Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତିରେ ପୁଣି ୬ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାରଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୋଶାଣୀ ବ୍ଳକରୁ ଜଣେ,ମୋହନା ବ୍ଳକରୁ ଦୁଇ ଜଣ,କୋଭିଡ଼ ଯୋଦ୍ଧା ୨ ଜଣ ପାରଳା ପୌରପରିଷଦରୁ ଜଣେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ!-->…
Read More...
Read More...
ଡ୍ରେନରେ ନିଷ୍କାସନ ନହୋଇ ଜମିରହୁଛି ଅସନା ପାଣି
ବୌଦ୍ଧ,୪/୭ - ବୌଦ୍ଧ ସହରରେ ଥିବା ଡ୍ରେନ ଗୁଡିକରେ ମଇଳା ଜମି ଅସନା ପାଣି ନିଷ୍କାସନ ହୋଇପାରୁନଥିବା ଏକ ସାଧାରଣ ଘଟଣା । ଏ ସମ୍ପର୍କରେ ସହର ବାସିନ୍ଦା ଏନଏସି କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଉଛି । ବୁଟୁପାଲି!-->…
Read More...
Read More...
ରାଜ୍ୟରେ ଆଉ ୪୯୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ୭୦ ବର୍ଷୀୟ ବୃଦ୍ଧ ଗିରଫ
ଦାରିଙ୍ଗବାଡି,୪/୭: ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଆଜି ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ବୃଦ୍ଧ ଜଣକ ହେଲେ ଦାରିଙ୍ଗବାଡି ଥାନା!-->…
Read More...
Read More...
ଦାରିଙ୍ଗବାଡ଼ିରେ ସଟଡାଉନ୍ ପ୍ରଭାବ: ରାସ୍ତାଘାଟ ଶୂନଶାନ ପୁଲିସ ପେଟ୍ରୋଲିଂ କଡ଼ାକଡ଼ି
ଦାରିଙ୍ଗବାଡି,୪/୭: କନ୍ଧମାଳ ଜିଲ୍ଲାରେ ସମସ୍ତ ୧୭୮ଜଣ କରୋନା ସଂକ୍ରମିତ ବ୍ୟକ୍ତିମାନେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ତେବେ ପଡୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି । ଗଞ୍ଜାମ ଜିଲ୍ଲା ଉପରେ କନ୍ଧମାଳ ଜିଲ୍ଲା ଅତ୍ୟାବଶ୍ୟକ ପନିପରିବା ଠାରୁ ଆରମ୍ଭକରି!-->…
Read More...
Read More...
କୁକୁର କାମୁଡାରେ ବାଳକ ଆହତ
ବୌଦ୍ଧ,୪/୭ -ବୌଦ୍ଧବ୍ଲକ୍ ଅନ୍ତର୍ଗତ ବହିରା ଗ୍ରାମ ବାଘସାହିର ନବୀନ ବାଘଙ୍କ ୧୧ ବର୍ଷର ପୁଅ ଶ୍ରୀରାମ ବାଘକୁ ଗତକାଲି ସନ୍ଧ୍ୟାରେ କୁକୁର କାମୁଡି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଘସାହିର ଜଣେ ବ୍ୟକ୍ତି ପୋଷିଥିବା ଏକ କୁକୁର କୌଣସି କାରଣ ନଥାଇ ଷଷ୍ଠଶ୍ରେଣୀର ଛାତ୍ର!-->…
Read More...
Read More...
ବୌଦ୍ଧ- ଶିକ୍ଷା ବିଭାଗରେ ପଦୋନ୍ନତି ଭେଳିକି !
ବୌଦ୍ଧ,୪/୭ -ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟକଳାପ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲା ଶିକ୍ଷା ଅଧିକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କରେ ଯାହାବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଛନ୍ତି ସବୁ ବିବାଦୀୟ ଓ ସନ୍ଦେହଜନକ ବୋଲି କର୍ମଚାରୀମାନେ ଅଭିଯୋଗ କରିଆସୁଛନ୍ତି । ଗତକାଲି!-->…
Read More...
Read More...
ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଗଲା ସର୍ଟ ଡାଉନ ନିୟମ ଖଜୁରିପଡା ବ୍ଲକରେ
ଖଜୁରୀପଡ଼ା,୩/୭: କରୋନା ସଂକ୍ରମଣର ଭୟାଭୟତା ଏବଂ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିୟମ ପାଳନ କରିବା ପାଇଁ ଆଜି ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ୱ ନିରୀକ୍ଷକ ଅମିୟ ଭୂଷଣ ରାମ୍ ପ୍ରମୁଖ ଖଜୁରୀପଡ଼ା ସଦରମହକୁମା ସମେତ ବିଭିନ୍ନ ଅଂଚଳରେ ଡାକବାଜି ଯନ୍ତ୍ର!-->…
Read More...
Read More...
ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ
ବୌଦ୍ଧ, ୩/୭- ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ତାଲିକାକୁ କେନ୍ଦ୍ରକରି ଜିଲ୍ଲାରେ ବିଇଡି ଭିତ୍ତିରେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ଜିଲ୍ଲା ଶିକ୍ଷାଧୀଶଙ୍କୁ ଅଭିଯୋଗ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ!-->…
Read More...
Read More...
ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟର ଲୋଗୋ ଉନ୍ମୋଚନ
ଭୁବନେଶ୍ୱର: ଭିଏସ୍ଏସ୍ ନଗରଠାରେ ଆଜି ପ୍ରବିତ୍ର ସୁନାବେଶ ଅବସରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଲୋଗୋ ଉନ୍ମୋଚନ କରାଗଲା ଏବଂ ଆଗାମୀ ଦିନରେ କିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇପାରିବ । ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମ କାର୍ଯ୍ୟକ୍ରମ ଭାବେ!-->…
Read More...
Read More...