Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହୀରାକୁଦରୁ ପ୍ରାୟ ୨.୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ପରେ ମହାନଦୀ ଉଛୁଳୁଛି
ସମ୍ବଲପୁର,୨୭/୬ - ଆଜି ସକାଳ ୮ଟା ସମୟରେ ହୀରାକୁଦ ନଦୀବନ୍ଧରୁ ଏକାସାଙ୍ଗରେ ୧୫ଟି ସ୍ଲୁଇସଗେଟ ଖୋଲିବା ଫଳରେ ପ୍ରାୟ ୨.୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବାରୁ ମହାନଦୀ ଦୁଇକୂଳରେ ଉଛୁଳି ପଡୁଛି । ଏବର୍ଷ ଏପରି ପ୍ରଥମ ବନ୍ୟାଜଳର ପରି ଦୃଶ୍ୟ ଉପଭୋଗ କରିବାପାଇଁ ସ୍ଥାନେ ସ୍ଥନେ ଉତ୍ସୁକ!-->…
Read More...
Read More...
ଅଭିଶପ୍ତ ଜୀବନ ବିତାଉଛନ୍ତି ୮ଟି ଗାଁର ଗ୍ରାମବାସୀ
ସମସ୍ୟା ନସୁଧୁରିଲେ ଆନ୍ଦୋଳନର ଚେତାବନୀ
ବାଲିଗୁଡ଼ା,୨୭/୬- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ହେଲେ ଆଜିବି ଜିଲ୍ଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଦୈନନ୍ଦିନ ନାହିଁନଥିବା!-->!-->!-->…
Read More...
Read More...
ଆଉ ୨ଟି ପଜିଟିଭ ଚିହ୍ନଟପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୪୯ ହେଲା
ସମ୍ବଲପୁର,୨୭/୬ - ଆଜି ଆଉଦୁଇଟି କରୋନା ପଜିଟିଭ ମାମଲା ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୪୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିବାପରେ ବାକି ୨୫ଜଣଙ୍କର ଚିକିତ୍ସା ଚାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ!-->…
Read More...
Read More...
କଂଗ୍ରେସର କର୍ମକର୍ତ୍ତା ଘୋଷଣା
ନିରୁପମା ମହିଳା ସଭାନେତ୍ରୀ ଓ ଦୁର୍ବାକ୍ଷ ୱାର୍କସ କମିଟି ସଭାପତି
ବୈାଦ୍ଧ,୨୭/୬(ହୀ.ପ୍ର)- ବୌଦ୍ଧ ଜିଲ୍ଲାପାଇଁ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ନିରୁପମା ମଲ୍ଲିକ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା କଂଗ୍ରେସର!-->!-->!-->…
Read More...
Read More...
ଗଲୱାନା ଘାଟୀରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲା କ଼ଙ୍ଗ୍ରେସ କମିଟି ତରଫରୁ ଚୀନ ସୀମାନ୍ତ ଗଲୱାନା ଘାଟୀରେ ଚୀନ ସେନାର ଆକ୍ରମଣରେ ସହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି | ସେମାନଙ୍କ ଉଦ୍ଦେଶ୍ୟରେ 2 ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ସେମାନଙ୍କ ଫଟୋ ଚିତ୍ରରେ!-->!-->!-->…
Read More...
Read More...
କିସ୍ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଗଲା ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟସାମଗ୍ରୀ ଓ ପାଠ୍ୟପୁସ୍ତକ
ଭୁବନେଶ୍ୱର, : କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍, କଲେଜ ବନ୍ଦଥିବା ବେଳେ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କିସ୍ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା!-->…
Read More...
Read More...
ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ…
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ଟିଏମସିରେ ଆଜି ଦୁଇଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ ୪୭ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବାପରେ ବାକି ୨୩ଜଣଙ୍କର ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟ ଦୁଇଟିଯାକ!-->…
Read More...
Read More...
ବୌଦ୍ଧ : ଆଉ ଜଣେ ପ୍ରବାସୀ ଦେହରେ କରୋନା ପଜିଟିଭ
ବୌଦ୍ଧ - କିଛି ଦିନର ବ୍ୟବଧାନ ପରେ ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା 41 ରେ ପହଞ୍ଚିଲା l ସେଥି ମଧ୍ୟରୁ 38 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଆଜିର ପଜିଟିଭକୁ!-->!-->!-->…
Read More...
Read More...
ପାଲଝାରର ଟ୍ରାକ୍ଟର ଭଡା ପ୍ରସଙ୍ଗ: ଭିତିରିଆ ଭାବେ କୋଟେସନ କରିବାକୁ ମସୁଧା !
ବୈାଦ୍ଧ: ବିଗତବର୍ଷ ମାନଙ୍କରେ ବିନା କୋଟେସନରେ ଟ୍ରାକ୍ଟର ଲଗାଇ ଲକ୍ଷଲକ୍ଷ ଟଙ୍କାର ବିଲ୍ କରାଯିବା ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଚଳିତବର୍ଷର କୋଟେସନ ନାଟକ ଏବେ ଆଲୋଚନାର ଖୋରାକ ଯୋଗାଉଛି । ଭିତିରିଆ ଭାବରେ କୋଟେସନ କଲ୍ ନୋଟିସ ବାହାରକରି ନିଜ ପସନ୍ଦର ଟ୍ରାକ୍ଟର!-->…
Read More...
Read More...