସଶକ୍ତ ଓଡିଶା ଦାୟିତ୍ୱରେ ରହିବେ ବୋଲି ରାଜ୍ୟ ମିଡିଆ ସେଲର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି । ଆଜି!-->…
Read More...
Read More...
ବୌଦ୍ଧରେ ବାହୁଡା ଯାତ୍ରା ପାଳିତ
ବୌଦ୍ଧ,୧/୭ - ଆଜି ପବିତ୍ର ବାହୁଡା ଯାତ୍ରା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । କୋରନା ଯୋଗୁଁ ରଥଯାତ୍ରା ଦିନ ଠାକୁର ମାନେ ରଥାରୂଢ ହୋଇନଥିଲେ । କେବଳ ମନ୍ଦିର ପରିସରରେ ସମସ୍ତ ନୀତି ପାଳନ ହୋଇଥିଲା ଠିକ୍ ଆଜି ମଧ୍ୟ ସେହି ସମାନ ରୀତିନୀତିରେ!-->…
Read More...
Read More...
ଅନ୍ତରଙ୍ଗ ପକ୍ଷରୁ ମନରେଗା ଅଭିଯାନ ଆରମ୍ଭ
ଫୁଲବାଣୀ: ଶ୍ରମିକ ମନରେଗା ଯୋଜନାରେ ୨୦୦ଦିନର କର୍ମ ନିଯୁକ୍ତି,ମଜୁରୀ ବଢ଼ାଇବା ଓ ଲୋକମାନଙ୍କର ପସନ୍ଦର କାମ ଯୋଗାଇବା ଆଦି ଦାବୀ ।ମହାମାରୀ କୋଭିଡ଼-୧୯ ପାଇଁ ସାରା ଭାରତ ବର୍ଷରେ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ଆମ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି ।ଟଙ୍କା ଏବଂ!-->…
Read More...
Read More...
ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧/୭- ବିଭିନ୍ନ ଦାବିନେଇ ବୁଦ୍ଧିଷ୍ଟ ଇଣ୍ଟରନେସନାଲ ନେଟୱାର୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ଥିବା ବୌଦ୍ଧପୀଠର ଧ୍ୱଂସାବଶେଷ ନିକଟରେ ଏକ ବୁଦ୍ଧମନ୍ଦିର ନିର୍ମାଣ ପାଇଁ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର,୧/୭- ଆଜି ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ମୋଟ ୫୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ବାକି ୩୨ଜଣଙ୍କ ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା!-->…
Read More...
Read More...
ବେଆଇନ କରତକଳ ଉପରେ ଚଢ଼ାଉ, ମୂଲ୍ୟବାନ କାଠ ଓ ମେସିନ ଜବତ
ସମ୍ବଲପୁର, ୧/୭- ନଗର ମଝିରେ ବହୁତ ଦିନରୁ ଚାଲୁଥିବା ଏକ କରତକଳ ଓ ସେଠାରେ ଫର୍ନିଚର ତିଆରି କାମ ଅନୁମତି ବିନା ବେଆଇନ ଭାବରେ ଚାଲୁଥିବା ଖବରପାଇ ଜିଲ୍ଲା ବନ ବିଭାଗ ଓ ଭିଜିଲାନ୍ସ ପକ୍ଷରୁ ଏହା ଉପରେ ମିଳିତ ଚଢ଼ାଉ ସହିତ ବିହିତ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି ଅଭିଯାନରେ କ୍ଷେତରାଜପୁର!-->…
Read More...
Read More...
କେହି ମାନୁନାହାନ୍ତି ସାମାଜିକ ଦୂରତା ନିୟମ !
ବୌଦ୍ଧ,୧/୭- କରୋନାକୁ ପ୍ରତିରୋଧ କରିବାପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଅପରିହାର୍ଯ୍ୟ । ଲୋକମାନେ କିନ୍ତୁ ଏକଥାକୁ ହେୟ ମନେକରି ଚାଲିଛନ୍ତି । ହାଟବଜାର ଠାରୁ ଆରମ୍ଭକରି ବ୍ୟାଙ୍କ ଯାଏ ସବୁସ୍ଥାନରେ ଖୋଲାଖୋଲି ହେଉଛି ଏହାର ଉଲ୍ଲଂଘନ । କଂଟାମାଳ ଠାରେ ଥିବା ଭାରତୀୟ ଷ୍ଟେଟ!-->…
Read More...
Read More...
ବୌଦ୍ଧରେ ମଦର ବନ୍ୟା, ଚେଇଁ ଶୋଇଛି ଅବକାରୀ ବିଭାଗ
ବୌଦ୍ଧ,୧/୭- ବୌଦ୍ଧଜିଲ୍ଲାରେ ଲକଡାଉନ ସମୟରେ ଚୋରାମଦ ବେପାରୀମାନେ ପୁରା ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ରନ୍ଧାଯାଇ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ନିୟମିତ ଚାଲାଣ ଖୋଲାଖୋଲି ଚାଲିଛି । ଏସବୁକୁ ଚଢାଉ କରିବା କାମ ଅବକାରୀ ବିଭାଗର ହେଲେ ମଧ୍ୟ!-->…
Read More...
Read More...
ଓଡିଶାରେ ହୋଇନି ଗୋଷ୍ଠୀ ସଂକ୍ରମଣ
ଭୁବନେଶ୍ୱର,୧/୭- ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନି । ହେଲେ କଂଟେନମେଂଟ ଜୋନ୍ ର ଆବଶ୍ୟକତା ରହିଛି । ଯେଉଁଠି ଗୋଟେ କେଶ, ସେଠି କଂଟେନମେଂଟ ହେବନି । ଅଧିକ କେସ ଗୋଟେ ଏରିଆରୁ ଆସିଲେ କଂଟେନମେଂଟ ହେବ । ଟେଷ୍ଟ ଓ କଂଟେନମେଂଟ ରହିବ । ୫୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜଣେ ନୋଡାଲ!-->…
Read More...
Read More...