Browsing Category

ରାଜ୍ୟ

ଜିଏମୟୁର ୫ମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ପ୍ରଶାସନିକ ଭବନର ଭିତ୍ତିପ୍ରସ୍ତର

ସମ୍ୱଲପୁର,୮/୭- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ପ୍ରାକ୍ତନ ଜିଏମ କଲେଜର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ଏହାର ନୂତନ ପ୍ରଶାସନିକ ଭବନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ତିନିତଳ ବିଶିଷ୍ଟ ଏହି ଭବନର ବ୍ୟୟ ଅଟକଳ ୮କୋଟି ଟଙ୍କା ରଖାଯାଇଛି,
Read More...

ଆଇଆରବି ବାଟାଲିୟନ ନିକଟରେ ବିପଦପୂର୍ଣ୍ଣ ପିଲର୍ !

ବୌଦ୍ଧ,୮/୭ – ବୌଦ୍ଧଜିଲ୍ଲାର ବଲାସିଙ୍ଗା ଗ୍ରାମ ନିକଟରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିୟନ-୫ର ଦକ୍ଷିଣ ପାଶ୍ୱର୍ରେ ଥିବା ଗେଟ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଏକ ପିଲର ରହିଛି । ଏ ଅଞ୍ଚଳରେ ଆଇଆରବି ଯବାନ ମାନଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଯାତାୟାତ କରୁଥିବାରୁ ସେମାନଙ୍କ ମନରେ ଭୟ
Read More...

ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ,୭/୭ - ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ବାଣିଭୁଷଣପୁର ଗ୍ରାମ ପଂଚାୟତର ଝାଡ୍ରାଜିଙ୍ଗ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ପରିବାର ସହ ମିଶି ଖାଇ ପିଈ ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଗୋଟିଏ ବିଷଧର ସାପ
Read More...

ଅଶ୍ୱିନୀ କୁମାର ମେହେର ହେଲେ ବୌଦ୍ଧର ନୂତନ ଉପ ଜିଲ୍ଲାପାଳ

ବୌଦ୍ଧ,୭/୭ - ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ବୌଦ୍ଧ ଉପଖଣ୍ଡର ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କୀତ ଏକ ଆଦେଶ ଜାରି ହୋଇଥିବା ଜଣାପଡିଛି । ଶ୍ରୀ ମେହେର ରାଜ୍ୟ ସରକାରଙ୍କ କ୍ରୀଡା ଓ
Read More...

ଫୁଲବାଣୀ ସହରର ଜବରଦଖଲ ଜମିପଟ୍ଟା ପ୍ରଦାନ ପାଇଁ ଜାଗ୍ରତ କନ୍ଧମାଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଫୁଲବାଣୀ, ୭/୭- ଫୁଲବାଣୀ ଜାଗ୍ରତ କନ୍ଧମାଳ ପକ୍ଷରୁ ଫୁଲବାଣୀ ସହରର ଜବରଦଖଲ ସରକାରୀ ଜମିପଟ୍ଟା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କୁ ଏକ ସ୍ମାକରପତ୍ର ପ୍ରଦାନ କରାଯାଇଅଛି । ଜାଗ୍ରତ କନ୍ଧମାଳ, ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ
Read More...

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା,୭/୭- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡକୁ ସବୁଜ ସୁନ୍ଦର କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରିରହିଛି । ୭୧ତମ ବନ ମହୋତ୍ସବ ଅବସରରେ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା
Read More...

ବିଦ୍ୟୁତ୍ ଆଘାତରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୭/୭ - ବୌଦ୍ଧଥାନା ଅନ୍ତର୍ଗତ ଗମ୍ଭାରୀ ପଦର ଗ୍ରାମରେ ବୌଦ୍ଧ ସହରର ଜଣେ ବ୍ୟବସାୟୀଙ୍କ ଗୋଦାମ ନିକଟରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ କିଛି ଦିନ ହେଲା ଶ୍ରମିକ ଭାବରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ଆଜି ୬ଟି ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁରରେ ମୋଟ ସଂଖ୍ୟା ହେଲା ୧୦୪ ଭିସୁଟରେ ଗୋଷ୍ଠୀ ସଂକ୍ରମଣ ବଢିବାରୁ ଛନକା

ସମ୍ବଲପୁର,୭/୭- ଆଜି ୬ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ଶତକ ପାର୍ କରିବା ସହିତ ୧୦୪ରେ ପହଞ୍ଚିଛି । ଗତ ତିନି ଦିନ ହେଲା ଏହି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ସହିତ ଗୋଷ୍ଠୀ ସଂକ୍ରମଣ ମାମଲା ମଧ୍ୟ ଦେଖାଦେଇଛି, ଯାହାକି ପୂର୍ବରୁ
Read More...

ଶିକ୍ଷାନଗରୀ ବୁର୍ଲାରେ କରୋନାସ୍ଥିତି ଉଦବେଗଜନକ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସପ୍ତାହେ ପର୍ଯ୍ୟନ୍ତ ସଟଡାଉନ ଘୋଷଣା

ସମ୍ବଲପୁର,୭/୭- ସ୍ଥାନୀୟ ଉପନଗରୀ ବୁର୍ଲାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚାରୋଟି ଅନୁଷ୍ଠାନ ରହିଥିବାରୁ ଏହାକୁ ଶିକ୍ଷାନଗରୀ କୁହାଯାଏ । ସେଠାକାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରୋ. ଦୀପକ କୁମାର ବେହେରା ଆଗାମୀ ୧୩ଜୁଲାଇ ପର୍ଯ୍ୟନ୍ତ ଏକସପ୍ତାହ ପାଇଁ ସଟଡାଉନରେ ରଖିବାପାଇଁ ଘୋଷଣା
Read More...

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ର ଲୋଗୋ ଉନ୍ମୋଚିତ

ସରକାର ଙ୍କର କୋଭିଡ କଟକଣା କୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନ ର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହ ର ଗୋଟିଏ ଦିନ ନିରନ୍ତର
Read More...