Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ସଙ୍କ୍ରମଣ କବଳରେ ସୁବର୍ଣ୍ଣପୁର ଜିଲ୍ଲା
ସୋନପୁର - କରୋନା ସଙ୍କ୍ରମଣ ରେ ପଶ୍ଚିମ ଓଡିଶାର ଏକମାତ୍ର ବାଦପଡିଥିବା ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ଆଜି ପ୍ରଥମ କରି ଜଣେ ସଙ୍କ୍ରମିତ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହା ସ୍ପଷ୍ଟ କରିଛନ୍ତି। ସଙ୍କ୍ରମିତ ଜଣକ ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଅଞ୍ଚଳର ବୋଲି ଜଣାପଡିଛି।ତାଙ୍କର!-->…
Read More...
Read More...
ମୁଣ୍ଡିପଦରରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
ବୌଦ୍ଧ : ଗତକାଲି ବିଳମ୍ବିତ ରାତ୍ରୀରେ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମରେ ବିଦ୍ୟାଧର ପ୍ରଧାନ ନାମକ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।!-->…
Read More...
Read More...
ଜାତୀୟ ରାଜପଥ ମରାମତିରେ ଖାମଖିଆଲି !
ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ ପୂର୍ବ ଓ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗର ମାଧ୍ୟମ ସାଜିଥାଏ । ଏହି ରାସ୍ତାରେ ଦୈନିକ ହଜାରହଜାର ସଂଖ୍ୟାରେ ଅନେକ ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ କରୁଛି । ଜାତୀୟ ରାଜପଥ ବିଭାଗର ବେପରୁୱା ଓ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ!-->…
Read More...
Read More...
ପ୍ରବାସୀ କଲେଣି ନାକେଦମ୍
ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ତାହାର କାୟାବିସ୍ତାର କରିଚାଲିଛି । ଆମ ଦେଶ ଭାରତ ମଧ୍ୟ କରୋନା କବଳରେ କବଳିତ ହୋଇ ରହିଛି । ଓଡିଶାରେ କରୋନାର ସ୍ଥିତି ଯଦିଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଠାରୁ ଭଲ ରହିଛି ତେବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ!-->…
Read More...
Read More...
ରାଜ୍ୟରେ ଆଉ ୯୯ କରୋନା ରୋଗୀ ହେଲେ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୬୪୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ବାଲେଶ୍ୱର!-->…
Read More...
Read More...
ଭୀମସାର ସେଣ୍ଟ୍ରାଲ ଆଇସିୟୁର ୬ଟି ଭେଣ୍ଟିଲେଟର ଅକାମି ନେଇ ଅଭିଯୋଗ
ସମ୍ବଲପୁର: କେବଳ ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ପଶ୍ଚିମ ଓଡିଶା ଓ ସୀମାନ୍ତ ଗାଁମାନଙ୍କ ପାଇଁ ଚିକିତ୍ସା ସେବା କ୍ଷେତ୍ରରେ ଏକମାତ୍ର ଭରସା ରୂପେ ପରିଚିତ ଭୀମସାର ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥାରେ ଛନ୍ଦିହୋଇ ବଦନାମ ହେବାକୁ ଯାଉଛି । ଚିକିତ୍ସା କ୍ଷେତ୍ରରେ ଆଇସିୟୁ ସୁବିଧାକୁ ନେଇ!-->…
Read More...
Read More...
ଏବିଭିପି ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ରକ୍ତ ଭଣ୍ଡାରଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାଃ ପ୍ରଦୀପ କୁମାର!-->…
Read More...
Read More...
ଟ୍ୟାଙ୍କରରେ ପାଣି ଯୋଗାଇଲେ ସରପଞ୍ଚ, ପ୍ରଶଂସା କଲେ ଗ୍ରାମବାସୀ
କଣ୍ଟାବାଞ୍ଜି : ସରପଞ୍ଚଙ୍କୁ ସରକାର ଜିଲ୍ଲାପାଳ କ୍ଷମତା ଦେବାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଓ ଫଳାଫଳ ଆଲୋଚନା ଶୁଣାଯାଏ I ବୁରୋମାଲ ସରପଞ୍ଚ ଟେଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଣ କରି ଗୋଟେ ମିଶାଲ ପ୍ରସ୍ତୁତ କରିଛନ୍ତି I ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା ବଢିବାକୁ!-->…
Read More...
Read More...
ବୌଦ୍ଧର ପ୍ରବାସୀ ଶ୍ରମିକ ବାଙ୍ଗାଲୋରରେ ନିଖୋଜ !
ବୌଦ୍ଧ : ସାଙ୍ଗମାନଙ୍କ ସହ ସୁଦୂର କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବୌଦ୍ଧର ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଯୁବରାଜପୁର ଗ୍ରାମର ଲବ ନାଏକ ଗ୍ରାମର ଅନ୍ୟ ୨ଜଣ ପିଲାଙ୍କ ସହ କାମକରିବାପାଇଁ କର୍ଣ୍ଣାଟକ!-->…
Read More...
Read More...
ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ
ଆସନ୍ତାକାଲି ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। 60ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ସହ sanitizer ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରନା!-->…
Read More...
Read More...