Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଜଣଙ୍କର କରୋନା ପଜିଟିଭ
ସୋନପୁର,୩୦/୬ : ଜିଲ୍ଲାର ସମସ୍ତ ୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ର ୩୬ ଘଣ୍ଟା ପରେ ପୁଣି ଜଣଙ୍କ ର ସ୍ୱାବ ନମୁନା ପଜିଟିଭ ଆସିବା ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ବଢ଼ିଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସୂଚନା ମତେ ନୂତନ ଆକ୍ରାନ୍ତ ଜଣକ ବିନୀକା ବ୍ଲକ ର ସେଲେଡି ଅଞ୍ଚଳର!-->…
Read More...
Read More...
ସମ୍ବଲପୁର ଜିଲ୍ଲା: ୪ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟସଂଖ୍ୟା ୫୪ରେ ପହଞ୍ଚିଲା
ସମ୍ବଲପୁର,ଆଜି ୪ଜଣ ନୂଆ ପଜିଟିଭ ମାମଲା ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ମୋଟ ସଂଖ୍ୟା ୫୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ୩୦ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ!-->…
Read More...
Read More...
ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପ
ଭୁବନେଶ୍ୱର : ଭିଡ଼ିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଖସଡ଼ା ପ୍ରସ୍ତୁତ। ଏ ନେଇ ଜୁଲାଇ 1 ଓ 2 ତାରିଖରେ ଅଧ୍ୟାପକମାନଙ୍କ orientation କରାଯିବ। ସେମାନଙ୍କ ଦୁଇ ଦିନିଆ ଟ୍ରେନିଂରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି shooting ଆରମ୍ଭ ହେବ। ତାକୁ dikhya, sams, ଶିକ୍ଷା ସଂଯୋଗ ପୋର୍ଟାଲରେ ଉପଲୋଡ!-->…
Read More...
Read More...
ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଂଟନ
ବୌଦ୍ଧ,୩୦/୬- ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାରେ ପ୍ରଫେସର ଭାବରେ କାର୍ଯ୍ୟରତ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଡ. କରୁଣାକର ନନ୍ଦଙ୍କ ପକ୍ଷରୁ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ଅସହାୟ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କଣ୍ଟାମାଳ ବ୍ଲକର!-->…
Read More...
Read More...
ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ
ବୌଦ୍ଧ,୩୦/୬- ବଉଦ ସହର ଗାନ୍ଧୀଛକ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟେରା ମାନେ ୪୦ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ!-->…
Read More...
Read More...
ବୌଦ୍ଧ : ଆଉ ଜଣେ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୩୦/୬ : ବୌଦ୍ଧ ଜିଲ୍ଲାରେ ପୁର୍ବରୁ ୪୧ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସ୍ପଷ୍ଟ କରିଛନ୍ତି |!-->…
Read More...
Read More...
ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍.ପି ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ, କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ!-->!-->!-->…
Read More...
Read More...
ସିମନବାଡ଼ି ଅଞ୍ଚଳରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ
ଦାରିଙ୍ଗବାଡ଼ି,୨୯/୬ : ରାଜ୍ୟ ସରକାର କୌଣସି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ କିମ୍ବା ବିଦ୍ୟୁତ କାଟ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବର୍ଷର ବାରମାସ ଯାକ ବିଦ୍ୟୁତ ସେବା ଗ୍ରାହକ ମାନଙ୍କୁ!-->…
Read More...
Read More...
ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆହତ
ବୌଦ୍ଧ,୨୯/୬ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବଉଦ ସହର ଖଲିଆବଗିଚା ନିକଟ ପେଟ୍ରୋଲ୍ ଟାଂକି ପାଖରେ ସମାନ ଦିଗରୁ ଆସୁଥିବା ଗୋଟିଏ ବାଇକକୁ OD31G3191 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି | ବାଇକ ଆରୋହୀ!-->…
Read More...
Read More...
ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର
ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା!-->…
Read More...
Read More...